Yearly Archives

2021

ସାହିତ୍ୟିକ ଡ. ମଙ୍ଗଳୁ ଚରଣ ବିଶ୍ବାଳଙ୍କ ୮୭ ତମ ଜନ୍ମ ଦିନରେ ଚିପିଲିମା ସାହିତ୍ୟ ଆସର

ସଂବଲପୁର,(କେପିଏନ୍‌ଏସ୍‌) : ମା' ଘଣ୍ଟେଶ୍ବରୀ ସାହିତ୍ୟ ଘର, ଚିପିଲିମା ଆନୁକୂଲ୍ୟରେ ତା'ର ଷଷ୍ଠତମ ଅନ୍ ଲାଇନ୍ ସାହିତ୍ୟ ଆସରରେ ମହାନ ସାହିତ୍ୟିକ ଡ. ମଙ୍ଗଳୁ ଚରଣ ବିଶ୍ବାଳଙ୍କ ୮୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପଶ୍ଚିମାଞ୍ଚଳର ଭିନ୍ନ ଭିନ୍ନ ଜିଲ୍ଲାରୁ ପ୍ରାୟ ୪୬ ଜଣ…
Read More...

ଆଜି ଠାରୁ ୧୪ ଦିନିଆ ଲକ୍‌ ଡାଉନ୍‌ : ପଦ୍ମପୁର ସହରାଞ୍ଚଳରେ ଯାଞ୍ଚ କଡାକଡି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଆଜି ଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକ ଡାଉନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ପଦ୍ମପୁର ସହରାଞ୍ଚଳ ମଧ୍ୟରେ ଲକ ଡାଉନକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଛକ ମାନଙ୍କରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି…
Read More...

କରୋନା ମହାମାରୀରୁ କେବେ ମୁକ୍ତି ମିଳିବ : ବିଶେଷଜ୍ଞମାନେ କ’ଣ କୁହନ୍ତି, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଦେଶବାସୀ ବର୍ତ୍ତମାନ କରୋନାର ଏକ ଭୟଙ୍କର ଏବଂ ବିପଜ୍ଜନକ ତରଙ୍ଗ ସହିତ ସଂଘର୍ଷ କରୁଛନ୍ତି । ସାଧାରଣ ଜନତା କରୋନା ବିରୋଧରେ ଲଢ଼ୁଥିବା ଏହି ଯୁଦ୍ଧ ସମସ୍ତଙ୍କ କଳ୍ପନା ବାହାରେ । ଗତ କିଛି ସପ୍ତାହ ମଧ୍ୟରେ ଦେଶରେ ଲକ୍ଷ ଲକ୍ଷ କରୋନା ଭୂତାଣୁ ଦ୍‌ଦ୍ୱାରା ଆକ୍ରାନ୍ତ ହୋଇଥିବା…
Read More...

ଗାଁରେ କରୋନା ସଚେତନ କଲେ ସ୍ୱେଚ୍ଚାସେବୀ

ମୁରିବାହାଲ, (ଅର୍ଜୁନ କୁମାର ହଂସ) : ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କତରଲଗା ଗ୍ରାମର ଯୁବଗୋଷ୍ଠୀ ମାନଙ୍କ ଦ୍ୱାରା କରୋନା ସଚେତନତା କାର୍ୟ୍ୟକ୍ରମ ଅନୁଷ୍‌ଷ୍ଠିତ ହୋଇଯାଇଛି । କରୋନାର ଦ୍ଵିତୀୟ ଲହର ଏବେ ବଲାଙ୍ଗିର ଜିଲ୍ଲାରେ ତାର କାୟା ବିସ୍ତାର କରୁଥିବା ବେଳେ…
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୧୨ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୮୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୪୦ ଟଙ୍କା, ବିମ୍‌ – ୮୦ ଟଙ୍କା,…
Read More...

ହିଂସା ବନ୍ଦ କରିବାକୁ ମିଥୁନ ଚକ୍ରବର୍ତ୍ତୀଙ୍କ ଅପିଲ୍‌ : ରାଜନୀତି ଅପେକ୍ଷା ମାନବ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ

କୋଲକାତା : ନିର୍ବାଚନ ଫଳାଫଳ ପରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସାକୁ ନେଇ ଦୁଃଖ ପ୍ରକାଶ କରି ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ହିଂସା ବନ୍ଦ କରାଯାଉ । ଲୋକେ କୌଣସି ମଂଦ ପ୍ରୋତ୍ସାହନରେ ନଆସନ୍ତୁ । ନିର୍ବାଚନ ଫଳାଫଳ ପରେ ପଶ୍ଚିମବଙ୍ଗ ଜଳୁଛି ବୋଲି ସେ ନିଜ ଟ୍ୱିଟରେ ଲେଖିଛନ୍ତି । ସେ…
Read More...

ଗତ ୨୪ ଘଂଟାରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୮୮୯, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୭୨୫୭, ଶୀର୍ଷରେ ଖୋର୍ଦ୍ଧା,…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୯୮୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୭୨୫୭ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୬୧୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୨୭୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ…
Read More...

ବଲାଙ୍ଗିର ସାଂସଦଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କ ମା’ ପ୍ରଭା ସିଂହଙ୍କ ଆଜି ସଂଧ୍ୟା ୬ଟା ସମୟରେ ପରଲୋକ ଘଟିଥିବା ସୂଚନା ମିଳିଛି । ସ୍ୱର୍ଗତ ଠାକୁର ଅମର ସିଂହ(ଆଇପିଏସ୍‌)ଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରଭା ସିଂହଙ୍କ ରାଜସ୍ଥାନ ଜୟପୁର ସ୍ଥିତ ତାଙ୍କ…
Read More...

ଛତ୍ରପୁର ବଜାରରେ ଆଜି ଦିନରେ ଅସମ୍ଭାଳ ଭିଡ଼ ପାଇଁ ଆଞ୍ଚଳିକ ପ୍ରଶାସନ ହିଁ ଦାୟୀ : ସାଧାରଣରେ ଆଲୋଚନା

ଛତ୍ରପୁର , (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋଟିଏ ଜିଲ୍ଲାରେ ଦୁଇ ପ୍ରକାର ନିୟମ । ଛତ୍ରପୁର ସହରରେ ଗତକାଲି ଓ ଆଜି ମଧ୍ୟାହ୍ନ ଦୁଇ ଘଣ୍ଟା ମଧ୍ୟରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହେବାର ନିୟମ ଥିବା ବେଳେ ବ୍ରହ୍ମପୁର ମହାନଗରରେ ସୋମବାର ଓ ମଙ୍ଗଳବାର ଏହି ଦୁଇଦିନ ସନ୍ଧ୍ୟା ୬ଘଣ୍ଟା ଯାଏଁ…
Read More...

ହରିଶଙ୍କର ପୀଠର କିମ୍ବଦନ୍ତୀ ଉପରେ ଡିସପ୍ଳେ ବୋର୍ଡଟି କଥା କହେ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ମୂଖ୍ୟ ପର୍ଯ୍ୟଟନ ସ୍ଥଳୀ ପ୍ରସିଦ୍ଧ ହରିଶଙ୍କର ପୀଠ । ହରିଶଙ୍କର ମନ୍ଦିର ପାହାଡ଼ ପାଦଦେଶରେ ପ୍ରାକୃତିକ ବୃକ୍ଷରାଜି ବେଶ ମନଲୋଭା ପରିବେଶ । ଗନ୍ଧମାର୍ଦ୍ଦନ ପାହାଡ଼ ଶିଖରୁ ଝରୁଥିବା ପାପନାଶିନୀ ଝରଣା ସେଲପଥର…
Read More...