Daily Archives

ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନକ ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥଙ୍କ ଦ୍ୱାରା ସହିଦ ପ୍ରତିମୂର୍ତ୍ତି ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଟାସିଂହା ଗ୍ରାମପଞ୍ଚାୟତ ଅଧିନସ୍ଥ ତେନ୍ତୁଲି ଗ୍ରାମରେ ସହିଦ ସୁମନ୍ତ ପଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ତଥା ସହିଦ ପରିବାରଙ୍କ ମିଳିତ ଉଦ୍ୟମରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ତଥା
Read More...

ସେବା ସପ୍ତାହ ପାଳିତ

କଣ୍ଟାବାଞ୍ଜି, (ମନିଷ କୁମାର ହଂସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ସପ୍ତାହ ପାଳନ ଅବସରରେ ସ୍ଥାନୀୟ କଣ୍ଟାବାଞ୍ଜି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସେବା ସପ୍ତାହ ପାଳିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ରୋଗୀମାନଙ୍କୁ ଫଳମୂଳ ଦେବା ସାଙ୍ଗକୁ ତାଙ୍କର
Read More...

ଦେଓଗାଁ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା : ୩ୟ ଦିନରେ ୯ଟି ପଞ୍ଚାୟତରେ ୮୫୧୬ ଜଣଙ୍କୁ ପ୍ରଦାନ କରାଗଲା ବିଜୁ…

ମୋଟ ବ୍ଲକରେ ପାଇଲେ ୨୭ହଜାର ୧୭୧ ଜଣ ବିଏସକେୱାଇ କାର୍ଡ଼ ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ସାଢ଼େ ୯ଟା ସମୟରୁ ଦେଓଗାଁ ବ୍ଲକର ୯ଟି ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୮୫୧୬ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଛି । ଦେଓଗାଁ ବ୍ଲକର
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କାର୍ଯ୍ୟକ୍ରମ ହୋଇଥିବା ସ୍ଥାନରେ ହୋମ ଯଜ୍ଞ ଏବଂ ଗଙ୍ଗାଜଳ ସିଞ୍ଚନ କରି…

ପାଟଣାଗଡ, (ଗୋରେଖନାଥ ବରିହା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗିର ଗସ୍ତ କରି ସ୍ଥାନୀୟ ରମାଇ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ହେଲଥ୍ କାର୍ଡ ବଂଟନର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ
Read More...

ଅନ୍ତର୍ଲା ଛକରେ ଡ଼କାୟତି ଘଟଣା : ୨ ବାଇକ ଓ ୬ ମୋବାଇଲ ଜବତ ସହ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଅର୍ନ୍ତଗତ ବନ୍ଧପଡ଼ା-ଅର୍ନ୍ତଲା ରାସ୍ତାରେ କିଛି ଦିନ ତଳେ ହୋଇଥିବା ଡ଼କାୟତି ଘଟଣାରେ ଦେଓଗାଁ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୬ଟି ମୋବାଇଲ ସହ ୨ଟି ବାଇକକୁ ଜବତ କରିଥିବା ଦେଓଗାଁ ଆଇଆଇସି ବାମଦେବ
Read More...

ପ୍ରକାଶ ପାଇଲା ସିଭିଲ ସର୍ଭିସ୍‌-୨୦୨୦ ପରୀକ୍ଷା ଫଳ : ଶୁଭମ କୁମାର ଆଇଏସ୍‌ ଟପ୍ପର

ନୂଆଦିଲ୍ଲୀ : ସିଭିଲ ସର୍ଭିସ୍‌-୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ ଏହି ପରୀକ୍ଷାରେ ୭୬୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଶୁଭମ କୁମାର ପ୍ରଥମ ରାଙ୍କ୍‌ରେ ଉତୀର୍ଣ୍ଣ ହୋଇଛନ୍ତି । ୟୁପିଏସ୍‌ସି ତରଫରୁ ଦିଆ ଯାଇଥିବା ସୂଚନାରେ କୁହାଯାଇଛି କି, ଚୟନ କରାଯାଇଥିବା ମୋଟ
Read More...

ନିର୍ଭିକ ତଥା କର୍ମନିଷ୍ଠ ସାମ୍ବାଦିକ ଅରିନ୍ଦମଙ୍କୁ ‘କୋଶଳ ପ୍ରବାହ’ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ଭିକ ତଥା କର୍ମନିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ଅରିନ୍ଦମଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ ଉଦ୍ଦେଶ୍ୟରେ ସ୍ଥାନୀୟ ‘କୋଶଳ ପ୍ରବାହ’ କାର୍ଯ୍ୟାଳୟରେ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୦ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ଉଲୁଣ୍ଡା, ତରଭା, ବିନିକା, ସୋନପୁର,
Read More...

ସିଏ ଓ ସିଏମ୍‌ଏ ଗଢ଼ିବା ଦିଗରେ ଓଡ଼ିଶାରେ ବିଶେଷ ସଫଳତା ପ୍ରଦର୍ଶନ କରିଛି ସିଏନ୍‌ସି : ୨୦୨୦-୨୧ରେ ସିଏ ଓ ସିଏମ୍‌ଏ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଏ ଓ ସିଏମ୍‌ଏ ଗଢ଼ିବା ଦିଗରେ ଓଡ଼ିଶାରେ ବିଶେଷ ସଫଳତା ପ୍ରଦର୍ଶନ କରିଛି ସିଏନ୍‌ସି । ସୁନାମଧନ୍ୟ ସିଏନ୍‌ସି (ନାଇସ୍‌ ବାଣିଜ୍ୟ ମହାବିଦ୍ୟାଳୟ)ର ଖ୍ୟାତି ଅଧ୍ୟାୟରେ ସଫଳତାର ଆଉ ଏକ ପାହାଚ ଯୋଡ଼ି ହୋଇଯାଇଛି । ତାହାର ଜ୍ୱଳନ୍ତ ଉଦାହରଣ ହେଉଛି, ବର୍ଷ
Read More...

ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଫଟାମୁଣ୍ତା ଆମ୍ବେଦକର ଯୁବସଂଘ ଆନୁକୂଲ୍ୟରେ ୯ ତମ ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟଘାଟ ଉତ୍ସବ କୋଭିଡ ଗାଇଡ୍‌ ଲାଇନ୍‌ ଆଧାରରେ ଅନୁଷ୍ଠିତ ହୋଇ ଯାଇଛି । ଏଇ ଉତ୍ସବର ମୁଖ୍ୟ ଅତିଥି ନାଟ୍ୟକାର କେଶରଂଜନ ପ୍ରଧାନ, ସମ୍ମାନିତ ଅତିଥି
Read More...