Daily Archives

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ପୋଲିସ ପ୍ରଶାସନର ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ୧୬ ତାରିଖରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହେବ । ଏଥିପାଇଁ ଆଜି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍ତରାଞ୍ଚଳ ଆଇଜି ଦୀପକ୍ କୁମାରଙ୍କ
Read More...

କବିତା : ଦୁସ୍‌ରା କେନ୍ ନରକ୍

ସାବିତ୍ରୀ ପୁରୋହିତ ଦୁସ୍‌ରା କେନ୍ ନରକ୍ମରନ୍ ଉତ୍‌ରୁଦୁସ୍‌ରା କେନ୍ ନରକ୍ ଅଏତ୍‌କାକଲା କରମର୍ ଫଲ୍ ଭୁଗ୍‌ତିର୍ ଲାଗି । ଇନେ ତ କଲ୍ ବଲ୍ଡହକ୍ ବିକଲ୍…ଅଠିପହର୍ତତଲା ଲୁହାର୍ ଚେଁକାନ୍ଦିହିଁ ନୁଁ ମନ୍ ତକ୍…ମନ୍ ନୁଁ ଆତ୍ମା ତକ୍ । ସମିଆଁର୍ କର୍‌ହେଇ ଥିତେଲ୍ ଫୁଟୁଛେ ଟକୋମକୋଭାଜି
Read More...

ଗାଁ ଗାଁରେ ବୁଲି ବୁଲି ଛତ୍ରପୁର ବିଧାୟକ ଭୋଟ ଭିକ୍ଷା କରୁଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକର ୧୪ ନମ୍ବର ଜୋନର କରପଡା ଓ ମଲାଡ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ପ୍ରଚାର ଅଭିଯାନ ଜୋର ସୋରରେ ଚାଲିଛି । ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତି ସସ୍ମିତା ସ୍ୱାଇଁଙ୍କ ନିମନ୍ତେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା
Read More...

ନାଟ୍ୟ ଜଗତର ବାଦଶାହା ହରିହର ମିଶ୍ର ଆଉ ନାହାନ୍ତି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରାଜ୍ୟର ସୁନାମଧନ୍ୟ ମଞ୍ଚ ନିର୍ଦ୍ଦେଶକ, କଳା ସଂଗଠକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ହରିହର ମିଶ୍ରଙ୍କ ଆଜି ବରଗଡ଼ କଲେଜ ରୋଡ଼ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ବରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ବ୍ଲକରୁ ୧ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ ଜଣେ, କଣ୍ଟାବାଞ୍ଜି ଏନଏସିରୁ ୨ ଜଣ ମୁରିବାହାଲ ବ୍ଲକରୁ ୨ ଜଣ, ଟିଟିଲାଗଡ
Read More...

ବୌଦ୍ଧ ଜୋନ ନଂ ୪ରେ ସୁନାକଳସ କାହା ମୁଣ୍ଡରେ, ଦେଖିବାକୁ ବାକି ରହିଲା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଚାର ଆରମ୍ଭ ହୋଇଥିବା ବେଳେ ୮ଟି ପଞ୍ଚାୟତକୁ ନେଇ ଗଠିତ ୪ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ବାଉଁଶୁଣି ଅଞ୍ଚଳରେ ମଧ୍ୟ ନିର୍ବାଚନ ପ୍ରଚାର ଜମି ଆସିଲାଣି । ୪ନଂ ଜୋନ୍‌ରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ
Read More...

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ପହଞ୍ଚାଇ ଗୁଡ଼ ସାମରିଟିଏନ୍‌ ପୁରସ୍କାର ପାଇଲେ ଦୁଇ ଯୁବକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଦୁଇ ଜଣ ଯୁବକଙ୍କୁ ଗୁଡ଼ ସାମରିଟିଏନ୍‌ ପୁରସ୍କାର ପ୍ରଦାନ କରାଯାଇଛି । ସଡକ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଆପତ୍ତକାଳୀନ ସେବା ପ୍ରଦାନ କରିଥିବାରୁ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତି ହିସାବରେ ବରଗଡ଼
Read More...

ଆଉ ଶୁଭିବନି ସାରଙ୍ଗୀର ସୁର : ଲୋକ କଳାକାର ବିରଞ୍ଚି ନାଏକଙ୍କ ପରଲୋକ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ତିରିଶରୁ ଅଧିକ ବର୍ଷ ଧରି ଲୋକ ସଂଗୀତକୁ ସାରଙ୍ଗୀ ବାଦ୍ୟଯନ୍ତ୍ର ଦ୍ଵାରା ଗୀତ ପରିବେଷଣ କରି ବଲାଙ୍ଗିର ଅଞ୍ଚଳରେ ପରିଚୟ ସୃଷ୍ଟି କରିଥିଲେ ବଲାଙ୍ଗିର ଜିଲ୍ଲା ଦୁଆନପାଲି ଗ୍ରାମର ଲୋକ କଳାକାର ବିରଞ୍ଚି ନାଏକ । ତାଙ୍କର ମଧୁର ଗୀତ ଏବଂ ବାଦ୍ୟ ଲୋକଙ୍କୁ
Read More...

ଅଜଣା ଗାଡି ଧକ୍କାରେ ଜଣେ ମୃତ : ଘଟଣାସ୍ଥଳରେ ୩ ଜଣ ସରପଞ୍ଚ ପ୍ରାର୍ଥୀ

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଚଟିଆପଡାର ୨୬ ନମ୍ବର ଜାତୀୟ ରାଜପଥଠାରେ ଭୋର ସକାଳ ସାଢେ ୫ ଘଣ୍ଟା ସମୟରେ ଶୌଚ ଯାଇ ଫେରୁଥିବା ବେଳେ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ଶିଶକେଲା ଗ୍ରାମର ସାଧୁ
Read More...

ନିଶାଖୋର ଯୁବକଙ୍କ ଉନ୍ମତ୍ତ କାଣ୍ଡ : ମୋବାଇଲ ଟାୱାର୍‌ ଉପରେ ଚଢ଼ିଲା, ଚିର୍ଲ୍ଲେଇଲା- ବସନ୍ତୀ କୋ ବୁଲାଓ

ଭୋପାଳ : ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାର ଚାନ୍ଦଲାରେ ଆଜି ଅପରାହ୍ନ ପାଖାପାଖି ୨ଟା ସମୟରେ ଜଣେ ଯୁବକ ମୋବାଇଲ ଟାୱାର ଉପରେ ଚଢ଼ି ଯାଇଥିଲା । ଏହା ପରେ ସେ ଜୋର୍‌ରେ ପାଟି କରି ବସନ୍ତୀ କୋ ବୁଲାଓ ବୋଲି ବାରମ୍ବାର କହୁଥିଲା । ଏହାଶୁଣି ଆଖପାଖର ଲୋକମାନେ ସେହି ସ୍ଥାନରେ ପହଂଚି ଯାଇଥିଲେ ।
Read More...