Monthly Archives

September 2021

ପ୍ରତିଶୃତି ପରେ ହସ୍ପିଟାଲ ଆନ୍ଦୋଳନ ସ୍ଥଗିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ମଙ୍ଗଳବାର ଦିନରୁ ଚାଲିଥିବା ହସ୍ପିଟାଲ ଆନ୍ଦୋଳନ ପୋଲିସ ପ୍ରଶାସନ ଓ ହସ୍ପିଟାଲ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ସ୍ଥଗିତ ରଖାଯାଇଛି । ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ସିସିଟିଭି ଲଗେଇବା, ଗେଟ ସମ୍ମୁଖରେ ସ୍କ୍ରିନିଂ, ପୋଲିସ ଗାର୍ଡ, ପେଟ୍ରୋଲିଂ ଓ
Read More...

୮ ଦଫା ଦାବୀ ନେଇ ଗାଁ ସାଥୀ ସଂଘ ପକ୍ଷରୁ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗାଁ ସାଥୀ ସଂଘ ପକ୍ଷରୁ ଆଜି ୮ ଦଫା ଦାବୀ ନେଇ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଗାଁ ସାଥୀଙ୍କ ଅଭିଯୋଗ ଅନୁସାରେ, ସରକାରଙ୍କ ପଂଚାୟତିରାଜ ବିଭାଗରୁ ଆସିଥିବା ଚିଠି
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ପାଳିଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା ଛାତ୍ର କଂଗ୍ରେସ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରିଛି । ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଶ୍ୱ ବିଦ୍ୟାଳୟ ସାରା ବୁଲି ଛାତ୍ର, ଶିକ୍ଷକ ଓ କଲେଜ କର୍ତ୍ତୁପକ୍ଷଙ୍କୁ
Read More...

ପାଟଣାଗଡ଼ ଏନ୍‌ଏସି.ରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲା ଜନମଞ୍ଚ

ପାଟଣାଗଡ଼, (ଗୋରେଖନାଥ ବରିହା) : ବିଜ୍ଞାପିତ ଅଞ୍ଚଳ ପରିଷଦ ଏନ୍‌ଏସି ପାଟଣାଗଡ଼ ସହରରେ ଅଷ୍ଟମ ପାସ୍ ପିଲା ନଥିଲା ପରି ଉପକୁଳ ଅଞ୍ଚଳର ଯୁବକଙ୍କୁ ଆଣି ନିଯୁକ୍ତି ଦେବା ସରକାରୀ ଅର୍ଥ ଆତ୍ମସାତ ଭଲି ଅନିୟମିତତା ହେଉଥିବା ନେଇ ଜନମଞ୍ଚ ପକ୍ଷରୁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ
Read More...

ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସାଂଗଠନିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସଭାପତି ସ୍ୱର୍ଗତ ସୁଧିର ପରିଚ୍ଛାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଚାଷୀ ନେତା ବାବାଜୀ ଦାସଙ୍କ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାଳୀଚରଣ ଦୁବେ ଯୋଗଦାନ କରିଛନ୍ତି । ଶ୍ରୀ ଦୁବେ ଏହା ପୂର୍ବରୁ ନୂଆପଡା ଜିଲ୍ଲା ଜନଶକ୍ତି ଉଚ୍ଚ ବିଦ୍ୟାଳୟ, ଖଏରାରେ ସିନିୟର ଏସ୍.ଇ.ଏସ୍. ପ୍ରଧାନ ଶିକ୍ଷକ ଭାବରେ
Read More...

ବ୍ରହ୍ମପୁର ମହାନଗର ନିଗମ ଆନୁକୂଲ୍ୟରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ଆନୁକୂଲ୍ୟରେ ନିଗମ କାର୍ଯ୍ୟାଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କ ତେତୃତ୍ଵରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ
Read More...

ବୁଢ଼ୀପଦର ପଞ୍ଚାୟତକୁ ମରୁଡି ଘୋଷଣା ନିମନ୍ତେ ଦାବୀପତ୍ର ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତକୁ ମରୁଡି ଘୋଷଣା ଦାବୀରେ ବିଡ଼ିଓ ଏବଂ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଗତ ଅଗଷ୍ଟ ୨୯ରେ ସ୍ଥାନୀୟ ରାଜୀବ ଭବନ ଠାରେ ସୁଧାଂଶୁ ଶେଖର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ
Read More...

ଦୁଷ୍କର୍ମକାରୀଙ୍କୁ ଗିରଫ ଦାବୀରେ ଏସ୍‌ପି ଅଫିସ ଘେରିଲା ଭୀମ ଆର୍ମି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଏସ୍‌ପି ଅଫିସ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ଓଡିଶା ଭୀମ ଆର୍ମି । ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଞ୍ଚଳର ଜଣେ ଦଳିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ବାର ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ଦାବୀରେ ବରଗଡ଼
Read More...

ଗୋପାଳପୁର ବନ୍ଦର ଆନୁକୂଲ୍ୟରେ ବିଶୁଦ୍ଧ ପାନୀୟ ଜଳ ଓ ଶିଶୁଉଦ୍ୟାନ ଲୋକାର୍ପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଆନୁକୂଲ୍ୟରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ପଞ୍ଚାୟତର ଟାକିରିଆ ବ୍ରହ୍ମପୁର ଠାରେ ଏକ ବିଶୁଦ୍ଧ ପାନୀୟ ଜଳ ଏଟିଏମ୍‌ ଏବଂ ଆର୍ଯ୍ୟପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଶିଶୁ ଉଦ୍ୟାନର ଉଦଘାଟନ ହୋଇଯାଇଛି । ଛତ୍ରପୁର
Read More...