Yearly Archives

2022

ମାନସିଂହ ସାହିତ୍ୟ ସଂସଦର ଏକବିଂଶତମ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଭାପତି ବିଷ୍ଣୁ ପ୍ରସାଦ ଦଳେଇଙ୍କ ସଭାପତିତ୍ୱରେ ଗତକାଲି ସନ୍ଧ୍ୟା ସମୟରେ ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ଆନୁକୂଲ୍ୟରେ ଏକବିଂଶତମ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଲଳିତ କୁମାର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିଥିଲେ
Read More...

ଜାତୀୟ ଜଙ୍ଗଲ ଶହୀଦ ଦିବସ ଅବସରରେ ବନବାହିନୀ ଶହୀଦ ସ୍ମାରକ ଉନ୍ମୋଚିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାତୀୟ ଜଙ୍ଗଲ ଶହୀଦ ଦିବସ ଅବସରରେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମୟରେ ପ୍ରାଣ ହରାଇଥିବା ଅମର ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ବନବାହିନୀ ଶହୀଦ ସ୍ମାରକ ଉନ୍ମୋଚିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଉଦ୍ଭିଦ ସମ୍ବଳ କେନ୍ଦ୍ର ପରିସରରେ ବନ
Read More...

ଗିରି ଗୋବର୍ଦ୍ଧନ ପୀଠରେ ଭାଗବତ ଜନ୍ମ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମ ପଞ୍ଚାୟତର କମଲପଦର ସ୍ଥିତ ଗିରି ଗୋବର୍ଦ୍ଧନ ପୀଠରେ ଭାଗବତ ଜନ୍ମ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଭୀଷ୍ମଦେବ ପଣ୍ଡା ତାଙ୍କ ପତ୍ନୀ ପଦ୍ମାସିନୀ ପଣ୍ଡା କର୍ତ୍ତା ଦାୟିତ୍ଵ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୯୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮୧୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ ଜଣ
Read More...

୧୭ରେ ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ : ମା’ ବିମଳାଙ୍କ ଷୋଡ଼ଶ ଦିନାତ୍ମକ ପୂଜାରମ୍ଭ ହେବ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆସନ୍ତା ୧୭ ତାରିଖ ଶନିବାର ମୂଳାଷ୍ଟମୀ । ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ । ଶୁଭାରମ୍ଭ ହେବ ଶାରଦୀୟ ପୂଜାର୍ଚ୍ଚନା । ଉକ୍ତ ଦିବସରୁ ମା' ବିମଳାଙ୍କ ଷୋଡ଼ଶ ଦିନାତ୍ମକ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ । ଅକ୍ଟୋବର ୧ ତାରିଖ ଶନିବାର ମହାସପ୍ତମୀ, ରବିବାର
Read More...

ଆଜିଠୁ ଓଜେଇଇ କାଉନସେଲିଂ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ରାଜ୍ୟର ସରକାରୀ ଏବଂ ବେସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ବି.ଟେକ, ବି.ଆର୍କ, ବି.ପ୍ଲାନ, ବି.କ୍ୟାଟ ଏବଂ ଇଣ୍ଟିଗ୍ରେଟେଡ ଏମ.ଏସସି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସେପ୍ଟେମ୍ବର ୧୩ରୁ ଅନଲାଇନ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ଏମବିଏ, ଏମସିଏ, ଏମ.ଟେକ,
Read More...

କବି ଗୁଜୁରୀ ଭାଇଙ୍କ ସ୍ମୃତିଚାରଣ ସଭା ଓ କବିତା ପାଠୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଯେଉଁ କବିତାର ସ୍ୱର ମାନବୀୟ ମୂଲ୍ୟବୋଧ ଉପରେ ପର୍ଯ୍ୟବେଶିତ ତାହା କାଳଜୟୀ ହୋଇଥାଏ । କବି କେବେ ମରେ ନାହଁ, ବରଂ ତା କବିତାର ପାଠକୀୟତା ତାକୁ ବଞ୍ଚାଇ ରଖେ ବୋଲି ଗୁଜୁରୀ ଭାଇଙ୍କ ସ୍ମୃତି ସଭାରେ ବକ୍ତାମାନେ ମତ ପ୍ରକାଶ କରିଥିଲେ । ଡେଲାଙ୍ଗ
Read More...

ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଜୀଙ୍କ ବିଶ୍ୱ ଆଦୃତ ଆନନ୍ଦ ଅନୁଭୂତି ଶିବିର ଆୟୋଜିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଏନଏସି ବନ୍ୟା ଆଶ୍ରୟ ସ୍ଥଳୀଠାରେ ସାରା ବିଶ୍ୱରେ ଆଦୃତ ସୁଦର୍ଶନ କ୍ରିୟା ଆନନ୍ଦ ଅନୁଭୂତି ଶିବିର ଗତ ୦୬ତାରିଖ ଠାରୁ ଆରମ୍ଭ ହୋଇ ୧୧ତାରିଖରେ ସମାପନ ହୋଇଯାଇଛି । ବୌଦ୍ଧରେ ୬ ଦିନିଆ କର୍ମଶାଳାରେ ୨୫ ଜଣ ଅଂଶଗ୍ରହଣ କରିଥିଲେ । ଆର୍ଟ ଅଫ ଲିଭିଂର ଶିକ୍ଷକ ଓ
Read More...

ବ୍ଲାକମେଲିଂ ମାମଲାରେ ୧,୭୧,୦୦୦ / – ଟଙ୍କା ଉଦ୍ଧାର କଲା ବଲାଙ୍ଗିର ଟାଉନ ପୋଲିସ ବୋଲି ଏସ୍‌ଡିପିଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇ ଜଣ ଭଡ଼ାଟିଆ ମହିଳା ଓ ପୁରୁଷଙ୍କ ଦ୍ୱାରା ସ୍ଥାନୀୟ ରେଲୱେ ଷ୍ଟେସନ୍‌ ନିକଟସ୍ଥ ସାଗର କଲୋନୀର ବାସିନ୍ଦା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶ୍ୟାମସୁନ୍ଦର ମିଶ୍ର ବ୍ଲାକମେଲିଂର ଶୀକାର ହୋଇଛନ୍ତି । ତେବେ ଏହି ମାମାଲାରେ ଟାଉନ ପୋଲିସ ଗତକାଲି ଦୁଇ ଜଣ
Read More...

ମନମୁଣ୍ଡା ପୋଲିସକୁ ବଡ ଧରଣର ସଫଳତା

ବୌଦ୍ଧ, (ମମତା ମହାକୁର) : ଜିଲ୍ଲାର ମନମୁଣ୍ଡା ଥାନା ମନମୁଣ୍ଡା ଏନ୍‌ଏଚ୍‌ ୫୭ ତେଳନଦୀ ପାର୍ଶ୍ବ ଗାନ୍ଧୀ ଛକ ଠାରେ ଆଜି ସକାଳ ୧୧ଘଣ୍ଟା ସମୟରେ ଗାଡି ମଟର ଯାଞ୍ଚ କରୁଥିବା ସମୟରେ ବୌଦ୍ଧ ପଟରୁ ଆସୁଥିବା ଏକ ଧଳା ରଙ୍ଗର ସୁଇପ୍ଟ ଡିଜାର କାର ପୋଲିସକୁ ଦେଖି ଚମ୍ପଟ ମାରୁଥିବା ବେଳେ ପୋଲିସ
Read More...