କାର୍ଯ୍ୟରତ ପୁଲିସ କର୍ମଚାରୀ ମୀନକେତନ ବୁଡ଼େକଙ୍କ ଅକାଳ ବିୟୋଗ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି (କନ୍ଧପାଲି)ପଡ଼ାର ପୁଲିସ କର୍ମଚାରୀ ମୀନକେତନ ବୁଡ଼େକ ଓରଫ ଶ୍ୟାମ(୩୪)ଙ୍କ ଗତ ଗୁରୁବାର ରାତିରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଶ୍ରୀ ବୁଡ଼େକ କୋରାପୁଟ ଜିଲ୍ଲାରେ ଫାଷ୍ଟ ଆଇଆରବିଏନ!-->…
Read More...
Read More...