om academy

ପାଣି ଘେରରେ ୩ ନଂ. ୱାର୍ଡର ତାଲପାଲିପଡାବାସୀ : ଘଟଣାସ୍ଥଳରେ ପହଂଚି ରିଲିଫ ବଣ୍ଟନ କଲେ ପୌରାଧ୍ୟକ୍ଷା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ବଲାଙ୍ଗିର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୩ର ତାଲପାଲି ପଡାରେ ରହୁଥିବା ଲୋକମାନେ ପାଣି ଘେରରେ ରହିଛନ୍ତି । ତେବେ ଖବର ପାଇ ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଂଚି ରିଲିଫ ବଣ୍ଟନ କରି ତୁରନ୍ତ ଦମକଲ ବାହିନୀକୁ ଖବର ଦେଇ ଘର ଭିତରକୁ ପଶିଥିବା ପାଣିକୁ ମଟର ସାହାଯ୍ୟ ବାହାର କରିଥିଲେ ।

Leave A Reply

Your email address will not be published.