ଦୁର୍ଗାପୂଜାରେ ଶୋଭା ପାଇଲା ଯୁବ ବାଲୁକା ଶିଳ୍ପୀଙ୍କ ଦେବୀ ପ୍ରତିମା
ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ଠାରେ ଦୁର୍ଗାପୂଜା ଅବସରରେ ଅତାବିରା ଗ୍ରାମର ଯୁବ ବାଲୁକା ଶିଳ୍ପୀ କିରଣ ପ୍ରଧାନଙ୍କ ପ୍ରଥମ ବାଲୁକା କଳା ପ୍ରଦର୍ଶନ ହୋଇଯାଇଛି । ଦେବୀ ଦୁର୍ଗାଙ୍କ ମୁଖକୁ ଖୁବ୍ ସୁନ୍ଦର ଭାବରେ ବାଲିରେ ତିଆରି କରି ସେ ଉପସ୍ଥିତ ଦର୍ଶକଙ୍କ ଖୁବ୍ ପ୍ରଶଂସା!-->…
Read More...
Read More...