Yearly Archives

2022

ବିଶିଷ୍ଟ କଥାକାର ଆଦିତେଶ୍ବର ମିଶ୍ରଙ୍କୁ ମିଳିବ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ଅନୁଷ୍ଠାନ 'ରଚନା' ଦ୍ୱାରା ଆସନ୍ତା ୮ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନରେ "କଥାକାର ମନୋଜ କୁମାର ପଣ୍ଡା ସ୍ମାରକୀ ବକ୍ତୃତା" ଅନୁଷ୍ଠିତ ହେବ । ଏଥିରେ ଅତିଥି ବକ୍ତା ଭାବରେ ସୁନାମଧନ୍ୟ
Read More...

ଅଲାତରା ଗ୍ରାମ ପଞ୍ଚାୟତଠାରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତଠାରେ ସରପଞ୍ଚ ସସ୍ମିତା ନାଗଙ୍କ ନେତୃତ୍ୱରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚଞ୍ଚଳ ହରିଜନ, ନାଏବ ସରପଞ୍ଚ ନରେଶ
Read More...

ମଦନପୁରଠାରେ ମା’ ପାଟଖଣ୍ଡାଙ୍କ ଛତର ଯାତ୍ରା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଗଡତଳ ପୀଠଠାରେ ମା ପାଟଖଣ୍ଡାଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମଦନପୁର ରାମପୁର ରାଜ ପରିବାରର ବୁଧେନ୍ଦ୍ର ସିଙ୍ଗଦେଓ, ଭୁବନ ସିଙ୍ଗଦେଓ, ମହେନ୍ଦ୍ରାଦିତ୍ୟ ସିଙ୍ଗଦେଓ, ନୀଳମାଧବ ସିଙ୍ଗଦେଓ ତଥା ପରିବାରର
Read More...

ନିଷାନ୍‌ର ସଭାପତି ରମେଶ ପ୍ରଧାନଙ୍କ ପରଲୋକ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ, ତୁଷୁରାର ସଭାପତି, ଗୁଡଭେଲା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ବାଦ ସାହିତ୍ୟ ଘରର ବରିଷ୍ଠ କବି ରମେଶ ପ୍ରଧାନ ଗତକାଲି ଅପରାହ୍ନ ୩ ଘ. ୨୦ମି ସମୟରେ ନିଜ ଡୁଙ୍ଗୁରିପାଲି ବାସ ଭବନରେ ଇହଲୀଳା ସମ୍ବରଣ କରିଛନ୍ତି । ସେ ଏକାଧାରରେ ଜଣେ
Read More...

ପ୍ରଦୀପ ପଣ୍ଡା ପାଇବେ ସଂସ୍କୃତି ମିତ୍ର ସମ୍ମାନ

ସମ୍ବଲପୁର, (କେପିଏନ୍‌ଏସ୍‌) : ଓଡିଶାର ଅଗ୍ରଣୀ ନାଟ୍ୟ ସଂସ୍ଥା ‘ପଞ୍ଚମ ବେଦ’ର ଏକ ବିଂଶତମ ବାର୍ଷିକୋତ୍ସବ ଚଳିତ ଅକ୍ଟୋଟବର ୧୪ ତାରିଖରେ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଆୟୋଜନ କରିବାକୁ ଯାଉଛି । ଏହି ଅବସରରେ ଓଡିଶାର କଳା ସଂସ୍କୃତିି ନାଟକ ସହିତ ଚାରି ଦଶନ୍ଧିରୁ
Read More...

ଓଡିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଛି । ମଂଚର ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ତଥା ଶିକ୍ଷାବିତ ପ୍ରଶାନ୍ତ
Read More...

ଗାନ୍ଧୀଙ୍କ ଶାନ୍ତିବାର୍ତ୍ତା ଯୁଗ ଯୁଗ ଧରି ବିଶ୍ୱକୁ ପ୍ରେରଣା ଯୋଗାଇବ : ଗାନ୍ଧୀ ସ୍ମୃତି କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀଭବନ ସମ୍ମୁଖସ୍ଥ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଗାନ୍ଧୀ ବିଚାର ଓ ବାର୍ତ୍ତା ଯୁଗ ଯୁଗ ଧରି ସମଗ୍ର ବିଶ୍ୱକୁ ଶାନ୍ତି ସହ ସହଭାବନା ସ୍ଥାପନ ପାଇଁ ପ୍ରେରଣା ଯୋଗାଇବ ଓ ପ୍ରଭାବିତ କରିବ ବୋଲି ଗାନ୍ଧୀ ସ୍ମୃତି
Read More...

ପାର୍ବତୀଗିରି ବାଳ ନିକେତନ ପଥରଚେପାଠାରେ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସାରଣୀ ଅନୁଯାୟୀ ପାର୍ବତୀଗିରି ବାଳ ନିକେତନ, ପଥରଚେପାଠାରେ ଅନ୍ତେବାସୀଙ୍କ ଦ୍ଵାରା ଗତ ତା୧୫/୦୮/୨୦୨୨ରୁ ୦୨/୧୦/୨୦୨୨ ପର୍ଯ୍ୟନ୍ତ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବିଭିନ୍ନ
Read More...

ସମାଜସେବୀ ଶଶିଭୂଷଣ ଦାଶ ପୁନର୍ବାର ଯୁବ ବିଜେଡ଼ି ସଭାପତି ଭାବେ ମନୋନୀତ

କଟକ : କଟକ ଜିଲ୍ଲା ବାରଙ୍ଗ ବ୍ଲକ ଯୁବ ବିଜେଡ଼ି ସଭାପତି ଭାବେ ଯୁବ ସମାଜସେବୀ, ଦକ୍ଷ ସଂଗଠକ ଶଶିଭୂଷଣ ଦାଶ ପୁନର୍ବାର ମନୋନୀତ ହୋଇଛନ୍ତି । ତାଙ୍କ ଉପରେ ଦଳର ନେତୃମଣ୍ଡଳୀ ପୁନଃ ଅସ୍ଥା ଓ ବିଶ୍ୱାସ ପ୍ରକଟ କରି ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ସମେତ ନିଆଳି
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ଦ୍ୱାରା ସରକାରୀ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୨.୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ଦ୍ୱାରା ସରକାରୀ କାର୍ୟ୍ୟାଳୟରେ ଏକ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୨.୦ ଆୟୋଜିତ ହୋଇଯାଇଛି । ଆଜି ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ଶାନ୍ତିପଡା ସରକାରୀ ପ୍ରକଳ୍ପ ଉଚ୍ଚ
Read More...