pakka

ବଢ଼ୁଛି ସାଇବର୍‌ କ୍ରାଇମ୍‌ : ଅନ୍‌ଲାଇନ୍‌ ଠକେଇରୁ ନିଜେ ସୁରକ୍ଷିତ ରୁହନ୍ତୁ

bbehera

ନୂଆଦିଲ୍ଲୀ : ବଢ଼ିବାରେ ଲାଗିଛି ସାଇବର୍‌ କ୍ରାଇମ୍‌ । ଏଭଳି ସ୍ଥିତିରେ ଅନ୍‌ଲାଇନ୍‌ ଠକେଇରୁ ନିଜେ ସୁରକ୍ଷିତ ରହିବା ଆଜିର ସମୟରେ ଏକ ବଡ଼ ଆହ୍ୱାନ ହୋଇଯାଇଛି । ଅନେକ ସମୟରେ ମୋବାଇଲ୍‌ ଫୋନ୍‌ରେ ଅନ୍‌ନୋନ୍‌ ନମ୍ବରରୁ କଲ୍‌ କରାଯାଇ ନାନା ପ୍ରକାର ଲୋଭ କିମ୍ବା ଲଟେରି ଫିଟି ଥିବାର ଖବର ଦିଆଯାଇଥାଏ ଓ ଅନେକ ଲାଭର ଲୋଭ ଦେଖାଇ ଓଟିପି ମାଗି ଆକାଉଂଟ୍‌ ଖାଲି କରି ଦେଇଥାନ୍ତି ଅନ୍‌ଲାଇନ୍‌ ଲୁଟେରା । ଏସବୁ ଘଟଣା ପ୍ରତ୍ୟହ ଘଟୁଥିବା ବେଳେ ଏଥିପତି ସମସ୍ତେ ସଜାଗ ରହିବା ଏକାନ୍ତ ଜରୁରୀ ।

Leave A Reply

Your email address will not be published.

8 − 7 =