ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରରେ ପିଇବା ପାଣିର ସମସ୍ୟା ଦୀର୍ଘ ଦିନର । ଗତ ଖରା ଦିନରେ ଏହା ଅସହ୍ୟ ହୋଇଥିଲା । ଏମିତି ପରିସ୍ଥିତି କେବେ ଦେଖିନଥିଲୁ ବୋଲି ପଦ୍ମପୁରବାସୀ କହିଛନ୍ତି । ପଦ୍ମପୁରବାସୀଙ୍କ କହିବା ଅନୁସାରେ ସାମୟିକ ସମାଧାନ ପାଇଁ ସ୍ଥାନୀୟ ବିଭାଗମାନଙ୍କ!-->…
Read More...
Read More...