Monthly Archives

September 2021

ଗାଁ ଦାଣ୍ଡରେ ଯୁବକଙ୍କୁ ମାରାଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା କେନ୍ଧୁମୁଣ୍ଡି ପଞ୍ଚାୟତ ମଘାମରା ଗ୍ରାମରେ ଗାଁ ଦାଣ୍ଡରେ ଯୁବକଙ୍କୁ ମାରାଣାସ୍ତ୍ର ଧିରି ତିନି ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ହାଣି ଥିବା ସହ ତାଙ୍କ ସ୍ତ୍ରୀ ସାଦ ନାଗଙ୍କୁ ଲୁହା ଛଡ଼ରେ ବାଡେଇ ଥିବା ସୂଚନା ମିଳିଛି ।
Read More...

ସାଂସଦ ସୁରେଶ ପୂଜାରୀ ଓ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ମରୁଡ଼ି ଅଞ୍ଚଳ ଗସ୍ତ : ଶତାଧିକ ବିଜେଡି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ସୁରେଶ ପୂଜାରୀ ଓ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପଦ୍ମପୁର ମରୁଡ଼ି ଅଞ୍ଚଳ ଗସ୍ତ ସହ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଗତକାଲି ସାଂସଦ ଶ୍ରୀ ପୂଜାରୀ ଓ ଶ୍ରୀ
Read More...

ପାୟୋନିୟର ସମ୍ପାଦକ ଡ଼. ଚନ୍ଦନ ମିତ୍ରଙ୍କ ବିୟୋଗରେ ଇଣ୍ଡିଆନ ମିଡିଆ ସେଣ୍ଟର ପକ୍ଷରୁ ଶୋକ ପ୍ରକାଶ

ନୂଆଦିଲ୍ଲୀ : ପାୟୋନିୟର ସମ୍ପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଚନ୍ଦନ ମିତ୍ରଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ସେ ପାୟୋନିୟର ସମ୍ପାଦକ ଭାବେ କାର୍ଯ୍ୟ କରି ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ । ସାମ୍ବାଦିକତାର କଳୁଷିତାକୁ ଦୂର
Read More...

ଜଣେ ମହିଳା ପୋଲିସ ପ୍ରେମରେ ପଡ଼ି ପତ୍ନୀ ଏବଂ ୨ ପିଲାଙ୍କୁ ହତ୍ୟା କଲା ସ୍ୱାମୀ

ନୋଏଡା : ୟୁପିର ନୋଏଡାଠାରେ ଜଣେ ମହିଳା ପୋଲିସ୍ ପ୍ରେମରେ ପଡିଥିବା ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଏବଂ ଦୁଇ ନିରୀହ ପିଲାଙ୍କୁ ହତ୍ୟା କରି ମୃତଦେହକୁ ଘରର ତଳ ମହଲାରେ ପୋତି ଦେଇଥିବା ଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ପୁଣି ହତ୍ୟାକାରୀ ନିଜ ବନ୍ଧୁଙ୍କୁ ହତ୍ୟା କରିବା ପରେ ନିଜର
Read More...

ପାକିସ୍ତାନର ସ୍ୱୀକାର : ତାଲିବାନର ସବୁଠାରୁ ବଡ ‘ସଂରକ୍ଷକ’ ବୋଲି କହି ସଂଗଠନକୁ ମଜବୁତ କରିଥିବା ପ୍ରକାଶ…

ଇସ୍‌ଲାମାବାଦ : ତାଲିବାନକୁ ନେଇ ପାକିସ୍ତାନରୁ ଏକ ବଡ ବିବୃତ୍ତି ଆସିଛି । ବାସ୍ତବରେ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରସିଦ ସ୍ୱୀକାର କରିଛନ୍ତି ଯେ, ଇସଲାମାବାଦ ବହୁ ପୂର୍ବରୁ ତାଲିବାନର ରକ୍ଷକ ରହିଆସିଛି । ରସିଦ କହିଛନ୍ତି ଯେ, ଆମେ ଏହାକୁ ଆଶ୍ରୟ ଦେଇ ସଂଗଠନକୁ ମଜବୁତ କରିବା
Read More...

ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅଟଳ ଥିଙ୍କରିଙ୍କ୍‌ ଲ୍ୟାବ୍‌ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅଟଳ ଥିଙ୍କରିଙ୍କ୍‌ ଲ୍ୟାବର ଶୁଭ ଉଦଘାଟନ ବରଗଡ ସାଂସଦ ସୁରେଶ ପୂଜାରୀଙ୍କ କରକମଳରେ ହୋଇଯାଇଛି । ଆଜିକାର ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ସାଂସଦ ସୁରେଶ ପୂଜାରୀ ଯୋଗଦେଇ ଅଟଲ
Read More...

ଚାଷ ଜମିକୁ ଯିବା ପାଇଁ ଚାଷୀଙ୍କୁ ମିଳୁନି ରାସ୍ତା : ଅଫିସ୍ ଧାଇଁ ଧାଇଁ ଚପଲ ଛିଣ୍ଡୁଛି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ତହସିଲଦାରଙ୍କୁ ବାରମ୍ବାର ଲେଖି ଜଣେଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ଏବଂ ଆମେ ଇନ୍‌କୁଆରୀ ପାଇଁ ଆର୍‌ଆଇଙ୍କୁ ପଠେଇବୁ ପଠେଇବୁ କହି ବର୍ଷ ବର୍ଷ ବିତିଗଲେ ମଧ୍ୟ ଚାଷୀଙ୍କୁ ମିଳୁନି ରାସ୍ତା । ଚାଷୀମାନେ
Read More...

ରାଜ୍ୟରେ କରୋନା ସଂକ୍ରମଣ : ଗତ ୨୪ ଘଂଟା ମଧ୍ୟରେ ୭୫୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୨୪୧ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୦୮ ଜଣ ୦ରୁ ୧୮ ବର୍ଷ ବୟସର ସଂକ୍ରମିତ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୮ ଜଣ
Read More...

ବଡ଼ବନ୍ଧ ସ୍ଵପ୍ନେଶ୍ୱର ଦୁଗ୍ଧ ସମବାୟ ସମିତି ପକ୍ଷରୁ ତାଲିମ ଶିବିର ସହ ୮୦ଟି ଗାଈର ମାଗଣା ଚିକିତ୍ସା ହେଲା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁଠୁର୍ଲା ବିଏମସି ଅନ୍ତର୍ଗତ ବଡବନ୍ଧରେ ସ୍ଵପ୍ନେଶ୍ୱର୍ ଦୁଗ୍ଧ ସମବାୟ ସମିତି ଆନୁକୁଲ୍ୟରେ ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡା ଆଞ୍ଚଳିକ ଦୁଗ୍ଧ ସଂଘ୍ ସହାୟତାରେ ଏକ ମାଗଣା ଗୋଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସମିତି ସଭାପତି
Read More...

କାମ ନ କରି ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଯୋଜନାରେ ଉଠିଛି ଟଙ୍କା : ବ୍ୟାପକ ଦୁର୍ନୀତି, ତଦନ୍ତ ପାଇଁ ବିଡ଼ିଓଙ୍କୁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଦିନକୁ ଦିନ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଘଟଣା ଅନେକ ଥର ଦେଖିବାକୁ ମିଳିଥାଏ । ହେଲେ ଏହି ବ୍ଳକରେ ତଦନ୍ତ ବଦଳରେ ରାଜନୈତିକ ଦଳର ଚାପରେ ଚାପି ହୋଇ କାର୍ଯ୍ୟାନୁଷ୍ଠାନ ହେଉନଥିବା ନଜରକୁ ଆସିଛି ।
Read More...