Browsing Tag

belpada news

ଧର୍ମପରାୟଣ ବୃଦ୍ଧା ରେବତୀ ପାଢ଼ୀଙ୍କ ମହାପ୍ରୟାଣ

ବେଲପଡ଼ା, (କେପିଏନ୍‌ଏସ୍‌) : ଜଣେ ଧର୍ମପରାୟଣ, ସରଳ ଓ ଶାନ୍ତ ସ୍ୱଭାବର ମହିଳା ରେବତୀ ପାଢ଼ୀଙ୍କର ୯୧ ବର୍ଷ ବୟସରେ ଗତ ୦୭ ସେପ୍ଟେମ୍ବର ୨୦୨୬ ତାରିଖରେ ପରଲୋକଗମନ ଘଟିଛି । ସେ ତାଙ୍କ ମଧ୍ୟମ ପୁତ୍ର ପଦ୍ମନାଭ ପାଢ଼ୀଙ୍କ ବେଲପଡ଼ାସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ…
Read More...

ବନ୍ୟାଜଳରେ ଚାଷଜମିର ବ୍ୟାପକ କ୍ଷତି : ପରିସ୍ଥିତିର ତଦାରଖ କଲେ ଆର୍‌ଆଇ, ଭିଏଲଡବ୍ଲ୍ୟୁ ଓ ସରପଞ୍ଚ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଲଗାଣ ବର୍ଷା ଓ ବନ୍ୟାଜଳ ପ୍ରଭାବରେ ଧୁମାଭଟା ଗ୍ରାମପଞ୍ଚାୟତ ଅଞ୍ଚଳରେ ବ୍ୟାପକ ଫସଲ କ୍ଷତି ଘଟିଛି । କ୍ଷତିଗ୍ରସ୍ତ ଚାଷଜମିର ପରିସ୍ଥିତି ଅନୁଧ୍ୟାନ ପାଇଁ ଆର୍‌ଆଇ ନିଷାନ ସୁରେନ, ଭିଏଲ୍‌ଡବ୍ଲ୍ୟୁ ବାବୁଲାଲ ସାହୁ ଏବଂ ସରପଞ୍ଚ ବନମାଳୀ ନାଏକ ବିଭିନ୍ନ ଗାଁ…
Read More...

ବେଲପଡ଼ା ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ବିଜୁ ଜନତା ଦଳ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବେଲପଡ଼ାରେ ଟାଟା ପାୱାର ବିରୋଧରେ ଗର୍ଜିଲା ବିଜେଡି । ବିଦ୍ୟୁତ ବିଲ୍ ଆଦାୟରେ ମନମୁଖୀ ନୀତି ଓ ସରକାରଙ୍କ ପ୍ରତିଶ୍ରୁତି ପାଳନରେ ବିଫଳତାକୁ ନେଇ ଆଜି ବେଲପଡ଼ା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜୁ ଜନତା ଦଳର…
Read More...

ଭାରସାମ୍ୟ ହରାଇ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତିଲେ ଚାଳକ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଆଜି ସମୟ ପାଖାପାଖି ରାତି ୮ଟାରେ କଣ୍ଟାବାଞ୍ଜି ବିକାଶ ସ୍କୁଲର ବସ୍‌ କୁମ୍ଭାରଖୁନକୁ ଆସୁଥିବା ସମୟରେ ବାଗଦୋର ଗ୍ରାମ ପଞ୍ଚାୟତର ଥୁଡିବାହାଲ ଓ ବନମାଲ ମଝି ଏକ କ୍ରସିଂ ସ୍ଥାନରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତା ସହ ସ୍କୁଲ…
Read More...

ବିଜେପି ଛାଡି କଂଗ୍ରେସରେ ଯୋଗଦାନ କଲେ ଯୁବଗୋଷ୍ଠୀ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ପାଟଣାଗଡ ନିର୍ବାଚନ ମଣ୍ଡଳୀ ବେଲପଡା ବ୍ଲକ ସଦର ମହକୁମା ସହ ଆଖପାଖ ଚାରୋଟି ପଂଚାୟତର ୨୦ଜଣ ବିଜେପି କର୍ମୀ କଂଗ୍ରେସରେ ଯୋଗଦାନ କରିଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ଅନୀଲ ମେହେରଙ୍କ ଉପସ୍ଥିତିରେ ପାଟଣାଗଡ ଆବାସିକ କାର୍ଯ୍ୟାଳୟ ଠାରେ ବେଲପଡାର ଯୁବନେତା…
Read More...

ପାଟଣାଗଡ଼ ପ୍ରେସ କ୍ଲବ ଦ୍ଵାରା ବାର୍ଷିକ ଉତ୍ସବ ପାଳନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ପ୍ରେସ କ୍ଲବର ବାର୍ଷିକ ସାଧାରଣ ପରିଷଦ ସଭା ପାଟଣାଗଡ ସ୍ଥିତ ରାମପୁର ରାଧାମାଧବ ସ୍ୱାମୀ ଫାର୍ମ ହାଉସ ଠାରେ ସଭାପତି ଅଜିତ ପୁରୋହିତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭାପତି ଭାବରେ ଅଜିତ କୁମାର ପୁରୋହିତ…
Read More...

ଅବ୍ୟବସ୍ଥା ଘେରରେ ପର୍ଲିମାଲ କାନାରା ବ୍ୟାଙ୍କ, କର୍ମଚାରୀଙ୍କ ମୁହଁ ବନ୍ଦ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଏବେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ନିଜ ଉପାର୍ଜିତ ଟଙ୍କା ବ୍ୟାଙ୍କରେ ଜମା ଦେଇଥାନ୍ତି । ତା ସହ ଅନେକ ସମୟରେ ନିଜ ସୁନାକୁ ମଧ୍ୟ ବନ୍ଧକ ରଖି ବ୍ୟାଙ୍କରୁ ଟଙ୍କା ଆଣିଥାନ୍ତି । ଆମେ କହୁଛୁ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ନିକଟରେ ଥିବା…
Read More...

ସ୍ତ୍ରୀକୁ ପେଟ୍ରୋଲ ଢାଳି ମାରିଦେଲା ମଦୁଆ ସ୍ୱାମୀ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିଦେଲା ମଦୁଆ ସ୍ୱାମୀ । ଶେଷରେ ସ୍ୱାମୀର ନୃଶଂସ ଅତ୍ୟାଚାରରେ ପ୍ରାଣ ହରାଇଲେ ନିରୀହ ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା…
Read More...

ଅନ୍ଧାରରେ କନ୍ଧେନଝୁଲା ଗ୍ରାମବାସୀ : ଷ୍ଟ୍ରିଟ ଲାଇଟ ମରାମତି ପାଇଁ ଦାବି

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଗାଁ ମାନଙ୍କରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଷ୍ଟ୍ରିଟ ଲାଇଟ ଗୁଡିକ ଲଗାଇଛନ୍ତି । କିନ୍ତୁ ଲାଇଟ ଲଗାଇବାର କିଛି ଦିନ ପରେ ଲାଇଟ ଗୁଡିକ ଖରାପ ହୋଇଯାଉଛି । କାରଣ ସବୁ ଲାଇଟ ଗୁଡିକ ନିମ୍ନମାନର ବୋଲି…
Read More...

ବାଘମୁଣ୍ଡ ଗାଁରେ ଧୁମଧାମରେ ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଭା ଓ ଗୁରୁ ପ୍ରତିଭା ମହୋତ୍ସବ ପାଳିତ

ବେଲ୍‌ପଡ଼ା, (ଭୋଜରାଜ ଦଣ୍ଡସେନା) : ଶିଶୁ ମାନଙ୍କ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ଭିନ୍ନ ଏକ ପ୍ରୟାସ ଜାରି ରହିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିଶୁ ମାନଙ୍କୁ ଓ ଅନେକ କଳାକାରମାନଙ୍କୁ ନେଇ ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ଗାଁ ଠାରେ କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି । ଉକ୍ତ…
Read More...