Yearly Archives

2022

ହମିରପୁର ଉନ୍ନୟନ ପରିଷଦ ତରଫରୁ ଗାନ୍ଧୀ ଜୟନ୍ତୀ ଓ ଶାରଦୀୟ ଅଭିନନ୍ଦନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ଗାନ୍ଧୀ ଜୟନ୍ତୀ ଓ ଶାରଦୀୟ ଅଭିନନ୍ଦନ କାର୍ଯ୍ୟକ୍ରମ ହମିରପୁର ସ୍ଥିତ ସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ସଭାପତିତ୍ୱ ଓ ଆଇନଜୀବୀ ନିରଞ୍ଜନ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ନବମ ବେଶରେ ଆଜି ମା’ : ସିଦ୍ଧି ପ୍ରଦାୟିନୀ ‘ସିଦ୍ଧିଦାତ୍ରୀ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନବମ ବେଶରେ ମା’ ସିଦ୍ଧି ପ୍ରଦାୟିନୀ ‘ସିଦ୍ଧିଦାତ୍ରୀ’ ଦେବୀ ପୀଠ ମାନଙ୍କରେ ବିରାଜମାନ କରିଛନ୍ତି । ସହରର ସମଲେଇ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟ ସବୁ ଦେବୀ ମନ୍ଦିରରେ ମା’ ଆଜି ସିଦ୍ଧିଦାତ୍ରୀ ରୂପରେ ପୂଜା ଗ୍ରହଣ କରିବେ । ଏହି ବେଶର ପୌରାଣିକ
Read More...

ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ମା’ ରାମଚଣ୍ଡୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପ୍ରାକୃତିକ ସବୁଜିମା ପରିବେଶ, ଘଞ୍ଚ, ଜଙ୍ଗଲ, ବଣ-ପାହାଡ଼ ପର୍ବତଘେରା ଅଞ୍ଚଳରେ ଅନେକ ଶକ୍ତିପୀଠ କେଉଁ ଆବାହମାନ କାଳରୁ ପ୍ରତିଷ୍ଠିତ ହୋଇଅଛି । ପବିତ୍ର ଋଷିକୂଲ୍ୟାନଦୀ ଓ ତା'ର ଉପନଦୀମାନଙ୍କ ଅବବାହିକାରେ ଅନେକ ଦେବା ଦେବୀ
Read More...

ସାମାଜିକ କର୍ମୀ ସ୍ୱର୍ଗତା ପ୍ରିୟଙ୍କାଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଏସ୍‌ଜେ ରେଜେନ୍ସିଠାରେ ମାହେଶ୍ୱରୀ ଅନୁଷ୍ଠାନର ମହିଳା ଶାଖାର ସହ ସଂଯୋଜିକା ସ୍ୱର୍ଗତା ପ୍ରିୟଙ୍କା ପଟ୍ଟନାୟକଙ୍କ ବିୟୋଗରେ ଆଜି ସନ୍ଧ୍ୟାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପ୍ରିୟଙ୍କାଙ୍କ ବାପା ଅଜୟ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ସଭାରେ
Read More...

ଦୁଇ ବାଇକ୍‌ ଚୋରି ଅଭିଯୋଗ : ଗୋଟିଏ ବାଇକ ଉଦ୍ଧାର, ଜଣେ କୋର୍ଟ ଚାଲାଣ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ସଦର ମହକୁମାରେ ଶନିବାର ରାତିରେ ଦୁର୍ଗାପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଦୁଇଟି ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ମୁରିବାହାଲ ପୋଲିସ ତନାଘନା କରି ଗୋଟିଏ ବାଇକ୍‌କୁ ଉଦ୍ଧାର କରିଛି । ଏହି
Read More...

ଛାତ୍ର କଂଗ୍ରେସ ପକ୍ଷରୁ ବକୃତା ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧୀ ଜୟନ୍ତୀ ଅବସରରେ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ କଲେଜ ସ୍ଥରୀୟ ବକୃତା ପ୍ରତିଯୋଗିତା ସ୍ଥାନୀୟ ଆଇନ କଲେଜଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସମ୍ପାଦକ ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି,
Read More...

ତିଆରି ହେଲା ଚାଚେରବେଙ୍ଗ ଅଙ୍ଗନୱାଡି କେନ୍ଦ୍ର

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ନୁନହାଡ ପଞ୍ଚାୟତ ଚାଚେରବେଙ୍ଗ ଗାଁରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ୧୦୧୭ ମସିହାରେ ୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । କିନ୍ତୁ କାମ ଅଧାରେ ରହି ଯାଇଥିଲା । ପାଞ୍ଚ ବର୍ଷ ପରେ ପୁଣି ତାକୁ ନିର୍ମାଣ କରାଯାଇଛି । ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ
Read More...

ମିଶନ ଶକ୍ତି ପକ୍ଷରୁ ଛେଳି ଓ କୁକୁଡା ବଜାର : ୫ ଦିନରେ ୨୫ ଲକ୍ଷ ଟଙ୍କାର ବ୍ୟବସାୟ

ମୁରିବାହାଲ, (କେପିଏନ୍‌ଏସ୍‌) : ଦଶହରା ଉପଲକ୍ଷେ ମୁରିବାହାଲ ମିଶନ ଶକ୍ତି ପକ୍ଷରୁ କୁକୁଡା ଓ ଛେଳି ବଜାର ଆୟୋଜନ କରାଯାଇଛି । ୫ ଦିନ ଧରି ବ୍ଲକର ବିଭିନ୍ନ ପଞ୍ଚାୟତ ବଡସାଇମରା, ଇଚ୍ଛାପଡା, ଡଙ୍ଗରପଡା, ପତ୍ରାପାଲି(କ), ଚକଲି ପଞ୍ଚାୟତରେ ଆୟୋଜିତ ହୋଇଥିଲା । ୨୫ ଲକ୍ଷରୁ ଅଧିକ ଟଙ୍କାର
Read More...

ବଲାଙ୍ଗିରରେ ଭରତ ବିକାଶ ପରିଷଦର ପ୍ରାରମ୍ଭିକ ବୈଠକ : ଅସ୍ଥାୟୀ କମିଟି ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ବଲାଙ୍ଗିର ଆର୍ଯ୍ୟ ସାମାଜ ମନ୍ଦିରର ସଭାଗୃହରେ ଭରତ ବିକାଶ ସାମାଜର ଏକ ପ୍ରାରମ୍ଭିକ ବୈଠକ ଅଧିବକ୍ତା ମହେନ୍ଦ୍ର କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭରତ ବିକାଶ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଂଗଠନ
Read More...

ମସିଣା ଗାଁରେ ଭାଲୁ ଭୟ

ଲାଠୋର, (କେପିଏନ୍‌ଏସ୍‌) : ଲାଠୋର ରେଞ୍ଜ ଅନ୍ତର୍ଗତ ମସିଣା ଗାଁ ନିକଟରେ ଜଙ୍ଗଲୀ ଭାଲୁ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି । ସୂଚନା ଅନୁସାରେ କିଛିଦିନ ତଳେ ଗାଁ ଲୋକେ ନିକଟ ଜଙ୍ଗଳ ଅଞ୍ଚଳରେ ଏକ ବଡ ଭାଲୁ ବୁଲୁଥିବା ଦେଖିଥିଲେ । ସ୍ଥାନୀୟ ବନ କର୍ମଚାରୀଙ୍କୁ ଏ ସମ୍ବନ୍ଧରେ ସୂଚନା ଦିଆଯାଇଛି
Read More...