jsm

ଭୋଇପାଲି ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତକୁ ଧରିବା ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହେଲା ସ୍ୱତନ୍ତ୍ର ଟିମ୍‌

csstore

ସମ୍ବଲପୁର, (କେପିଏନ୍‌ଏସ୍‌) : ଦିନକୁ ଦିନ ସମ୍ବଲପୁରରେ ଅପରାଧ ବଢି ବଢି ଚାଲିଥିବା ବେଳେ ସମ୍ବଲପୁର ସଦରଥାନା ଅନ୍ତର୍ଗତ ଭୋଇପାଲିରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.