Monthly Archives

September 2021

ରାଜ୍ୟରେ ସିଭିଲ୍ ଜଜ୍ କୋର୍ଟ୍ (ଜେଏଫ୍‌ଏମସି) ଉଦ୍‌ଘାଟନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ.ଏସ୍.ମୁରଲୀଧର ଭିସି ମାଧ୍ୟମରେ ରାଜ୍ୟରେ ସିଭିଲ୍ ଜଜ୍ କୋର୍ଟ୍ (ଜେଏଫ୍‌ଏମସି) ଉଦଘାଟନ କରିଛନ୍ତି । ଏହି ସବୁ କୋର୍ଟ୍ କେଉଁଝର ଜିଲ୍ଲାର ତେଲକୋଇ, ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା, ମୟୂରଭଞ୍ଜ ଜିଲ୍ଲାର
Read More...

ନଳକୂପରେ ଚାନ୍ଦିନୀ ନିର୍ମାଣ ଦାବୀରେ ପଂଚାୟତ ସମ୍ମୁଖରେ ଆମରଣ ଅନଶନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତରେ ଅନେକ ନଳକୂପରେ ୬ ବର୍ଷ ହେଲା ଚାନ୍ଦିନୀ ନିର୍ମାଣ ହୋଇନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାର ପ୍ରତିବାଦରେ ଗତକାଲି ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯାଇଥିବା
Read More...

ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ ସଂକିର୍ତ୍ତନ୍ୟ ବାଗଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ ସଂକିର୍ତ୍ତନ୍ୟ ବାଗ ମଙ୍ଗଳବାର ଦିନ ଅବସର ଗ୍ରହଣ କରିଛନ୍ତି । ସେ ବିଇଓ ଦାୟିତ୍ୱ ନେବା ପୂର୍ବରୁ ଦୀର୍ଘ ବର୍ଷ ଧରି ଦେଓଗାଁ ବ୍ଳକ ବନ୍ଧପଡ଼ା ହାଇସ୍କୁଲର ପ୍ରଧାନ ଶିକ୍ଷକ ଥିଲେ । ଦେଓଗାଁ ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱ
Read More...

ଭୀମ ଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ଭଜନ ସମାରୋହ ପାଇଁ ଥିଲା : ପେଟପାଟଣା ପାଇଁ ଫିନାଇଲ ପ୍ରସ୍ତୁତି ଶିଖେଇଲା…

ମ.ରାମପୁର, (ହେମନ୍ତ ସାହୁ) : କିଛି ବର୍ଷ ତଳେ ଦିବ୍ୟାଙ୍ଗମାନେ ନିଜେ ନିଜ ଗୋଡ଼ରେ ଛିଡ଼ା ହେବା ଉଦ୍ଦେଶ୍ୟରେ ମ.ରାମପୁରଠାରେ ଏକତ୍ରୀତ ହେଲେ । ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏଇ ଦିବ୍ୟାଙ୍ଗ ଭାଇଭଉଣୀମାନେ ପରିବାରର ବୋଝ ହେବା ବଦଳରେ ନିଜେ କେମିତି ରୋଜଗାର କରିବେ, ସେ ଦିଗରେ ପାଦ ଆଗକୁ
Read More...

ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବୀ ନେଇ ଆରମ୍ଭ ହେଲା ଚିନିକଳ ସମ୍ମୁଖରେ ଅନିଶ୍ଚିତତା ଧାରଣା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଭିଲେଜର୍ସ ପାର୍ଟି ଅଫ ଇଣ୍ଡିଆ, ପଞ୍ଚିମ ଓଡ଼ିଶା ସେବା ସଂଘ, ବିଜୟାନନ୍ଦ ଚିନିକଳ କର୍ମଚାରୀ ସଂଘ, ଆଦିବାସୀ ଅଧିକାର ମହାସଂଘ ପକ୍ଷରୁ ବୁଧବାର ୧୧ଟା ସମୟରେ
Read More...

ଭୀମପାହାଡରେ ଦେଓଗାଁ ବ୍ଳକ ଜୋନ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ : ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ହେବାକୁ ଆହ୍ୱାନ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ୨ଟା ସମୟରେ ଦେଓଗାଁ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରୀ ନିକଟରେ ଥିବା ପର୍ଯ୍ୟଟନସ୍ଥଳୀ ଭୀପାହାଡ଼ରେ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ଦେଓଗାଁ ବ୍ଳକ ୧୩ ନମ୍ବର ଜୋନର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଜିଲ୍ଲା ପରିଷଦ
Read More...

ନୁଆଁଖାଇ ଭେଟଘାଟ ପାଇଁ କଳିକେଶ ସମର୍ଥକଙ୍କ ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ୧୬ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ବିଜେଡି କର୍ମୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଜୋନ୍‌ର ୧୦ଟି ପଞ୍ଚାୟତର ପ୍ରାୟ ୧୫୦ ଜଣରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଏଥିରେ ସର୍ବ
Read More...

ଭୀମ ଭୋଇ ମେଡିକାଲ ପରିଦର୍ଶନ କଲେ ସଙ୍ଗୀତା : ଅବ୍ୟବସ୍ଥା ସୁଧାରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଦେଲେ ୭ ଦିନର ମହଲତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ସମୀକ୍ଷା ବୈଠକ ପରେ ଭୀମ ଭୋଇ ମେଡିକାଲକୁ ପରିଦର୍ଶନରେ ଯାଇଥିଲେ । ଏମ୍‌ସିଏଚ ବିଲ୍ଡିଂର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ରୋଗୀଙ୍କ ସୁବିଧା ଅସୁବିଧା ବୁଝି ଅସଲ ସ୍ଥିତି ପରଖି ଥିଲେ ।
Read More...

ତୃତୀୟ ଲହର ପୁର୍ବରୁ ସାଂସଦଙ୍କ ଜିଲ୍ଲା ସ୍ୱାସ୍ଥ୍ୟ ବ୍ୟବସ୍ଥା ସମୀକ୍ଷା : ପୁଣି ଧରା ପଡିଲା ୪ଟି ଅବ୍ୟବହୃତ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ମହାମାରୀର ତୃତୀୟ ଲହର ପୂର୍ବରୁ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ପରଖିଛନ୍ତି ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ । ଆଜି ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜରେ ଠାରେ ଅନୁଷ୍ଠିତ ଏକ ବୈଠକରେ ସେ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ସମୀକ୍ଷା
Read More...

ଓଡ଼ିଶାକୁ ସାର ଯୋଗାଇବା ଦାବୀରେ ବିଜେଡ଼ିର ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୃଷି ପ୍ରଧାନ ଓଡ଼ିଶାରେ ଏବଂ ବରଗଡ଼ ଜିଲ୍ଲାରେ ସାରର ଅଭାବ ଲାଗି ରହିଛି । କେନ୍ଦ୍ର ସରକାର ଓଡ଼ିଶାକୁ ଆବଶ୍ୟକ ପରିମାଣରେ ସାର ଯୋଗୁଉ ନାହାନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଯେତେ ଚିଠି ଲେଖିଲେ ମଧ୍ୟ ସୁଫଳ ମିଳୁନାହିଁ । ଫଳରେ
Read More...