Yearly Archives

2022

ହାତୀ ଆକ୍ରମଣରେ ଚାଷୀ ମୃତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରସି ରେଞ୍ଜ କ୍ଷେତମୁଣ୍ଡାଳି ଗ୍ରାମର ଚାଷୀ ପବିତ୍ର ପାତ୍ର(୪୦)ଙ୍କୁ ଗତକାଲି ରାତିରେ ଏକ ହାତୀ ଆକ୍ରମଣ କରିଥିଲା । ଫଳରେ ପବିତ୍ର ଗୁରୁତର ହୋଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି
Read More...

ଛତ୍ରପୁର ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶାରଦୀୟ ସାରସ୍ଵତ ସମାରୋହ -୨୦୨୨ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶାରଦୀୟ ସାହିତ୍ୟ ସମାରୋହ- ୨୦୨୨ ଅନୁଷ୍ଠିତ ହୋଇଯାଇଛି । ସଭାପତି ବ୍ରଜମୋହନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଆସରରେ ବହୁ
Read More...

କୃଷ୍ଣଚନ୍ଦ୍ରନଗରତିହରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ସତସଙ୍ଗ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ଅଧୀନସ୍ଥ କୃଷ୍ଣଚନ୍ଦ୍ରନଗରଢ଼ିହ ରାଜନଗର ସାହିରେ ଠାକୁର ଶ୍ରୀ ଶ୍ରୀ ଅନୂକୁଳଚନ୍ଦ୍ରଙ୍କ ସତସଙ୍ଗ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସତସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ ଗୁରୁବାର ସନ୍ଧ୍ୟା
Read More...

୧୩ତମ ରାଜ୍ୟସ୍ତରୀୟ ମାର୍ଶଲ ଆର୍ଟ ଚାମ୍ପିୟନସିପ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଚାଲିଥିବା ୧୩ତମ ରାଜ୍ୟସ୍ତରୀୟ ମାର୍ଶଲ ଆର୍ଟ ଚାମ୍ପିୟନସିପ ଉଦ୍‌ଯାପିତ ହୋଇଯାଇଛି । ଓରିଏଣ୍ଟାଲ ମାର୍ଶଲ ଆର୍ଟ ଏକାଡ଼େମୀ ଓ କ୍ୱାନକି ଡୁ ଆସୋସିଏସନ୍ ଓଡିଶା ମିଳିତ ସହଯୋଗରେ ଏହା ପରିଚାଳିତ ହୋଇଥିଲା । ଓରିଏଣ୍ଟାଲ
Read More...

କଳ୍ପନା ଛକ ନିକଟରେ କଦଳୀ ଠେଲା ଉପରକୁ ମାଡ଼ିଗଲା କାର : ଦୋକାନୀ ମୃତ

ଭୁବନେଶ୍ଵର, (ସୁଶାନ୍ତ ସାହୁ) : ଭୁବନେଶ୍ଵର କଳ୍ପନା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ରାଜମହଲ ଛକ ପଟୁ
Read More...

୪୫ ହଜାର ଟଙ୍କା ଲାଂଚ ନେଇ ମୁରିବାହାଲ ବ୍ଲକ ଏପିଓ ଗିରଫ ପରେ କୋର୍ଟ ଚାଲାଣ

ମୁରିବାହାଲ, (କେପିଏନ୍‌ଏସ୍‌) : ୪୫ ହଜାର ଟଙ୍କା ଲାଂଚ ନେଇ ମୁରିବାହାଲ ବ୍ଲକ ଏପିଓ ସୁଶାନ୍ତ କୁମାର ଦାସ ଗିରଫ ହୋଇଥିବା ବେଳେ ଗତକାଲି ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।
Read More...

ସୁଦପଡା ରେଲୱେ ଫାଟକଠାରେ ଟ୍ରେନ୍‌ ଆଗକୁ ଡେଇଁ ଯବୁକଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସୁଦପଡା ସ୍ଥିତ ରେଲୱେ ଫାଟକ ଠାରେ ଟ୍ରେନ୍‌ ଆଗକୁ ଡେଇଁ ଜଣେ ଅଜଣା ଯବୁକ ଆତ୍ମହତ୍ୟା କରିଥିବା ଖବର ମିଳିଛି । ସୂଚନା ଅନୁସାରେ, ବଲାଙ୍ଗିର ପଟୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ମାଳବାହୀ ଟ୍ରେନ୍‌ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା
Read More...

ପ୍ରଶାସନିକ ସେବା ପରୀକ୍ଷାରେ ପାଟଣାଗଡ଼ ବୀର ମାଟିର ଦୁଇ ଝିଅଙ୍କ ବାଜିମାତ

ପାଟଣାଗଡ, (ଗୋରେଖନାଥ ବରିହା) : ପରିଶ୍ରମ ହିଁ ସଫଳତାର ଏକମାତ୍ର ବିକଳ୍ପ । ଏହାକୁ ପ୍ରମାଣ କରିଦେଇଛନ୍ତି ପାଟଣାଗଡ଼ ବୀର ମାଟିର ୨ ସୁଯୋଗ୍ୟ ସନ୍ତାନ । ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୨ ପରୀକ୍ଷାର୍ଥି ପାଟଣାଗଡ଼ ଉପଖଣ୍ଡ ତଥା ବୀର ମାଟିର ହୋଇଥିବାରୁ ଅଞ୍ଚଳରେ ଏବେ
Read More...

ତୁଳସୀନଗର ଠାରେ ଲୁହା ଛଡ ଚୋରକୁ କାବୁ କରି ଟାଉନ ପୋଲିସର ଜିମା ଦେଲେ ପଡାବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଳସୀନଗର ଠାରେ ଏକ ଚୋରକୁ ଧରି ନିର୍ଦ୍ଧୁମ ଛେଚି ଟାଉନ ପୋଲିସର ଜିମା ଦେଇଛନ୍ତି ପଡାବାସୀ ବୋଲି ଖବର ମିଳିଛି । ସୂଚନା ଅନୁସାରେ, ନୂତନ ଭାବେ ତିଆରି ହେଉଥିବା ଏକ ଘରୁ ଆଜି ସକାଳୁ ରୁଗୁଡିପଡା ଅଂଚଳର ଗୋଟିଏ ଚୋର ଲୁହା ଛଡ ଚୋରି କରୁଥିବା ବେଳେ
Read More...

ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଉଦ୍ଧାର ହୋଇ ଥଇଥାନ ହେଲେ ଜଣେ ଅଣ ଓଡ଼ିଆ ମାନସିକ ବିକୃତ ମହିଳା

ଭବାନୀପାଟଣା : ଜଣେ ଅଣ ଓଡ଼ିଆ ମାନସିକ ବିକୃତ ମହିଳା କିଛିଦିନ ହେଲା ଭବାନୀପାଟଣା ସହରର ଏପଟେ ସେପଟେ ବୁଲୁଥିଲେ । ଉକ୍ତ ମହିଳାଙ୍କୁ ଦେଖି ସହରର ଆଶିଷ ନାମକ ଜଣେ ବ୍ୟକ୍ତି କିଛି ଖାଦ୍ୟ ଦେଇ ତାଙ୍କୁ ସେଠାରେ ରହିବା ପାଇଁ କହିଥିଲେ । ଉକ୍ତ ମହିଳା ଜଣକ ଖାଦ୍ୟ ଖାଇ ଦୁଇଦିନ ଧରି ଏସ୍‌ପି
Read More...