jsm

ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ମଦ୍ୟପାନ କରିଥିବା ୧୧ ଜଣ ବ୍ୟକ୍ତିଙ୍କୁ ଟାଉନ ଥାନାରେ ଅଟକ ରଖିଲା ବଲାଙ୍ଗିର ଟାଉନ ପୋଲିସ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଅପରାଧ ଘଟୁଛି । ତେବେ ଏହି ଅପରାଧ ଘଟିବାର ମୁଖ୍ୟ କାରଣ ହେଉଛି ମଦ୍ୟପାନ । ଯୁବପିଢି ଠୁ ଆରମ୍ଭ କରି ସମସ୍ତେ ମଦ୍ୟପାନ କରିବାରେ ଲିପ୍ତ ରହୁଛନ୍ତି । ତେବେ ଏଥିପ୍ରତି ବଲାଙ୍ଗିର ଟାଉନ ପୋଲିସ ଧ୍ୟାନ ଦେଇ ସହରରେ ପେଟ୍ରୋଲିଂ ବଢାଇଥିବା ବେଳେ ଗତ ରାତିରେ ପେଟ୍ରୋଲିଂ ସମୟରେ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ମଦ୍ୟପାନ ସେବନ କରିଥିବା ୧୧ ଜଣ ବ୍ୟକ୍ତିଙ୍କୁ ବଲାଙ୍ଗିର ଟାଉନ ଥାନାକୁ ଆଣି ଅଟକ ରଖିଛି ଟାଉନ ପୋଲିସ ବୋଲି ଜଣାପଡିଛି ।

yuvodaya
Leave A Reply

Your email address will not be published.