Yearly Archives

2021

ରାଜ୍ୟ ସରକାରଙ୍କ କରୋନା ଯୋଦ୍ଧା ଆଖ୍ୟା ପାଇଥିବା ସାମ୍ବାଦିକଙ୍କୁ ଇଂଜେକସନ ଦେବାକୁ ମନା କଲେ ନର୍ସ

ପାଟଣାଗଡ, (ଗୋରେଖନାଥ ବରିହା) : ରାଜ୍ୟ ସରକାର କାର୍ୟ୍ୟରତ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରି ସାରିଛନ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ପାଇଁ ଆଗୁଆ କରୋନା ଟିକା ଦେବା, ଆଇସୋଲେସନ୍‌ ବ୍ୟବସ୍ଥା ଏପରି ଅନେକ ପଦକ୍ଷେପ ମାନ ଗ୍ରହଣ କରି ସାରିଛନ୍ତି…
Read More...

କଟକ ସଦର ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ ହେଉ : ଉତ୍କଳ ବିକାଶ ପରିଷଦ

କଟକ, ( ଚକ୍ରବର୍ତ୍ତୀ ଓତା) : କଟକ ସଦର ବ୍ଲକ୍ ୫ନଂ ଜୋନ୍ ଆୟତପୁର ପଂଚାୟତ ଉପକଣ୍ଠ ବ୍ରାହ୍ମଣବାଡ, ଦାମୋଦରପୁରର ୧୩, ୧୪, ୧୫ ନମ୍ବର ୱାର୍ଡରେ ଜଳସଂକଟ ଅବସ୍ଥା ଭୟାନକ ରୂପନେଇଛି । ଏହି ଅଞ୍ଚଳରେ ସ୍ୱଜଳଧାରା ଯୋଜନା ଥାଇମଧ୍ୟ ସ୍ଥାନୀୟ ଲୋକମାନେ ପାଣିପାଇଁ ଡହଳବିକଳ ହେଉଥିବାର ଦେଖିବାକୁ…
Read More...

ପାଇକମାଲରେ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ସକାଶେ ଜିଲ୍ଲାପାଳଙ୍କୁ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିଜେପି ଯୁବ ମୋର୍ଚ୍ଚା ସଭାପତି ରୋଶନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ପାଇକମାଲ ତହସିଲଦାର ମନୋଜ କୁମାର ମେହେରଙ୍କ ଜରିଆରେ ବରଗଡ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପାଇକମାଲରୁ ପଦ୍ମପୁର ପଟକୁ ବିଜୁ…
Read More...

ପ୍ରାଣୀ ଚିକିତ୍ସକଙ୍କ କଲମ ଛାଡ ଆନ୍ଦୋଳନ : ସରକାରଙ୍କ ସହ ଆଲୋଚନା ବିଫଳ

ମେ ମାସ ୧୫ ତାରିଖରୁ ସମୂହ ଛୁଟିରେ ଯିବେବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ରର ଆନ୍ଦୋଳନ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ହେଲା । ଏହି ପରିପ୍ରେକ୍ଷୀରେ ୨୦୨୧ ଏପ୍ରିଲ ୨୭ ତାରିଖରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଏବଂ ବିଭାଗୀୟ ସଚିବ ଆର୍‌ ରଘୁ…
Read More...

ବ୍ଲକ ଅଧ୍ୟକ୍ଷାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭୂମି ପୂଜନ

ଦେଓଗାଁ, (ମନୀଷ କମୁାର ସାହୁ) : ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେରଙ୍କ ଦ୍ୱାରା ବ୍ଲକର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ତଥା ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ସାରସମାଲ ଠାରେ ଥିବା ଗ୍ରାମ ପଂଚାୟତ ହାଇସ୍କୁଲରେ ୬ ଲକ୍ଷ ୬୪ ହଜାର ଟଙ୍କା ବ୍ୟୟରେ ବାଳିକାମାନଙ୍କ ପାଇଁ…
Read More...

ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ରକ୍ତ ସହାୟତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନ କୋଭିଡ-୧୯ର ଭୟାଭୟ ରୂପ ଦିନକୁ ଦିନ ଦେଖିବାକୁ ମିଳିଛି । ଦିନକୁ ଦିନ ଲୋକେ କରୋନାରେ ମୃତ୍ୟୁମୁଖକୁ ଠେଲି ହୋଇଯାଉଛନ୍ତି । ଠିକ୍‌ ଏତିକି ବେଳେ ରକ୍ତର ଘୋର ଅଭାବ ଦେଖିବାକୁ ମିଳୁଛି, ଯଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ…
Read More...

ଛାତ୍ର ସଭାପତି ଭାବେ ପୁନଃ ମନୋନୀତ ହେଲେ ଅଙ୍କିତ ସାହୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅଖିଳ ଭାରତୀୟ ଛାତ୍ର କଂଗ୍ରେସର ଜାତୀୟ ସଭାପତି ନିରଜ କୁନ୍ଦନ ଦ୍ୱାରା ଅନୁମୋଦିତ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତିଙ୍କ ନୂତନ ତାଲିକା ପ୍ରକାଶ ପାଇଛି । ଏଥିରେ ଅଙ୍କିତ ସାହୁଙ୍କୁ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଭାବେ ପୁନଃ ମନୋନୀତ…
Read More...

୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ବାତିଲ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଦେଶରେ ତଥା ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଓ ଆବଶ୍ୟକ ପରିମାଣରେ ଯାତ୍ରୀ ନହେବାରୁ ପୂର୍ବତଟ ରେଳ ପରିସୀମା ମଧ୍ୟରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ପାଞ୍ଚଟି ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ବାତିଲ କରିବା ନେଇ ନିଷ୍ପତ୍ତି ନିଆଯାଇଛି ।…
Read More...

ଲକଡାଉନରେ ମୋ ବସ୍ ସେବା ବନ୍ଦ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆସନ୍ତା କାଲିଠାରୁ ଲକଡାଉନ । ଏହି ସମୟରେ ବନ୍ଦ ରହିବ ମୋ ବସ୍ ସେବା । କିନ୍ତୁ ରାଜ୍ୟବ୍ୟାପୀ ଲକଡାଉନ ପୂର୍ବରୁ ଏନେଇ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି । କ୍ରୁଟ୍ ପକ୍ଷରୁ ଭୁବନେଶ୍ୱର, କଟକ ଏବଂ ପୁରୀରେ ମୋ ବସ୍…
Read More...

ଦେଓଗାଁରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର ବିଭିନ୍ନ ବ୍ୟାପକ ଯୋଜନା କରିଥିଲେ ମଧ୍ୟ ଏହି ସବୁ ଯୋଜନା ଦେଓଗାଁ ଅଞ୍ଚଳରେ କାର୍ୟ୍ୟକାରୀ ହୋଇପାରୁ ନାହିଁ । ଫଳରେ ଦେଓଗାଁ ବସ୍ତି ମଧ୍ୟରେ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ପଡି ରହୁଛି । ଦେଓଗାଁ କଛାରପାଲି…
Read More...