Browsing Tag

mohana news

ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ

ମୋହନା : ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ବନ ବିଭାଗ । ଗଜପତି ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ମୋହନା ବ୍ଲକ ଅନ୍ତର୍ଗତ ସିକୁଳିପଦର ପଞ୍ଚାୟତ ଅଲଣ୍ଡା ଜଙ୍ଗଲରେ ମୋହନା ପୁଲିସ, ରାଜସ୍ୱ ଓ ବନ ବିଭାଗ ମିଳିତ ଭାବେ ଚଢ଼ଉ କରି
Read More...

ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଶିଶୁକନ୍ୟା ମୃତ

ମୋହନା : ପିକ୍‌ଅପ୍ ଧକ୍କାରେ ଶିଶୁକନ୍ୟା ମୃତ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଗଣ୍ଡାଗୁଡ଼ା ଗାଁରେ । ମୃତକ ହେଲେ ସେହି ଗାଁର ଲୁସିଆନ ନାୟକଙ୍କ ଝିଅ ଦୀପ୍ତି ନାୟକ । ଶିଶୁ କନ୍ୟାର ମୃତ୍ୟୁ ପରେ ଉତ୍ତେଜିତ ଗାଁ ଲୋକେ ପିକ୍‌ଅପ୍‌ ଗାଡ଼ିର ଡ୍ରାଇଭରକୁ ମାଡ଼ ମାରିଥିଲେ ।
Read More...

୩ ଦେଶୀ ବନ୍ଧୁକ ଜବତ : ଅଭିଯୁକ୍ତ ଫେରାର୍‌

ମୋହନା : ମୋହନା ଗଜପତି ଜିଲ୍ଲା ଅଡବା ଥାନା ବୁଢାନେଲ୍ଡି ଗାଁର ପ୍ରମୋଦ ମଲିକଙ୍କ ଘରୁ ୩ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ଆଜି ସକାଳେ ଦେଶୀ ବନ୍ଧୁକ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ଅଡବା ପୋଲିସ । ସୂଚନା ଅନୁସାରେ ବୁଢାନେଲ୍ଡି ଗାଁକୁ ଯାଇ ପ୍ରମୋଦ ମଲିକଙ୍କ ଘରେ ଚଢ଼ାଉ
Read More...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବୃଦ୍ଧ ଗୁରୁତର

ମୋହନା : ବିଦ୍ୟୁତ ଆଘାତରେ ବୃଦ୍ଧ ଗୁରୁତର ହୋଇଛନ୍ତି । ଗୁରୁତର ବୃଦ୍ଧ ଜଣକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଲାଦୁର୍ମା ଗାଁର କୁନ୍ଦ୍ରା ଶବର । ସୂଚନା ଅନୁସାରେ, ବୁଧବାର ସକାଳେ କୁନ୍ଦ୍ରା ନିଜ ଘର ପାଖରେ ଥିବା କଦଳୀ ଗଛ କାଟୁଥିଲେ । କଦଳୀ ଗଛ ନିକଟରେ ଏକ ବିଦ୍ୟୁତ୍‌ ତାର ଓହଳି
Read More...

ବାଲି ଅତଡ଼ା ଖସି ଜଣେ ନାବାଳକର ମୃତ୍ୟୁ

ମୋହନା : ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ପାଟପାଣି ଗାଁରେ ନଦୀ ପଠାରେ ଖେଳୁଥିବା ବେଳେ ବାଲି ଅତଡ଼ା ଖସି ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଏଥିରେ ଅନ୍ୟ ଦୁଇ ଜଣ ନାବାଳକ ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ସେହି ଗାଁର ରାମ ରଇତଙ୍କ ନାବାଳକ ପୁଅ ଈଶ୍ୱର ରଇତ ବୋଲି ଜଣାପଡିଛି ।
Read More...

ଆଦିବାସୀ, ଦଳିତ, ନିଷ୍ପେସିତ ଏବଂ ଅବହେଳିତ ଜନତାଙ୍କ ସାମାଜିକ, ଆର୍ଥିକ, ଥଇଥାନ, ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ…

-୪୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ଦାଶରଥୀ ଗମାଙ୍ଗ, ନାରାୟଣ ରାଓ, ସିପିଏମ୍‌ ନେତା ଅଳି ପଟ୍ଟନାୟକ, ନବୀନ ସମ୍ପାଦକ ରବି ରଥ, ସଭାପତି ଡ଼. ଜାକୋବ୍‌ ଥୁଣ୍ଡ୍ରିଲଙ୍କ ବକ୍ତବ୍ୟ ମୋହନା/ଗଜପତି, (କେପିଏନ୍‌ଏସ୍‌) : ଆଦିବାସୀ
Read More...

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ : ୭ ଗୁରୁତର

ମୋହନା : ଯାତ୍ରୀବାହୀ ଅଟୋ ଓଲଟି ୭ ଗୁରୁତର ଆହତ । ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଦ ଲେଡବନ୍ଧ ଘାଟିରେ ଏଭଳି ଘଟଣା ଘଟିଥିବେ ଜଣାପଡିଛି । ଗୁରୁତରଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୩ ଜଣ ପୁରୁଷ ଯାତ୍ରୀ ଅଛନ୍ତି । ସମସ୍ତ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲରେ
Read More...

ଘର ଉପରେ ଗଛ ପଡ଼ି ୩ ଆହତ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଗରଡମା ଗାଁରେ ଘର ଉପରେ ଗଛ ପଡ଼ି ୩ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଥିବା ବେଳେ ଗତକାଲି ରାତିରେ ବର୍ଷା ସହ ପବନ
Read More...

ତୈଳିକ ବୈଶ୍ୟ ସମାଜ ତାଲୁକାର ବନ୍ଧୁ ମିଳନ

ମୋହନା : ସ୍ଥାନୀୟ ତୈଳିକ ବୈଶ୍ୟ ସମାଜ(ଖାଡି ତେଲି)ବାଇଶି ତାଲୁକାର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ମୋହନା ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ବାଇଶି ତାଲୁକା ଖାଡୀ ତେଲି ସମାଜର ବନ୍ଧୁ ମିଳନ ମହାସଭାର ସଭାପତି ରଘୁନାଥ ସାହୁଙ୍କ ସଭାପତିତ୍ୱରେ
Read More...

ନାରୀଙ୍ଗି ଘାଟୀରେ ଓଲଟିଲା ଟ୍ରାକ୍ଟର : ୧ ମୃତ, ୧ଗୁରୁତର

ମୋହନା : ଗଜପତି ଜିଲ୍ଲା ମୋହନା ନାରୀଙ୍ଗି ଘାଟୀରେ ଏକ ଟ୍ରାକ୍ଟର ଓଲଟି ପଡିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ଯୋଡ଼ିପଥର ଗାଁର ଉଷା ଶବର ହୋଇଥିବା ବେଳେ ଗୁରୁତର ଆହତ ଜଣକ
Read More...
error: Content is protected !!