Daily Archives

ପିଚୁ ବୋଝେଇ ଟ୍ରକ୍‌ ଜଳିଗଲା ରାସ୍ତା ଉପରେ

କେନ୍ଦୁଝର : କେନ୍ଦୁଝରର ୨୦ନଂ. ଜାତୀୟ ରାଜପଥ ଗୋପାଳପୁର ଗାଁ ନିକଟରେ ପିଚୁ ବୋଝେଇ ହୋଇଥିବା ହାଇୱା ଟ୍ରକ୍‌ ଜଳି ଯାଇଥିବା ଜଣାପଡ଼ିଛି । ସୂଚନା ଅନୁସରରେ ୨୦ନଂ. ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଏବେ କରାଯାଇଛି । ରାସ୍ତା କାମରେ ବ୍ୟବହାର ପାଇଁ ଏକ ହାଇୱା ଟ୍ରକ୍‌ରେ ପିଚୁ ବୋଝେଇ ହୋଇ
Read More...

ସର୍ଟ ସର୍କିଟ ଯୋଗୁଁ ଲାଗିଲା ନିଆଁ : ଜଳିଗଲା ଘର ସହ ଆସବାବପତ୍ର

ମୋହନା : ମୋହନା ବ୍ଲକ ଅନ୍ତର୍ଗତ ବଡ଼ ସିଦ୍ଧବା ପଂଚାୟତ ଅଧିନସ୍ଥ ବାରିଆବନ୍ଧ ଗ୍ରାମରେ ଆଜି ଅପରାହ୍ନ ସମୟରେ ପାଉଳ ମଣ୍ଡଳଙ୍କ ଘରେ ହଠାତ୍‌ କୌଣସି କାରଣରୁ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇ ସାଙ୍ଗେ ସାଙ୍ଗେ ତାଙ୍କ ଦୁଇ ପଡେ଼ାଶୀ ଘରକୁ ବ୍ୟାପି ଯାଇଥିବା ସୂଚନା ମିଳିଛି । ତିନୋଟି
Read More...

ସଡ଼କ ଦୁର୍ଘଟଣା : ୧୮ ଆହତ

ଛତିଶଗଡ଼ : ନାରାୟଣପୁରରେ ଏକ ସଡ଼କ ଦୁର୍ଘଟଣା ସୂଚନା ମିଳିଛି । ସୂଚନା ଅନୁସାରେ ଏକ ଯାତ୍ରୀ ବାହୀ ପିକ୍‌ଅପ୍‌ ଭ୍ୟାନ ଓଲଟି ୧୮ ଜଣ ଯାତ୍ରୀ ଆହତ ହୋଇ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୧୮ଜଣଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ
Read More...

ସଦର ବ୍ଲକରେ ନିଳେନ୍ଦ୍ରୀ ସେଠଙ୍କ ପାଇଁ ପ୍ରଚାର କଲେ ନରସିଂହ

ଚାଷୀ ବିରୋଧି ବିଜେପି, ବିଜେଡିକୁ ଲୋକେ ବରଖାସ୍ତ କରନ୍ତୁ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକରେ ନିଳେନ୍ଦ୍ରୀ ସେଠଙ୍କ ପାଇଁ ନରସିଂହ ମିଶ୍ର ଆଜି ଭୋଟ ପ୍ରଚାର କରିଛନ୍ତି । ଭୋଟ ପ୍ରଚାର ସମୟରେ ସେ କହିଛନ୍ତି ଯେ, ଗାଁକୁ ଗାଁ ନିର୍ବାଚନ ପ୍ରଚାର ବେଳେ ସ୍ପଷ୍ଟ
Read More...

ବଜାଜ ଗ୍ରୁଫ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ

ପୁଣେ : ବଜାଜ ଗ୍ରୁଫ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କର ୮୩ ବର୍ଷ ବୟସରେ ଆଜି ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେ ଗତ କିଛି ବର୍ଷ ଧରି କ୍ୟାନସର୍‌ ରୋଗରେ ପୀଡ଼ିତ ଥିଲେ । ଆଜି ପୁଣେ ସ୍ଥିତ ତାଙ୍କ ବାସଭବନରେ ବିୟୋଗ ଘଟିଛି । ତାଙ୍କ
Read More...

ବାଲିପଟା ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଶଙ୍କର ବାଗ ଚର୍ଚ୍ଚାରେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବାଲିପଟା ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଶଙ୍କର ବାଗ ଏବେ ଚର୍ଚ୍ଚାରେ । ଯୁବ ସମାଜସେବୀ ଶଙ୍କର ବାଗ ବାଲିପଟା ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ତଥା ବିକାଶ ପାଇଁ ସଂକଳ୍ପ ବଦ୍ଧ ବୋଲି ମତ ପ୍ରକାଶ କରିଛନ୍ତି । ବସ୍‌ ଚିହ୍ନରେ ଲଢ଼ୁଛନ୍ତି
Read More...

୨ କୁଖ୍ୟାତ ଗଞ୍ଜେଇ ବେପାରୀଙ୍କୁ କାବୁ କଲା ପୋଲିସ : ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ୭୫ ଲକ୍ଷରୁ ଅଧିକ ଟଙ୍କା ଜବତ

କଟକ : କଟକ ବୟାଳିଶି ମୌଜାରୁ ୨ କୁଖ୍ୟାତ ଗଞ୍ଜେଇ ବେପାରୀଙ୍କୁ ବାଦାମବାଡ଼ି ପୋଲିସ ଧରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହେବା ସହ ୭୫ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ଗଞ୍ଜେଇ କାରବାରରେ
Read More...

ପଥରରେ ଛେଚି ଯୁବକଙ୍କୁ ହତ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ଥାନା ବଲାଣି ପଂଚାୟତ ଓରାମ ବସ୍ତି ପାଖ ବିଲ ନିକଟରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ ବୁଧୁଆ ଟପୋ ବୋଲି ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଜବତ କରିବା ସହ ଘଟଣାର ତଦନ୍ତ
Read More...

ବଢ଼ୁଛି ସାଇବର୍‌ କ୍ରାଇମ୍‌ : ଅନ୍‌ଲାଇନ୍‌ ଠକେଇରୁ ନିଜେ ସୁରକ୍ଷିତ ରୁହନ୍ତୁ

ନୂଆଦିଲ୍ଲୀ : ବଢ଼ିବାରେ ଲାଗିଛି ସାଇବର୍‌ କ୍ରାଇମ୍‌ । ଏଭଳି ସ୍ଥିତିରେ ଅନ୍‌ଲାଇନ୍‌ ଠକେଇରୁ ନିଜେ ସୁରକ୍ଷିତ ରହିବା ଆଜିର ସମୟରେ ଏକ ବଡ଼ ଆହ୍ୱାନ ହୋଇଯାଇଛି । ଅନେକ ସମୟରେ ମୋବାଇଲ୍‌ ଫୋନ୍‌ରେ ଅନ୍‌ନୋନ୍‌ ନମ୍ବରରୁ କଲ୍‌ କରାଯାଇ ନାନା ପ୍ରକାର ଲୋଭ କିମ୍ବା ଲଟେରି ଫିଟି ଥିବାର ଖବର
Read More...