pakka

ସର୍ଟ ସର୍କିଟ ଯୋଗୁଁ ଲାଗିଲା ନିଆଁ : ଜଳିଗଲା ଘର ସହ ଆସବାବପତ୍ର

bbehera

ମୋହନା : ମୋହନା ବ୍ଲକ ଅନ୍ତର୍ଗତ ବଡ଼ ସିଦ୍ଧବା ପଂଚାୟତ ଅଧିନସ୍ଥ ବାରିଆବନ୍ଧ ଗ୍ରାମରେ ଆଜି ଅପରାହ୍ନ ସମୟରେ ପାଉଳ ମଣ୍ଡଳଙ୍କ ଘରେ ହଠାତ୍‌ କୌଣସି କାରଣରୁ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇ ସାଙ୍ଗେ ସାଙ୍ଗେ ତାଙ୍କ ଦୁଇ ପଡେ଼ାଶୀ ଘରକୁ ବ୍ୟାପି ଯାଇଥିବା ସୂଚନା ମିଳିଛି । ତିନୋଟି ପରିବାରର ଗୋଟିଏ ଲେଖାଏଁ ବଖରା ପୋଡ଼ି ଯିବା ସହ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ଅଗ୍ନିଶମ ବାହିନୀ ଗାଁକୁ ପଂହଚିବା ପୂର୍ବରୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରି ଦେଇଥିଲେ ।

jay balangir
Leave A Reply

Your email address will not be published.

16 − eleven =

error: Content is protected !!