ମିଶନ ଶକ୍ତି ପକ୍ଷରୁ ଛେଳି ଓ କୁକୁଡା ବଜାର : ୫ ଦିନରେ ୨୫ ଲକ୍ଷ ଟଙ୍କାର ବ୍ୟବସାୟ

ମୁରିବାହାଲ, (କେପିଏନ୍‌ଏସ୍‌) : ଦଶହରା ଉପଲକ୍ଷେ ମୁରିବାହାଲ ମିଶନ ଶକ୍ତି ପକ୍ଷରୁ କୁକୁଡା ଓ ଛେଳି ବଜାର ଆୟୋଜନ କରାଯାଇଛି । ୫ ଦିନ ଧରି ବ୍ଲକର ବିଭିନ୍ନ ପଞ୍ଚାୟତ ବଡସାଇମରା, ଇଚ୍ଛାପଡା, ଡଙ୍ଗରପଡା, ପତ୍ରାପାଲି(କ), ଚକଲି ପଞ୍ଚାୟତରେ ଆୟୋଜିତ ହୋଇଥିଲା । ୨୫ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ନୂଆଁଖାଇରେ ମଧ୍ୟ ଏଭଳି କୁକୁଡା ଓ ଛେଳି ବଜାର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.

six − 3 =