Yearly Archives

2022

ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ : ଯୋଗଦେଲେ ବିଧାୟକ ସରୋଜ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଏନ୍‌ଏସି ଅନ୍ତର୍ଗତ ୱାର୍ଡ଼ ନମ୍ବର ୧ ସ୍ଥିତ ଗଡଭିତରପଡା ଠାରେ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ ବିଧାୟକ ସରୋଜ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଏନ୍‌ଏସି ଅଧ୍ୟକ୍ଷା,
Read More...

ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ମଦ୍ୟପାନ କରିଥିବା ୧୧ ଜଣ ବ୍ୟକ୍ତିଙ୍କୁ ଟାଉନ ଥାନାରେ ଅଟକ ରଖିଲା ବଲାଙ୍ଗିର ଟାଉନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଅପରାଧ ଘଟୁଛି । ତେବେ ଏହି ଅପରାଧ ଘଟିବାର ମୁଖ୍ୟ କାରଣ ହେଉଛି ମଦ୍ୟପାନ । ଯୁବପିଢି ଠୁ ଆରମ୍ଭ କରି ସମସ୍ତେ ମଦ୍ୟପାନ କରିବାରେ ଲିପ୍ତ ରହୁଛନ୍ତି । ତେବେ ଏଥିପ୍ରତି ବଲାଙ୍ଗିର ଟାଉନ ପୋଲିସ ଧ୍ୟାନ ଦେଇ
Read More...

ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟିଲାଗଡ ବ୍ଲକ ଭାଲେ ଗାଁ ଠାରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ମୃତ ବ୍ୟକ୍ତି ଜଣକ ଭାଲେ ଗାଁର ବେଣୁ ରଣା(୬୦) ହୋଇଥିବା ବେଳେ ଗୁରୁତର ଅନ୍ୟ ୨ ଜଣ ବ୍ୟକ୍ତିମାନେ
Read More...

ଲୁହୁରାପାଲିଠାରେ ବାଇକ ଦୁର୍ଘଟଣା : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୁହୁରାପାଲି ଠାରେ ବାଇକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଭାବେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ଲୋଇସିଂହା ବ୍ଲକ ଝରଣୀପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ
Read More...

କୁକୁରାହାଡଠାରେ ଜମି ବିବାଦକୁ ନେଇ ଗଣ୍ଡଗୋଳ : ମଝିଆ ଭାଇର ଆକ୍ରମଣରେ ବଡ ଭାଇ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ଅନ୍ତର୍ଗତ କୁକୁରାହାଡଠାରେ ଜମି ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ଏଥିରେ ମଝିଆ ଭାଇର ଆକ୍ରମଣରେ ବଡ ଭାଇ ଗୁରୁତର ଭାବେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ
Read More...

ଡିପିଆଇଆଇଟି ପକ୍ଷରୁ ଷ୍ଟାର୍ଟଅପ୍ ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା ବିଜ୍ଞପ୍ତି ପ୍ରକାଶ ପାଇଲା

ଏହି ଯୋଜନା ଫଳରେ ଷ୍ଟାର୍ଟଅପ୍ ଗୁଡିକୁ ଋଣ ଦେଉଥିବା ସଂସ୍ଥାଙ୍କ ଆର୍ଥିକ କ୍ଷତି ଆଶଙ୍କା ଦୂର ହେବ ଏବଂ ବିନା ଜମା ବା ବନ୍ଧକରେ ଷ୍ଟାର୍ଟଅପ୍ ସମୂହ ବିତ୍ତୀୟ ଅନୁଷ୍ଠାନରୁ ଋଣ ପାଇପାରିବେ ନୂଆଦିଲ୍ଲୀ, (ପିଆଇବି) : ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଉଦ୍ୟୋଗ ପ୍ରୋତ୍ସାହନ ଓ
Read More...

ଜାତୀୟ ସ୍ୱାସ୍ଥ୍ୟ ଆକାଉଣ୍ଟସ୍ରେ ତ୍ରୁଟି, ବିଶେଷ କରି ଆଉଟ୍ ଅଫ୍ ପକେଟ ବ୍ୟୟରେ ହ୍ରାସ ସଂକ୍ରାନ୍ତ ଖବର ତ୍ରୁଟିପୂର୍ଣ୍ଣ…

• ଆଉଟ୍ ଅଫ୍ ପକେଟ୍ ସ୍ୱାସ୍ଥ୍ୟ ବ୍ୟୟରେ ହ୍ରାସ ଏନଏଚଏ ୨୦୧୮-୧୯ର ଦୃଢ଼ ତଥ୍ୟ ଉପରେ ଆଧାରିତ ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ସ୍ୱାସ୍ଥ୍ୟ ଆକାଉଣ୍ଟସ୍ରେ ତ୍ରୁଟି, ବିଶେଷ କରି ଆଉଟ ଅଫ ପକେଟ୍ ବ୍ୟୟରେ ହ୍ରାସ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶିତ ଖବର ତ୍ରୁଟିପୂର୍ଣ୍ଣ ଏବଂ ଭ୍ରମାତ୍ମକ ।
Read More...

ଓଏଏସ୍ ପାଇଲେ ମ.ରାମପୁରର ଅନୁପମ ଆଚାର୍ଯ୍ୟ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପାଇକପଡ଼ାର ଅନୁପମ ଆଚାର୍ଯ୍ୟ ଓଏଏସ୍ ପାଇ ମ.ରାମପୁର ପାଇଁ ଆଣି ଦେଇଛନ୍ତି ଗୌରବ । ସେ ଏହାର ଶ୍ରେୟ ନିଜ ବାପା, ମାଆ, ବଡ ବାପା ଅଧ୍ୟାପକ ଶୈଳେନ୍ଦ୍ର ଆଚାର୍ଯ୍ୟ, ବଡ ମାଆ ଓ ଗୁରୁଜନଙ୍କୁ ଦେଇଛନ୍ତି । ପାଇକପଡ଼ାର ବାପା
Read More...

ଉପାନ୍ତ ଅଞ୍ଚଳ ବଡ଼ବାଙ୍କିରେ ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁରେକେଲା, (କୈଲାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡବାଙ୍କିରେ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ୩୯ତମ ମା' ଦୁର୍ଗାଙ୍କ ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପ୍ରତିଦିନ କମିଟି ତରଫରୁ ରଣାପଡାରୁ ଆସିଥିବା ଘୁମୁରା ପରିବେଷଣ
Read More...

ବଜ୍ରାଘାତରେ ଦୁଇ ବଳଦ ମୃତ : ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ନାଗଡେରା ଗାଁହର ଶୁକ୍ରବାର ଦିନ ବଜ୍ରାଘାତ ହେବାରୁ ଦୁଇ ବଳଦଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ, ନାଗଡେରା ଗାଁର ସଦା ନାଗ ଓ ଫଗୁ ନାଗ ନିଜ ଚାଷ ଜମି ନିକଟରେ ଥିବା ଗଛମୂଳେ
Read More...