ଦୁଇ ବାଇକ୍‌ ଚୋରି ଅଭିଯୋଗ : ଗୋଟିଏ ବାଇକ ଉଦ୍ଧାର, ଜଣେ କୋର୍ଟ ଚାଲାଣ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ସଦର ମହକୁମାରେ ଶନିବାର ରାତିରେ ଦୁର୍ଗାପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଦୁଇଟି ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ମୁରିବାହାଲ ପୋଲିସ ତନାଘନା କରି ଗୋଟିଏ ବାଇକ୍‌କୁ ଉଦ୍ଧାର କରିଛି । ଏହି ମାମଲାରେ ଗଂରେଇ ଛକରୁ ଟିଟିଲାଗଡ ସର୍ଗିଗୁଡାର ପ୍ରତାପ ସାହୁ(୧୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି କମଳଲୋଚନ ବେହେରା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

20 − 7 =