Yearly Archives

2022

ରାଜେନ୍ଦ୍ର ୟୁନିର୍ଭସିଟି ଛକରୁ ବୁଲେଟ ଚୋରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ରାଜେନ୍ଦ୍ର ୟୁନିର୍ଭସିଟି ଛକର ଏକ ବୁଲେଟ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଲୋଇସିଂହା ଅଂଚଳର ବ୍ୟବସାୟୀ ଜଗତପତି ଜାନୀ ଅଭିଯୋଗ କରିଛନ୍ତି । ତେବେ ତାଙ୍କ ଅଭିଯୋଗ ଭତ୍ତି କରି ବଲାଙ୍ଗିର ଟାଉନ ଥାନା ପୋଲିସ ଏକ ମାମାଲା
Read More...

ଲେମ୍ବୁପାଲିରେ ହାତୀ ଆତଙ୍କ

ସୁବର୍ଣ୍ଣପୁର : ଲେମ୍ବୁପାଲି ଗାଁରେ ଖେଳିଯାଇଛି ହାତୀ ଆତଙ୍କ । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଲେମ୍ବୁପାଲି ଅଞ୍ଚଳରେ ଦେଖିବାକୁ ମିଳିଛି ୧୩ ଟିକିଆ ହାତୀପଲ । ବଲାଙ୍ଗିର ଜିଲ୍ଲା ଆଠଗାଁ ରେଞ୍ଜରୁ ଏହି ହାତୀପଲ ଆସିଥିବା ସୂଚନା ମିଳିଛି । କୁମ୍ଭାରମୁଣ୍ଡା ଫରେଷ୍ଟର ଦୀନେଶ କୁମାର
Read More...

ପୁଇଁତଲା ଥାନା ଅଂଚଳର ନାବାଳିକା ଦୁଷ୍କର୍ମ ମାମାଲା : ଦୀର୍ଘ ଚାରି ମାସ ପରେ ମୁଖ୍ୟ ଅଭିଯୁକ୍ତ ହେଲା ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅଂଚଳର ନାବାଳିକା ଦୁଷ୍କର୍ମ ମାମାଲାରେ ଆଜି ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ, ଗତ ଜୁନ୍‌ ମାସରେ ପୁଇଁତଲା ଥାନା ଅଂଚଳରେ ଜଣେ ନାବାଳିକା ବଳତ୍କାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା
Read More...

ଜିଲ୍ଲା ତାଇକଣ୍ଡୋ ସଂଘ ତରଫରୁ ପ୍ରଥମ ତାଇକଣ୍ଡୋ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରିଜର୍ଭ ପୋଲିସ ଇଣ୍ଡୋର ହଲ୍‌ରେ ବଲାଙ୍ଗିର ଜିଲ୍ଲା ତାଇକଣ୍ଡୋ ସଂଘ ତରଫରୁ ପ୍ରଥମ ଜିଲ୍ଲାସ୍ତରୀୟ ପୁମସେଇ ଓ ଖିରୋଗୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ସମ୍ବାଦ ଏଜିଏମ୍‌ ଅରିବିନ୍ଦ ଦାସ ଅତିଥି ରୂପେ ଯୋଗ ଦେଇ ଫିତା କାଟି
Read More...

ବିଦ୍ୟୁତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସହାନୁଭୂତିରେ ପୂରଣ କରାଯିବ : ସିଇଓ ଅରବିନ୍ଦ ସିଂ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଦ୍ୟୁତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସହାନୁଭୂତି ସହ ପୂରଣ କରାଯିବ ବୋଲି ଟିପିଏସଓଡିଏଲ ମୁଖ୍ୟ (ସିଇଓ) ଅରବିନ୍ଦ ସିଂ ପ୍ରକାଶ କରିଛନ୍ତି । ଓଏସଇବି ଶ୍ରମିକ ମହାସଂଘର ରାଜ୍ୟ ସଭାପତି ରମେଶ ଚନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ଏକ
Read More...

ପାଂଚଗଛିଆ ଛକ ଠାରେ ବାଇକ ଦୁର୍ଘଟଣା : ୨ ମୃତ, ୧ ଗୁରୁତର

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ସହରରର ଅଏଁଠାପାଲି ଥାନା ଅନ୍ତର୍ଗତ ପାଂଚଗଛିଆ ଛକ ଠାରେ ବାଇକ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣଙ୍କୁ ପୋଲିସ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।
Read More...

ମାଳିପଡା ଅଂଚଳରେ ଛୁରା ମାଡ କରି ଜଣେ ଯୁବକଙ୍କ ଠାରୁ ଟଙ୍କା ଲୁଟ୍‌ ଅଭିଯୋଗ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ମାଳିପଡା ଅଂଚଳରେ ଛୁରା ମାଡ କରି ଜଣେ ଯୁବକଙ୍କ ଠାରୁ ଟଙ୍କା ଲୁଟ୍‌ ହୋଇଥିବା ଖବର ମିଳିଛି । ଲୁଟ୍‌ର ଶିକାର ହୋଇଥିବା ଯୁବକ ଜଣକ ହେଲେ ମୋତିଜିରା ଅଂଚଳର ଏମ୍‌ଡି ମୟୁଉଦ୍ଦିନ ଖାତ ବୋଲି ଜଣାପଡିଛି । ମିଳିଥିବା ସୂଚନା
Read More...

ଫୁଲବାଣୀରେ ଶାରଦୀୟ କବିତା ଆସର

କନ୍ଧମାଳ, (ସୁରେନ୍ଦ୍ର ପାଣିଗ୍ରାହୀ) : ସମ୍ବାଦ ସାହିତ୍ୟ ଘର ଶାରଦୀୟ କବିତା ଆସର କାର୍ଯ୍ୟକ୍ରମ ଫୁଲବାଣୀ ଲେଖକ ସାମୁଖ୍ୟ ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ
Read More...

ଧାରୋଲ ଗ୍ରାମରେ କରମସାନୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ଅନ୍ତର୍ଗତ ଧାରୋଲ (ନୁନିଆଁମୁଣ୍ଡା) ଗ୍ରାମରେ କରମସାନୀ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ଏହି ପୂଜାରେ କରମା ଗଛର ଡାଳକୁ ଅଣାଯାଇ ଗ୍ରାମର ମଝିରେ ସ୍ଥାପନ କରି ପୂଜା କରିଛନ୍ତି । କରମସାନୀ ଭଗବାନ ନିଜର ବରୁଆ
Read More...

ଭୋଇପାଲି ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତକୁ ଧରିବା ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହେଲା ସ୍ୱତନ୍ତ୍ର ଟିମ୍‌

ସମ୍ବଲପୁର, (କେପିଏନ୍‌ଏସ୍‌) : ଦିନକୁ ଦିନ ସମ୍ବଲପୁରରେ ଅପରାଧ ବଢି ବଢି ଚାଲିଥିବା ବେଳେ ସମ୍ବଲପୁର ସଦରଥାନା ଅନ୍ତର୍ଗତ ଭୋଇପାଲିରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢାଉ
Read More...