pakka

ବ୍ଲାକମେଲିଂ ମାମଲାରେ ୧,୭୧,୦୦୦ / – ଟଙ୍କା ଉଦ୍ଧାର କଲା ବଲାଙ୍ଗିର ଟାଉନ ପୋଲିସ ବୋଲି ଏସ୍‌ଡିପିଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇ ଜଣ ଭଡ଼ାଟିଆ ମହିଳା ଓ ପୁରୁଷଙ୍କ ଦ୍ୱାରା ସ୍ଥାନୀୟ ରେଲୱେ ଷ୍ଟେସନ୍‌ ନିକଟସ୍ଥ ସାଗର କଲୋନୀର ବାସିନ୍ଦା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶ୍ୟାମସୁନ୍ଦର ମିଶ୍ର ବ୍ଲାକମେଲିଂର ଶୀକାର ହୋଇଛନ୍ତି । ତେବେ ଏହି ମାମାଲାରେ ଟାଉନ ପୋଲିସ ଗତକାଲି ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିବା ବେଳେ ଆଜି ଏହି ମାମାଲାରେ ୧,୭୧,୦୦୦ / – ଟଙ୍କା ଉଦ୍ଧାର କରିଛି ବଲାଙ୍ଗିର ଟାଉନ ପୋଲିସ ବୋଲି ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

15 − ten =