Yearly Archives

2022

ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ମହିଳାମାନଙ୍କ ଅନଲାଇନ ଆଲୋଚନାଚକ୍ର 

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ମହିଳାମାନଙ୍କ ଏକ ଆଭାସି ବୈଠକ ଗତକାଲି ସନ୍ଧ୍ୟା ୫.୩୦ରେ ଅନୁଷ୍ଠିତ ହୋଇଯାଇଛି । ମହିଳାମାନଙ୍କ ଏହି ବୈଠକରେ ଜିଲ୍ଲା ଭିତରେ ଥିବା ସଭ୍ୟାମାନେ ଯୋଗ ଦେଇଥିଲେ । ସଂଗଠନର ପୂର୍ବ କ୍ଷେତ୍ର ସଂଗଠନ ସଚିବ ରାମଚନ୍ଦ୍ର
Read More...

୩୬ କେଜି ଗଞ୍ଜେଇ ସହ ୧ ଗିରଫ

ବୌଦ୍ଧ, (କେପିଏନ୍‌ଏସ୍‌) : ଗଞ୍ଜେଇ ଚୋରା ଚାଲାଣ ବେଳେ ବୌଦ୍ଧ ପୁଲିସ ଦ୍ୱାରା ଜଣେ ଅଭିଯୁକ୍ତ ଗିରଫ ହେବା ସହ ୩୬ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ବଘିଆପଡା ଫାଣ୍ଡି କର୍ମଚାରୀ ଏନେଇ ବିଶେଷ ସୁତ୍ରରୁ ଖବର ପାଇଥିଲେ । ଜଣେ ବ୍ୟକ୍ତି କରଡାପଡା ଛକ ଠାରେ
Read More...

ନିଖିଳ ଓଡିଶା ଆଶା କର୍ମୀ ସଂଘର ଜିଲ୍ଲା କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ଠାରେ ନିଖିଳ ଓଡିଶା ଆଶା କର୍ମୀ ସଂଘ ବଲାଙ୍ଗିର ଜିଲ୍ଲା ଏଆଇଟିୟୁସି ସହ ସହ ବନ୍ଧିତ ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକ ଜିଲ୍ଲା ସଭାପତି ସାଥୀ ତୀର୍ଥ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉପସଭାପତି ସରସ୍ୱତୀ
Read More...

ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଲକ୍ଷ୍ମୀକାନ୍ତ ସାହୁଙ୍କ ଦେହାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ମୁତ୍ରରୋଗ ବିଭାଗ ପ୍ରଫେସର ଲକ୍ଷ୍ମୀକାନ୍ତ ସାହୁଙ୍କ ପରଲୋକ ହୋଇଯାଇଥିବା ଖବର ମିଳିଛି । ସେ ଆମେରିକା ତାଙ୍କ ଝିଅ​ ଜ୍ୱାଇଁ ପାଖକୁ ଯାଇଥିବା ବେଳେ ଫୁସ୍‌ଫୁସ୍‌ ରୋଗରେ ଆକ୍ରାନ୍ତ ହେବା
Read More...

ସୁବଲୟାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ସୁବଲୟା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜା ବ୍ଲକ ଅନ୍ତର୍ଗତ ସୁବଲୟା ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡକ୍ରସ୍‌ ୟୁନିଟ ତରଫରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ହୋଇଥିବା ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ବେହେରା ସଭାପତିତ୍ୱ କରି
Read More...

ଉପଖଣ୍ଡ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଦ୍ୱାରା ଭାରି ମାତ୍ରାରେ ବେନିୟମ ବାଲି ଭର୍ତ୍ତି ଗାଡି ଜବତ

୨ ଲକ୍ଷ ୫୦ ହଜାର ଟଙ୍କା ଜୋରିମାନା ଆଦାୟ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ଉପଜିଲ୍ଲାପାଳ ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ନିର୍ଦ୍ଦେଶରେ ଉପଖଣ୍ଡ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ସୋନପୁର ଦ୍ୱାରା ଆଜି ସକାଳେ ସୋନପୁର ତହସିଲ ଅନ୍ତର୍ଗତ ଖାରୀ ରାଜସ୍ୱ ନିରୀକ୍ଷକ ମଣ୍ଡଳ
Read More...

ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ବୁଷ୍ଟର ଭେକ୍‌ସିିନ ଡୋଜ୍‌ ପ୍ରୋଗ୍ରାମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପ୍ରଯୋଜନା ଓ ବଲାଙ୍ଗିର ନାରୀ ଶକ୍ତି ଫାଉଣ୍ଡେସନ ଦ୍ୱାରା ବୁଷ୍ଟର ଭେକ୍‌ସିିନ ଡୋଜ୍‌ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଏବଂ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା
Read More...

ଆପ୍‌ର ବରଗଡ଼ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଟାଉନ୍‌ ହଲ୍‌ରେ ଆମ୍‌ ଆଦ୍‌ମୀ ପାର୍ଟିର ବରଗଡ଼ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀ ଏବଂ ପଞ୍ଜାବ ପରେ ଓଡ଼ିଶାରେ ଅଙ୍କ କଶୁଛି ଆମ୍‌ ଆଦ୍‌ମୀ ପାର୍ଟି । ମେକ୍‌ ଇଣ୍ଡିଆ ନଂ ୧ ନାରା ସହିତ ପ୍ରତ୍ୟେକ ଜିଲ୍ଲାରେ
Read More...

ଗାୟତ୍ରୀ ପରିବାର ବଲାଙ୍ଗିର ପକ୍ଷରୁ ଯୁବ ଚେତନା ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାୟତ୍ରୀ ପରିବାର ପକ୍ଷରୁ ସ୍ଥାନୀୟ ଠିକାଦାରପଡା ସ୍ଥିତ ପ୍ରୋଗ୍ରେସିଭ କ୍ଲବ ଠାରେ ଏକ ଯୁବ ଚେତନା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବିଚାରପତି କୁମୁଦିନୀ ମୁଦୁଲି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଭୁବନେଶ୍ୱର
Read More...

ବିଜେଡିରେ ଯୋଗ ଦେଲେ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ

ପାଟଣାଗଡ, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ଖପ୍ରାଖୋଲ ବ୍ଲକର ବିଜେପି ଓ କଂଗ୍ରେସ ଦଳର ୫୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ବିଜେଡିରେ ଯୋଗଦାନ କରିଛନ୍ତି । ଏହି ଅବସରରେ ପଶ୍ଚିମ
Read More...