Yearly Archives

2022

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅଷ୍ଟମ ଦିବସ

ନକଟାସର, ସିହିନି, ଗେର୍ଡି, ଗଇଁନ୍ତଲା, ତେନ୍ତୁଳିମୁଣ୍ଡା, ମହିପୁର ଓ କଣ୍ଟାବାଞ୍ଜି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଗେର୍ଡି ଟ୍ରାଇବ୍ରେକର ୫-୪ ଗୋଲରେ ଆଗଲପୁର ଇଲେଭେନଷ୍ଟାରକୁ ହରାଇ…
Read More...

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତିର ପ୍ରତିବାଦ ସଭା : ଦୁର୍ବାର ଆନ୍ଦୋଳନ ପାଇଁ ମିଳିତ ପ୍ରସ୍ତାବ ଗୃହୀତ

ଯୋଗ ଦେଲେ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ତରଭା ଅଂଚଳର ପ୍ରତିନିଧି ବଲାଙ୍ଗିର, (କେପିଏନ୍‌ଏସ୍‌) : ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତି ପକ୍ଷରୁ ବଲାଙ୍ଗିର ସାମ୍ବାଦିକ ଭବନଠାରେ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲା ଏବଂ ତରଭା ସମିତି ପ୍ରତିନିଧିଙ୍କ ଉପସ୍ଥିତିରେ…
Read More...

ଜିଲ୍ଲା ଛାତ୍ର କଂଗ୍ରେସର ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶାନ୍ତିପଡା ସ୍ଥିତ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଂଗ୍ରେସ ନେତା ବୁଲୁ ଦାନୀ, ଜିଲ୍ଲା…
Read More...

ଆଜି ବଲାଙ୍ଗିର ସହରରେ ସର୍ବାଧିକ ବର୍ଷା ହୋଇଥିବା ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରାତିରୁ ବଲାଙ୍ଗିର ଜିଲ୍ଲାରେ ତଥା ସହରରେ ବର୍ଷା ଲାଗିରହିଥିବା ବେଳେ ଏପର୍ଯ୍ୟନ୍ତ ବଲାଙ୍ଗିର ସହରରେ ୪୫.୪ ମିଲିମିଟର, ପୁଇଁନ୍ତଲା ବ୍ଲକରେ ୨୬ ମିଲିମିଟର, ଗୁଡଭେଲା ବ୍ଲକରେ ୩୪.୨ ମିଲିମିଟର, ଡୁଡୁକା ବ୍ଲକରେ ୨ ମିଲିମିଟର, ଦେଓଗାଁ ବ୍ଲକରେ…
Read More...

ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜଙ୍କ ଦେହତ୍ୟାଗ

ନରସିଂହପୁର : ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜ ୯୯ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି । ଝାତେଶ୍ୱର ପରମହଂସୀ ଗଂଗା ଆଶ୍ରମରେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜଙ୍କ ସ୍ୱର୍ଗାରୋହଣ ହୋଇଛି । ଆସନ୍ତାକାଲି ଝାତେଶ୍ୱର…
Read More...

ଭାରତୀ ବିଦ୍ୟାପୀଠରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସ୍ଥିତ ଭାରତୀ ବିଦ୍ୟାପୀଠରେ ଆଜାଦୀ କା ଅମୃତ ମହୋତ୍ସବ ଆଜି ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏସ. ରାଜଲକ୍ଷ୍ମୀ ରେଡ୍ଡୀଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଇଓ ଭାଗିରଥି…
Read More...

ନକଲି ଔଷଧ ମାମଲାରେ ଦୁଇ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ପ୍ରଶାସନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ନକଲି ଔଷଧ ମାମଲାରେ ଦୁଇ ଜଣଙ୍କ ଲାଇସେନ୍ସ ପଦ ରଦ୍ଧ ହୋଇଥିବା ଜଣାପଡିଛି । ନକଲି ମେଡିସିନ୍ ଘଟଣାରେ କଟକ ପୁରୀଘାଟ ଥାନାରେ ଏତଲା ଦିଆଯିବା ପରେ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁଇ ଡିଷ୍ଟ୍ରିବ୍ୟୁଟର ଭି.ଆର୍ ଏଜେନ୍ସି ଓ ପୂଜା…
Read More...

ଲଖମରା ସରସ୍ଵତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲଖମରା ସରସ୍ୱତୀ ଶିଶୁ ମନ୍ଦିରଠାରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାରମ୍ଭଠାରୁ ଅଷ୍ଟମ ଶ୍ରେଣୀର ଭାଇ ଭଉଣୀଙ୍କ ଅଭିଭାବିକା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଲଖମରା ମହାବିଦ୍ୟାଳୟର…
Read More...

ବ୍ରାହ୍ମଣୀ ଗ୍ରାମରେ ଦାଦନ ଶ୍ରମିକ ସଚେତନତା ଶିବିର

ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ୍‌ର ବ୍ରାହ୍ମଣୀ ଗ୍ରାମରେ ଖପ୍ରାଖୋଲ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଦାଦନ ଶ୍ରମିକମାନଙ୍କ ସଚେତନତା ପାଇଁ ଗୋଟିଏ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ବ୍ଲକ୍ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ ସୁଜିତ କୁମାର ଶତପଥୀ ଅଧ୍ୟକ୍ଷତା କରି…
Read More...

ପାଣି ଘେରରେ ୩ ନଂ. ୱାର୍ଡର ତାଲପାଲିପଡାବାସୀ : ଘଟଣାସ୍ଥଳରେ ପହଂଚି ରିଲିଫ ବଣ୍ଟନ କଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ବଲାଙ୍ଗିର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୩ର ତାଲପାଲି ପଡାରେ ରହୁଥିବା ଲୋକମାନେ ପାଣି ଘେରରେ ରହିଛନ୍ତି । ତେବେ ଖବର ପାଇ ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ…
Read More...