Yearly Archives

2021

କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା ସାମ୍ବାଦିକ ରତିକାନ୍ତ ବଳ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାମ୍ବାଦିକ ରତିକାନ୍ତ ବଳ ଓରଫ୍ ମଣ୍ଟୁ(୩୮)ଙ୍କୁ ସାଉଁଟି ନେଇଛି କରୋନା । କରୋନାରେ ଆକ୍ରାନ୍ତ ହୋଇ ଯାଜପୁର ଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ସ୍ୱାସ୍ଥ୍ୟରେ ଅବନତି ଦେଖା ଦେବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଭୂବନେଶ୍ବର ସ୍ଥାନାନ୍ତରିତ…
Read More...

ଦେଓଗାଁରେ ପୁଣି ୩୩ କରୋନା ଆକ୍ରାନ୍ତ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ଅଞ୍ଚଳରେ ଗତ ରବିବାର ଦିନରୁ ଶୁକ୍ରବାର ଦିନ ପର୍ଯ୍ୟନ୍ତ ୨୫୩ ଜଣ କରୋନା ପଜିଟିଭ ହୋଇଛନ୍ତି । ହେଲେ ଶନିବାର ଦିନ ଦେଓଗାଁ ବ୍ଲକର ୩ଟି ପଞ୍ଚାୟତରୁ ୩୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ଆସିବା ପରେ ଏହି ସଂଖ୍ୟା ୨୮୬ରେ ପହଞ୍ଚିଛି…
Read More...

କେଶରୀୟା ହିନ୍ଦୁ ବାହିନୀ ସହଯୋଗରେ ହାଇଦ୍ରାବାଦରୁ ଘରକୁ ଫେରୁଛନ୍ତି ବଲାଙ୍ଗିରରୁ ଯାଇଥିବା ୬ଟି ଦାଦନ ଶ୍ରମିକ ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଆଠ ମାସ ପୂର୍ବେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ଖଲିପଥର ଗ୍ରାମରୁ କିଛି ଅଗ୍ରିମ ପଇସା ନେଇ ଏକ ଶ୍ରମିକ ଠିକାଦାର ମାଧ୍ୟମରେ ହାଇଦ୍ରାବାଦ ସ୍ଥିତ ମେହେବୁବ ନଗର ଅଞ୍ଚଳକୁ ଇଟା ଗଢିବା ପାଇଁ ଯାଇଥିଲେ ୬ଟି ଦାଦନ ଶ୍ରମିକ ପରିବାର । ହେଲେ ଗତ ଏପ୍ରିଲ…
Read More...

ମାନବିକତାର ପରିଚୟ ଦେଲା ପଶ୍ଚିମ ଓଡ଼ିଶାର ଯୁବା ମଞ୍ଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ କରୋନା ସଂକ୍ରମଣ ଯୋଗୁଁ ସାରା ରାଜ୍ୟରେ ଲକଡାଉନ୍ ଜାରି ରହିଥିବା ବେଳେ ଏହି ଘଡିସନ୍ଧି ମୁହୁର୍ତରେ ଅସହାୟ ଲୋକଙ୍କ ପାଇଁ ଦେବଦୁତ ସାଜିଛି ପଶ୍ଚିମ ଓଡିଶା ଯୁବା ମଞ୍ଚ । ଲଗାତାର ଚାରି ଦିନ ହେବ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ…
Read More...

ଗଞ୍ଜାମ ଜିଲ୍ଲାରେ ଏଣିକି ମଦ ହୋମ ଡେଲିଭେରୀ ହେବ : ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସହଜ ଓ ସୁରୁଖୁରୁରେ ମଦ ବିକ୍ରୀ ଉପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଚିନ୍ତାପ୍ରକଟ କରିଛନ୍ତି । ଯାହାକି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଲୋକେ ମଦ ନପିଇଲେ, ଅଧିକ ମାତ୍ରାରେ ମୃତ୍ୟୁବରଣ କରିବେ, ଏଥିରେ ନିଃସନ୍ଦେହ ।ରାଜ୍ୟରେ ୧ ନମ୍ବରରେ ଗଞ୍ଜାମ…
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ : ବଲାଙ୍ଗିର ପୌରାଂଚଳରୁ ୮୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୮୪ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ . ୧୩ରୁ ୧, ୧୪ରୁ ୧, ୧୬ରୁ ୧, ୩ରୁ ୨, ୬ରୁ ୨, ୮ରୁ ୨, ୧୦ରୁ…
Read More...

ଅମ୍ଲଜାନ ସିଲିଣ୍ଡର ପହଞ୍ଚାଇଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ସଂଗଠନ ସବୁବେଳେ ନିଜ ଅଞ୍ଚଳର ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ତତ୍ପର, କରୋନା ମହାମାରୀ ସମୟରେ ଯେତେବେଳେ ସାଧାରଣ ଜ୍ୱର ହେଉଥିବା ଜାଣି ମଧ୍ୟ ବନ୍ଧୁ ପରିଜନ ପାଖ ମାଡୁ ନାହାନ୍ତି । ଏହିପରି ସମୟରେ ମାହେଶ୍ୱରୀ ସଂଗଠନର ସଦସ୍ୟମାନେ…
Read More...

ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ବନଦୁର୍ଗା ମନ୍ଦିରରେ ପଦ୍ମପୁର ବ୍ରାହ୍ମଣ ସମାଜ ଓ ପର୍ଶୁରାମ ବାହିନୀ ଆନୁକୂଲ୍ୟରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ, ସମସ୍ତ କୋଭିଡ କଟକଣା ପାଳନ ପୂର୍ବକ ନିଷ୍ଠାର ସହ ପାଳିତ ହୋଇଯାଇଛି ।ପୂଜନ ପରେ ସମସ୍ତ ସମାଜର ମଙ୍ଗଳ ଓ ବିଶ୍ୱକୁ କୋରନା…
Read More...

ମାକ୍ସ ପିନ୍ଧି ଅକ୍ଷୀ ମୁଠି ଛୁଇଁଲେ ଚାଷୀ : ପରମ୍ପରା ସୁରକ୍ଷା ପାଇଁ ଆଗେଇ ଆସିଲେ ସୌମେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ଯୋଗୁଁ ଫିକା ପଡିଛି ଚାଷ ଅନୁକୂଳର ଆରମ୍ଭ ପର୍ବ ଅକ୍ଷୟ ତୃତୀୟା । ସରକାରୀ ଭାବେ ଜିଲା ପ୍ରଶାସନ ଦ୍ୱାରା ଏହାକୁ ବାତିଲ କରାଯାଇଥିବା ବେଳେ କେତେକ ସ୍ଥାନରେ ଏହାକୁ ଚାଷୀମାନେ ପାଳନ କରିଛନ୍ତି । ଚାଷୀ ନେତା ତଥା ଜିଲା କୃଷକ ମହାସଂଘର ସଭାପତି…
Read More...

ସାହିତ୍ୟ ପ୍ରାଣ କବି ଖଗେଶ୍ଵର ସେଠଙ୍କ ୧୧୬ତମ ଜୟନ୍ତୀ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ସରସରା ଗ୍ରାମରେ ସାହିତ୍ୟ ପ୍ରାଣ କବି ଖଗେଶ୍ଵର ସେଠଙ୍କ ୧୧୬ ତମ ଜୟନ୍ତୀ କରୋନା କଟକଣା ପାଳନ ପୂର୍ବକ ପାଳିତ ହୋଇଯାଇଛି । ଏଥିରେ ଖଗେଶ୍ୱର ସାହିତ୍ୟ ସଂସଦର ସମସ୍ତ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ସଭାରେ ପୂର୍ବତନ ସଦସ୍ୟ ସର୍ଗତ…
Read More...