ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ : ବଲାଙ୍ଗିର ପୌରାଂଚଳରୁ ୮୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୮୪ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ . ୧୩ରୁ ୧, ୧୪ରୁ ୧, ୧୬ରୁ ୧, ୩ରୁ ୨, ୬ରୁ ୨, ୮ରୁ ୨, ୧୦ରୁ ୨, ୭ରୁ ୨, ୧୮ରୁ ୩, ୫ରୁ ୪, ୧୧ରୁ ୪, ୨୧ରୁ ୪, ୪ରୁ ୫, ୧୫ରୁ ୫, ୧୯ରୁ ୫, ୨୦ରୁ ୧୦, ୯ରୁ ୧୧ ଓ ୨ରୁ ୧୮ ଜଣ ସଂକ୍ରମିତ ହୋଇଛନ୍ତି ।

ସେହିପରି ଆଗଲପୁର ବ୍ଲକ ଆଗଲପୁର, ବକଟି, ବୁଦୁଲା, ଡୁଡ଼ୁକା, ରୋତ ଗ୍ରା.ପ.ରୁ ଜଣେ ଲେଖାଏଁ ଓ ଭରସୁଜା ଗ୍ରା.ପ.ରୁ ୨ ଜଣ, ବଲାଙ୍ଗିର ବ୍ଲକ ବଏଦୀପାଲି, ବାରପୁରଗିଆ, ଚନ୍ଦନଭାଟି, ଚୁଡ଼ାପାଲି, ଖୁଂଟପାଲି, ମାଧିଆପାଲି, ମନହୀରା, ସକମା ଗ୍ରା.ପ.ରୁ ଜଣେ ଲେଖାଏଁ ଓ ସଦେଇପାଲି ଗ୍ରା.ପ.ରୁ ୨ ଜଣ, ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା, ଜାମଖୁଣ୍ଟା, ଖଇରା, କୁଡ଼ଜଙ୍ଗ, କୁରସୁଡ଼, ତୁରେକେଲା ଗ୍ରା.ପ.ରୁ ଜଣେ ଲେଖାଏଁ, ଗନ୍ଧର୍ଲା ଓ ସିନ୍ଧେକେଲା ଗ୍ରା.ପ.ରୁ ୨ ଜଣ ଲେଖାଏଁ, ବଙ୍ଗୋମୁଣ୍ଡା ଓ ଝଲପ ଗ୍ରା.ପ.ରୁ ୪ ଜଣ ଲେଖାଏଁ, ଭାଲୁମୁଣ୍ଡା ଗ୍ରା.ପ.ରୁ ୭ ଜଣ ସଂକ୍ରମିତ ହୋଇଛନ୍ତି । ବେଲପଡ଼ା ବ୍ଲକ କନ୍ଧେନଝୁଲା, କାନୁଟ୍‌, ନୁନ୍‌ହାଡ଼, ସିହିନି, ତେତେଲମୁଣ୍ଡା ଗ୍ରା.ପ.ରୁ ଜଣେ ଲେଖାଏଁ, ବେଲପଡ଼ା ଓ ଭରୁଆଁପାଲି ଗ୍ରା.ପ.ରୁ ୨ ଜଣ ଲେଖାଏଁ, ଦେଓଗାଁ ବ୍ଲକ କୁତୁର୍ଲା, ମୁକୁନ୍ଦପୁର ଓ ଉଡ଼ାର ଗ୍ରା.ପ.ରୁ ଜଣେ ଲେଖାଏଁ ଏବଂ ଗୌଡ଼ଗୋଠ ଗ୍ରା.ପ.ରୁ ୩୦ ଜଣ, ଗୁଡ଼ଭେଲା ବ୍ଲକ ବୀରାମୁଣ୍ଡା ଗ୍ରା.ପ.ରୁ ଜଣେ ଓ ତେନ୍ତୁଲିଖୁଣ୍ଟି ଗ୍ରା.ପ.ରୁ ୩ ଜଣ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧, ୧୦, ୧୨, ୧୫ରୁ ଜଣେ ଲେଖାଏଁ ଓ ୧୪ ଏବଂ ୯ରୁ ୩ ଜଣ ଲେଖାଏଁ, ଖପ୍ରାଖୋଲ ବ୍ଳକ ବାଘମୁଡ଼, ବେନ୍ଦେର, ମହରାପଦର, ନାନ୍ଦୁପଲା, ଓଡ଼ିଆପାଲି, ପଡ଼ିଆବାହାଲ ଗ୍ରା.ପ.ରୁ ଜଣେ ଲେଖାଏଁ, ଭାନପୁର, ଘୁନସର, ରେଙ୍ଗାଲି ଗ୍ରା.ପ.ରୁ ୨ ଜଣ ଲେଖାଏଁ, ବଡ଼ଉଡେ଼ନ ଓ ଧଣ୍ଡାମୁଣ୍ଡା ଗ୍ରା.ପ.ରୁ ୩ ଜଣ ଲେଖାଏଁ, ଖପ୍ରାଖୋଲ ଗ୍ରା.ପ.ରୁ ୪ ଜଣ, କରୁଆଁଝର ଗ୍ରା.ପ.ରୁ ୫ ଜଣ, ଲାଠୋର ଓ ମାଲପଡ଼ା ଗ୍ରା.ପ.ରୁ ୮ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଲୋଇସିଂହା ବ୍ଳକ ବାଦିବାହାଲ, ହୀରାପୁର, ଝାରମୁଣ୍ଡା, ଲୋଇସିଂହା, ରେଙ୍ଗାଲି ଓ ତଲିଉଡ଼ାର ଗ୍ରା.ପ.ରୁ ଜଣେ ଲେଖାଏଁ, ମୁରିବାହାଲ ବ୍ଲକ ଚନାବାହାଲ, ଡଙ୍ଗରପଡ଼ା, ଗୋଇମୁଣ୍ଡା, ଗୁଡ଼ିଘାଟ, ସିରୋଲ ଗ୍ରା.ପ.ରୁ ଜଣେ ଲେଖାଏଁ ଏବଂ ପତ୍ରାପାଲି ଗ୍ରା.ପ.ରୁ ୪ ଜଣ, ପାଟଣାଗଡ଼ ବ୍ଲକ ବରପଦର, ଭରତବାହାଲ, ଗଙ୍ଗାସାଗର, ସୁନାମୁଦି, ତେଣ୍ଡାପଦର, ଉଲ୍‌ବା ଗ୍ରା.ପ.ରୁ ଜଣେ ଲେଖାଏଁ ଓ ମରୁଆଁ ଗ୍ରା.ପ.ରୁ ୨ ଜଣ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧୧, ୧୩, ୮ ଓ ୯ରୁ ଜଣେ ଲେଖାଏଁ ଏବଂ ୧ରୁ ୨ ଜଣ, ପୁଇଁନ୍ତଲା ବ୍ଲକ ବିଲେଇସଡର଼୍ା, ଜାମଗାଁ, କୁରୁଲ, ମଲମୁଣ୍ଡା ଗ୍ରା.ପ.ରୁ ଜଣେ ଲେଖାଏଁ, ବହଲପଦର ଓ ବୁବେଲ ଗ୍ରା.ପ.ରୁ ୨ ଜଣ ଲେଖାଏଁ, ପୁଇଁନ୍ତଲା ଗ୍ରା.ପ.ରୁ ୩ ଜଣ, ଆଠଗାଁ ଗ୍ରା.ପ.ରୁ ୪ ଜଣ, ଅଙ୍କରିଆପଦର ଗ୍ରା.ପ.ରୁ ୫ ଜଣ, ମହିମୁଣ୍ଡା ଗ୍ରା.ପ.ରୁ ୬ ଜଣ, ସଇଁନ୍ତଲା ବ୍ଳକ ଆମପାଲି, ବିବନା, ଧରପଗଡ଼, ଘୁନସର, ଜୁରାବନ୍ଧ, ରେଙ୍ଗାଲି, ଶିଶକେଲା ଗ୍ରା.ପ.ରୁ ଜଣେ ଲେଖାଏଁ, ଡୁଙ୍ଗୁରିପାଲି, ଗଣ୍ଡ୍‌ପତ୍ରାପାଲି, କୁଇକେଡ଼ା, ସଇଁନ୍ତଲା ଗ୍ରା.ପ.ରୁ ୨ ଜଣ ଲେଖାଏଁ, ବଡ଼ମାଲ, ବୁଢ଼ାବାହାଲ ଗ୍ରା.ପ.ରୁ ୩ ଜଣ ଲେଖାଏଁ, ଭଦ୍ରା ଗ୍ରା.ପ.ରୁ ୫ ଜଣ, ବେଲଗାଁ ଓ କେର୍‌ମେଲି ଗ୍ରା.ପ.ରୁ ୬ ଜଣ ଲେଖାଏଁ, ଟିଟିଲାଗଡ଼ ବ୍ଳକ ବିଜେପୁର, ବିନେକେଲା, କୁସକେଲା, ମହୁଲପଡ଼ା ଓ ପରାସରା ଗ୍ରା.ପ.ରୁ ଜଣେ ଲେଖାଏଁ, ଖୋଲାନ ଗ୍ରା.ପ.ରୁ ୨ ଜଣ ଏବଂ ଜଗୁଆ ଗ୍ରା.ପ.ରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି ।

ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧୨ରୁ ଜଣେ, ୨ରୁ ୨ ଜଣ, ୧ରୁ ୩ ଜଣ ସଂକ୍ରମିତ ହୋଇଥିବା ବେଳେ ତୁରେକେଲା ବ୍ଲକ ବୁରୋମାଲ, ଧାମନଡ଼ଙ୍ଗା, ଡୁମେରଚୁଆଁ ଗ୍ରା.ପ.ରୁ ଜଣେ ଲେଖାଏଁ, ଚଟୁଅନ୍‌କା, ଘୁନେସ, ହିଆଲ, ଝରନି ଗ୍ରା.ପ.ରୁ ୨ ଜଣ ଲେଖାଏଁ, କୁଇବାହାଲ, ମହଖଣ୍ଡ ଗ୍ରା.ପ.ରୁ ୪ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ତୁଷୁରା ଏନ୍‌ଏସି ୱାର୍ଡ ନଂ.୮ରୁ ଜଣେ ସଂକ୍ରମିତ ହୋଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.

19 − twelve =

error: Content is protected !!