ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜଙ୍କ ଦେହତ୍ୟାଗ

ନରସିଂହପୁର : ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜ ୯୯ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି । ଝାତେଶ୍ୱର ପରମହଂସୀ ଗଂଗା ଆଶ୍ରମରେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜଙ୍କ ସ୍ୱର୍ଗାରୋହଣ ହୋଇଛି । ଆସନ୍ତାକାଲି ଝାତେଶ୍ୱର ପରମହଂସୀ ଗଂଗା ଆଶ୍ରମରେ ତାଙ୍କ ଶେଷ ରୀତିନୀତି ହୋଇପାରେ । ସ୍ୱାମୀ ସ୍ୱରୂପାନନ୍ଦ ଦ୍ୱାରିକାପୀଠ ଏବଂ ଶାରଦାପୀଠର ଶଙ୍କରାଚାର୍ଯ୍ୟ ଥିଲେ ।

Leave A Reply

Your email address will not be published.

five × 5 =

error: Content is protected !!