Yearly Archives

2022

ଓସିଏସ୍‌ ପାଇଲେ କିସ୍‌ର ୪ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ୱର (କେପିଏନ୍‌ଏସ୍‌) : ଚଳିତ ଶିକ୍ଷାବର୍ଷରେ ଆବାସିକ ଜନଜାତି ଅନୁଷ୍ଠାନ କିସ୍‌ର ଛାତ୍ରଛାତ୍ରୀ ଉଚ୍ଚକୋଟୀର ଶୈକ୍ଷିକ ପ୍ରଦର୍ଶନ କରିଛନ୍ତି । ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ (ଓସିଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ୩୯୨ଜଣଙ୍କ ମଧ୍ୟରୁ କିସ୍‌ରୁ ୪ ଜଣ ରହିଛନ୍ତି । ସେମାନେ ହେଲେ
Read More...

ସ୍ୱର୍ଗତ ଜୟନ୍ତୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା, ପୂର୍ବତନ ଏମ୍‌ପି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହଧର୍ମିଣୀ ଜୟନ୍ତୀ ପଟ୍ଟନାୟକଙ୍କ ଏକାଦଶାହ ଶନିବାର ଟଙ୍କପାଣି ରୋଡ୍‌ ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସେଠାରେ
Read More...

ମଠାଧୀଶ ମହନ୍ତ ଦାସଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ଶ୍ରୀ ଶ୍ରୀ ଅଲେଖ ସ୍ଵାମୀ ପ୍ରଭୁ ଗାଦିବ୍ରହ୍ମ ମଠ ବେନୁପଡ଼ାର ମଠାଧୀଶ ମହନ୍ତ ମହାରାଜ ଶ୍ରୀ ଶ୍ରୀ ଦାଶରଥି ଦାସଙ୍କର ୬୫ ବର୍ଷ ବୟସରେ ଗତକାଲି ସନ୍ଧ୍ୟା ୭:୧୦ ଘଟିକା ସମୟରେ ଇହଲୀଳା ସମ୍ବରଣ କରିଛନ୍ତି । ସମଗ୍ର ଅଞ୍ଚଳରେ ଶୋକର ଛାୟା
Read More...

ମିଥ୍ୟା ବନାମ ସତ୍ୟ

ନ୍ୟୁମୋକୋକଲ ଟିକା ଅଭାବ ସମ୍ପର୍କିତ ଗଣମାଧ୍ୟମ ଖବର ମିଥ୍ୟା ଏବଂ ଭ୍ରମାତ୍ମକ୭୦.୧୮ ଲକ୍ଷ ଡୋଜରୁ ଅଧିକ ପିସିଭି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଉପଲବ୍ଧ ଅଛିକେନ୍ଦ୍ର ସରକାର ଯୋଗାଇ ଦେଇଥିବା ୩.୨୭ କୋଟିରୁ ଅଧିକ ପିସିଭି ଡୋଜ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ୱାରା ଜାନୁୟାରୀ
Read More...

ଭାରତୀୟ ବାୟୁସେନାରେ ସ୍ୱତନ୍ତ୍ର ଅସ୍ତ୍ରଶସ୍ତ୍ର ଶାଖା ପ୍ରତିଷ୍ଠାକୁ ଅନୁମୋଦନ କରିଛନ୍ତି ସରକାର

ଭୂପୃଷ୍ଠ ଏବଂ ବିଶେଷ ବାୟୁବାହୀ ଅସ୍ତ୍ର ପ୍ରଣାଳୀର ଅପରେଟରମାନେ ଗୋଟିଏ ବ୍ୟବସ୍ଥା ଭିତରେ ରହିବେ ଦିଲ୍ଲୀ, (ପିଆଇବି) : ଭାରତୀୟ ବାୟୁସେନା (ଆଇଏଏଫ୍) ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ସରକାର ନୂତନ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା (ଡବ୍ଲ୍ୟୁଏସ୍) ଶାଖା ଗଠନକୁ ଅନୁମୋଦନ କରିଛନ୍ତି ।
Read More...

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ମେଧାବୀ ଝିଅ ସସ୍ମିତାଙ୍କ ସଫଳତା

ପାଟଣାଗଡ, (ଗୋରେଖନାଥ ବରିହା) : ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପାଟଣାଗଡ଼ ବ୍ଲକ ଉଲବା ଗାଁର ଜଣେ ଗରିବ ପରିବାରର ମେଧାବୀ ଝିଅ ସସ୍ମିତା ମେହେରଙ୍କ ସଫଳତାକୁ ନେଇ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ବାପା ନୀଳମଣି ମେହେର ଓ ମା' ବୃନ୍ଦାବତୀ ମେହେରଙ୍କ ପ୍ରଥମ ଝିଅ ସସ୍ମିତା ୩୩୧ତମ
Read More...

ଓଡିଶା ପ୍ରଶାସନିକ ସେବାରେ ସଇଁତଲାର ୨ ଜଣଙ୍କ ସଫଳତା, ସଇଁତଲା ଅଞ୍ଚଳରେ ଖୁସିର ଲହରୀ

ସଇଁତଲା, (ପ୍ରମୋଦ କୁମାର ସେଲମା) : ଓଡିଶା ପ୍ରଶାସନିକ ସେବା (୨୦୨୦) ଓସିଏସର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ସର୍ବମୋଟ ୩୯୨ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଥିବା ବେଳେ ୧୪୮ ଜଣ ଓଡ଼ିଆ ପାଇଛନ୍ତି । ତନ୍ମ ମଧ୍ୟରୁ ସଇଁତଲା ସହରର ଝିଅ ଐଶ୍ୱର୍ଯ୍ୟା ପୃଷେଠ୍ ମଧ୍ୟ ୫୭ ର‍୍ୟାଙ୍କରେ ରହି
Read More...

ରାଉରକେଲାର ସ୍ୱପ୍ନା ଭାରତୀଙ୍କୁ ମିସେସ ଇଣ୍ଡିଆ ଡିଭାର ପ୍ରଥମ ରନର୍ସଅପ ଟାଇଟଲ

ରାଉରକେଲା, (ସସ୍ମିତା ପଧାନ) : ରାଉରକେଲା ସହରର ଗର୍ବ ଓ ଗୌରବ ସ୍ୱପ୍ନା ଭାରତୀ ଜାତୀୟ ସ୍ତରରେ ସୁନ୍ଦରୀ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି କେବଳ ରାଉରକେଲା ନୁହେଁ ସାରା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଏହାର ଆୟୋଜକ ଥିଲେ ମିସ ଏବଂ ମିସେସ ଇଣ୍ଡିଆ ଡିଭା । ଏହା
Read More...

ଟିକ୍ରାପଡା ଓ ଛନଛଡାରେ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ଛନଛଡା ଓ ଟିକ୍ରାପଡା ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଗଜଲକ୍ଷ୍ମୀ ପୂଜାରେ କର୍ତ୍ତା ଭାବରେ ଲିଙ୍ଗରାଜ ବେହେରା ତାଙ୍କ ଧର୍ମପତ୍ନୀ ଡୋଳେଶ୍ୱରୀ ବେହେରା ପୂଜା
Read More...

ଭରସୁଜା ଗ୍ରାମରେ ଛେଲିଆପାଟ ଯାତ୍ରା ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଭରସୁଜା ଗ୍ରାମରେ ଛେଲିଆପାଟ ଯାତ୍ରା ବିପୁଳ ଜନ ସମାଗମରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଦଶହରା ମାସ ଚତୁର୍ଦ୍ଦଶୀ ତିଥିରେ ଏହି ଯାତ୍ରାଟି ଅନୁଷ୍ଠିତ ହୋଇଥାଏ । ଭରସୁଜା ପୂଜା କମିଟି ପକ୍ଷରୁ ପ୍ରତିବର୍ଷ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଗତ ୨
Read More...