ଆଜି ବଲାଙ୍ଗିର ସହରରେ ସର୍ବାଧିକ ବର୍ଷା ହୋଇଥିବା ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରାତିରୁ ବଲାଙ୍ଗିର ଜିଲ୍ଲାରେ ତଥା ସହରରେ ବର୍ଷା ଲାଗିରହିଥିବା ବେଳେ ଏପର୍ଯ୍ୟନ୍ତ ବଲାଙ୍ଗିର ସହରରେ ୪୫.୪ ମିଲିମିଟର, ପୁଇଁନ୍ତଲା ବ୍ଲକରେ ୨୬ ମିଲିମିଟର, ଗୁଡଭେଲା ବ୍ଲକରେ ୩୪.୨ ମିଲିମିଟର, ଡୁଡୁକା ବ୍ଲକରେ ୨ ମିଲିମିଟର, ଦେଓଗାଁ ବ୍ଲକରେ ୧୦ମିଲିମିଟର, ଲୋଇସିଂହା ବ୍ଲକରେ ୪ ମିଲିମିଟର, ପାଟଣାଗଡ ବ୍ଲକରେ ୯ ମିଲିମିଟର, ବେଲପଡା ବ୍ଲକରେ ୧୪ ମିଲିମିଟର, ଖପ୍ରାଖୋଲ ବ୍ଲକରେ ୧୨ ମିଲିମିଟର, ଟିଟିଲାଗଡ ବ୍ଲକରେ ୩ ମିଲିମିଟର, ତୁରେକେଲା ବ୍ଲକରେ ୬.୬ ମିଲିମିଟର, ବଙ୍ଗୋମୁଣ୍ଡା ବ୍ଲକରେ ୩ ମିଲିମିଟର, ମୁରିବାହାଲ ବ୍ଲକରେ ୫ ମିଲିମିଟର ଓ ସଇଁନ୍ତଲା ବ୍ଲକରେ ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ରୀନା କୁମାରୀ ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

4 + 8 =

error: Content is protected !!