Yearly Archives

2022

ଓଡ଼ିଶା ପ୍ରଶାସନିକ ସେବାରେ ୧୧୩ ନମ୍ବର ରଖି କୃତକାର୍ଯ୍ୟ ହେଲେ ଦଳପାଲି ଝିଅ ନୀତୁଶ୍ରୀ

ପାଟଣାଗଡ, (ଗୋରେଖନାଥ ବରିହା) : ଓଡ଼ିଶା ପ୍ରଶାସନିକ ସେବା ୨୦୨୦(ଓଏଏସ) ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ସର୍ବମୋଟ ୩୯୨ ଜଣ ପରୀକ୍ଷାର୍ଥି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେଥି ମଧ୍ୟରୁ ୧୪୮ ଜଣ ଓଡ଼ିଆ ଅଛନ୍ତି । ସେଥି ମଧ୍ୟରୁ ପାଟଣାଗଡ଼ ବ୍ଲକ ଖୁଣ୍ଟସମଲେଇ ପଞ୍ଚାୟତ ଦଳପାଲି ଗାଁର
Read More...

ବଲାଙ୍ଗିର-ପାଟଣାଗଡ ରାସ୍ତାରେ କଇଁଛକୁ ଉଦ୍ଧାର କଲେ ହରିଶଙ୍କର ରେଞ୍ଜ କର୍ମଚାରୀମାନେ ବୋଲି ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ପାଟଣାଗଡ ରାସ୍ତାରେ ଏକ କଇଁଛକୁ ଉଦ୍ଧାର କଲେ ହରିଶଙ୍କର ରେଞ୍ଜ କର୍ମଚାରୀମାନେ ବୋଲି ଡିଏଫ୍‌ଓ ନିତିଶ କୁମାର ଏନେଇ ସୂଚନା ଦେଇଛନ୍ତି । ଡିଏଫ୍‌ଓଙ୍କ ସୂଚନା ଅନୁସାରେ, ବଲାଙ୍ଗିର-ପାଟଣାଗଡ ରାସ୍ତାରେ କଇଁଛକୁ ଦେଖିଲା ପରେ ଜଣେ ବାଟୋଇ ସଙ୍ଗେ
Read More...

ଭବାନୀପାଟଣାଠାରେ ପ୍ରଥମ ଜିଲ୍ଲାସ୍ତରୀୟ ଦିଶା କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଧର୍ମଗଡ ବିଧାୟକ ମୌଶଧି ବାଗ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ପରିଷଦ
Read More...

ମହାଶକ୍ତି ଫାଉଣ୍ଡେସନ ତରଫରୁ ଦାନ ଉତ୍ସବ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଟୋଗଣ୍ଡା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ସହାୟତାରେ ଓ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନଙ୍କ ଆର୍ଥିକ ଅନୁଦାନରେ ଆଜି ଶୁକ୍ରବାର ଦିନ ଦାନ ଉତ୍ସବ ଅନୁଷ୍ଠିତ
Read More...

ପଦ୍ମପୁର ବିଧାୟକ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ସକାଶେ ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟ ଗିରିବାସୀ ବିଂଝାଲ ସମାଜ ଝାରବନ୍ଧ ଆନୁକୂଲ୍ୟରେ ଭୂତପୂର୍ବ ଲାଟ ସଭାପତି, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର
Read More...

କୁମାର ଉତ୍ସବ ଆସନ୍ତା ୯ ତାରିଖରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଭଞ୍ଜ ସାଂସ୍କୃତିକ ନ୍ୟାସ ଓ ଆଦର୍ଶ ପାଠାଗାରର ମିଳିତ ଆନୁକୂଲ୍ୟରେ କୁମାର ଉତ୍ସବ ୨୦୨୨ ଚଳିତ ଅକ୍ଟୋବର ମାସ ୯ ତାରିଖ ଦିନ ସଂଧ୍ୟା ୬ ଘଟିକା ସମୟରେ ଭଞ୍ଜଭବନ ସ୍ଥିତ ଭଞ୍ଜ ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହେବ । ଏନେଇ ଆଜି ଆଦର୍ଶ ପାଠାଗାର ଠାରେ
Read More...

ତାଳଚେର ବିମଳାଗଡ ରେଳପଥର ଅହେତୁକ ବିଳମ୍ବ ପାଇଁ ଗଣ ଆନ୍ଦୋଳନ ନିମନ୍ତେ ଆହ୍ୱାନ

ତାଳଚେର ବିମଳାଗଡ ରେଳପଥ ସଂପର୍କରେ ସାମ୍ବାଦିକ ସମ୍ମିଳନୀ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ବହୁ ଦିନର ଦାବୀ ତାଳଚେର ବିମଳାଗଡ ରେଳପଥ ନିର୍ମାଣ ପ୍ରସଙ୍ଗ ଦୀର୍ଘ ୬ ଦଶନ୍ଧି ଧରି ଦାବୀ ତଥା ଆନ୍ଦୋଳନ ଚାଲି ଆସୁଥିଲେ ହେଁ ନା ଏଥିପ୍ରତି ରାଜ୍ୟ ବା କେନ୍ଦ୍ର କେହି କର୍ଣ୍ଣପାତ
Read More...

ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା : ମା’ ଓ ନବଜାତ ଶିଶୁର ମୃତ୍ୟୁ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନାର ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାରେ ମା' ଓ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ଗତକାଲି
Read More...

ଜୁରାବନ୍ଦ ପଞ୍ଚାୟତରେ ଗାଁ ସାଥୀ ଚୟନରେ ଅନିୟମିତତା ନେଇ ବିଡିଓଙ୍କଠାରେ ଗ୍ରାମବାସୀଙ୍କ ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଡୁକେରଚଚରା ଗ୍ରାମବାସୀ ଗାଁ ସାଥୀ ଚୟନରେ ଅନିୟମିତତା ହୋଇଥିବା ନେଇ ସଇଁତଲା ବିଡିଓଙ୍କଠାରେ ଅଭିଯୋଗ କରିଛନ୍ତି । ଗତ ୨୦୧୬ ମସିହାରେ ଅନିୟମିତତା ପୂର୍ବକ, ଗ୍ରାମବାସୀଙ୍କ ବିନା ଜାଣତରେ ଓ ବିନା
Read More...

ବିଜେଡିର ଜନ ସଂପର୍କ ପଦଯାତ୍ରା

ସୋହେଲା : ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ସୋହେଲା ବ୍ଲକର ସହୀଦ ପୀଠ ଘେଁସଠାରେ ଭଟଲି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦେଶକୁ ବିଦେଶୀ ଶାସନରୁ ମୁକ୍ତ କରିବା ପାଇଁ ନିଜ ଜୀବନକୁ
Read More...