om academy

ତିଆରି ହେଲା ଚାଚେରବେଙ୍ଗ ଅଙ୍ଗନୱାଡି କେନ୍ଦ୍ର

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ନୁନହାଡ ପଞ୍ଚାୟତ ଚାଚେରବେଙ୍ଗ ଗାଁରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ୧୦୧୭ ମସିହାରେ ୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । କିନ୍ତୁ କାମ ଅଧାରେ ରହି ଯାଇଥିଲା । ପାଞ୍ଚ ବର୍ଷ ପରେ ପୁଣି ତାକୁ ନିର୍ମାଣ କରାଯାଇଛି । ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର ଓ ନୁନହାଡ ସରପଞ୍ଚ ବିଳାସିନୀ ମେହେରଙ୍କ ଉଦ୍ୟମରେ ଏହା ହୋଇପାରିଛି ବୋଲି ଗ୍ରାମବାସୀ ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

one × 1 =