Daily Archives

ଭୋଟଗଣତି ନେଇ ଜିଲ୍ଲା ପ୍ରଶାସନର ବିହିତ ପ୍ରସ୍ତୁତି

ଗଣତି କେନ୍ଦ୍ର ମଧ୍ୟକୁ କେହି ବି ମୋବାଇଲ ସେଲ୍ ନେଇ ପାରିବେ ନାହିଁଷ୍ଟ୍ରଙ୍ଗରୁମ୍‌କୁ ଜିଲ୍ଲାପାଳ ଯାଞ୍ଚ ଓ ତଦାରଖ କଲେ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପଞ୍ଚଗୋଟି ପର୍ଯ୍ୟାୟରେ ଶାନ୍ତି ଓ ଶୃଙ୍ଖଳାର ସହିତ ସମ୍ପନ୍ନ
Read More...

ଧୂମ୍ରପାନ ନିଷେଦ ସଚେତନତାକୁ ନେଇ ବାଲୁକା ଶିଳ୍ପୀଙ୍କ ବାଲୁକା କଳା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଧୂମ୍ରପାନ ଶରୀର ପାଇଁ କ୍ଷତିକାରକ ।ଧୂମ୍ରପାନ ଓ ତମାଖୁ ବର୍ଜନ କରି ନିଜ ଶରୀରକୁ ସୁସ୍ଥ ରଖିବା ନିମନ୍ତେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଜନ ଗହଳିପୂର୍ଣ୍ଣ ଅଞ୍ଚଳ ବଟେଶ୍ୱର ଶୈବପୀଠ ବେଳାଭୂମିରେ ସ୍ଥାନୀୟ କଣ୍ଟିଆଗଡ଼ ଗ୍ରାମର ଉଦୀୟମାନ
Read More...

ୟୁକ୍ରେନରେ କନ୍ଧମାଳର ଛାତ୍ର, ପରିବାର ଚିନ୍ତାରେ : ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ନିବେଦନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗତ ଦୁଇ ଦିନ ହେଲା ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ବୋମା ମାଡରେ ୟୁକ୍ରେନର ସେନା ଘାଟି, ସାମରିକ ସ୍ଥଳ ଆଦି ଧ୍ବଂସ ହେବା ସହ ଶତାଧିକ ଲୋକ ପ୍ରାଣ ହରାଇଲେଣି । ଏପଟେ ଉଚ୍ଚ ଶିକ୍ଷା ପାଇଁ ଓ ଚାକିରି କରୁଥିବା ୟୁକ୍ରେନର
Read More...

ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକରେ ଆସନ୍ତା କାଲିଠାରୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଭୋଟ ଗଣତି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକର ୧୦୯ଟି ଗ୍ରା.ପ.ରେ ଅନୁଷ୍ଠିତ ହୋଇଯାଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଭୋଟ ଗଣତି ଆସନ୍ତା କାଲିଠାରୁ ୨୬, ୨୭ ଓ ୨୮ ତାରିଖ ୩ଦିନ ଧରି ଅନୁଷ୍ଠିତ ହେବ । ଜିଲ୍ଲାର ସମସ୍ତ ୬ଟି ବ୍ଲକ ସୋନପୁର, ବୀରମହାରାଜପୁର,
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୨୨ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସୋନପୁର, ବୀରମହାରାଜପୁର, ଡୁଙ୍ଗୁରିପାଲି,
Read More...

ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଉପରେ ଆଲୋକପାତ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ…

● ବିଭିନ୍ନ ରାଜ୍ୟର ଖଣି ଓ ଶିଳ୍ପ ମନ୍ତ୍ରୀମାନଙ୍କ ଦୁଇ ଦିନିଆ ସମ୍ମିଳନୀରେ ଅଧ୍ୟକ୍ଷତା କଲେ କେନ୍ଦ୍ର ମନ୍ତ୍ରୀ● ରାଜ୍ୟ ସରକାରଙ୍କ ସହିତ ସକାରାତ୍ମକ ଆଲୋଚନା ପାଇଁ ସନ୍ତୋଷ ବ୍ୟକ୍ତ କଲେ କେନ୍ଦ୍ର ମନ୍ତ୍ରୀ ଫଗନ ସିଂ କୁଲସ୍ତେ● ସମ୍ମିଳନୀରେ ଇସ୍ପାତ, ଖଣି କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗରେ
Read More...

ଜାମପଦର ନିକଟରେ ସଡକ ଦୁର୍ଘଟଣା : ଛାତ୍ର ଆହତ, ଦୁଇ ବାଇକ ଆରୋହୀ ଗୁରୁତର

କଳାହାଣ୍ଡି, (ପି. କେ. ସାହୁ) : ନର୍ଲା ବ୍ଲକ ଜାମପଦର ନିକଟରେ ଆଜି ୧୨.୩୦ ସମୟରେ ଏକ ବାଇକ ଜଣେ ଛାତ୍ରକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଖବରରୁ ଜଣାପଡିଛି ଯେ, ଟୁଣ୍ଡଲା ଗ୍ରାମର ପିଣ୍ଟୁ ସା (୨୬) ଓ ନୀରଜ ପଧାନ (୪୦) ନାମକ ଦୁଇଜଣ ବ୍ୟକ୍ତି ଟୁଣ୍ଡଲାରୁ ବଜାଜ ପଲସର
Read More...

ଭୋଟ୍‌ ଗଣତି ପୂର୍ବରୁ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କଲେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ

ଗଞ୍ଜାମ, (କେ.ସତ୍ୟନାରାୟଣ ରେଡ୍ଡୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତାକାଲି ପ୍ରତି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟା ବେଳେ ଭୋଟ୍‌ ଗଣତି ଆରମ୍ଭ ହେବ ବୋଲି ସୂଚନା ରହିଛି । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା
Read More...

ନିର୍ବାଚନ ପରବର୍ତ୍ତୀ ହିଂସା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ରେମୁଣା ବ୍ଲକ ତାଳପଦ ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ସକାଳେ ଭୋଟ ଦେବାକୁ କେନ୍ଦ୍ର କରି ପ୍ରଥମେ ଉତ୍ତେଜନା ହେବା ସହ ଦୁଇଗୋଷ୍ଠୀ ମାରପିଟ ହୋଇ ଦୁଇଜଣ ଆହତ ହୋଇଥିବା ଜଣାପଡିଛି
Read More...

ୟୁକ୍ରେନରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ…

ଭୁବନେଶ୍ୱର : ୟୁକ୍ରେନ ଉପରେ ରୁଷର ସାମରିକ ଆକ୍ରମଣ ପରେ ସେଠାରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ
Read More...