Monthly Archives

September 2021

ଯୁଗଯାତ୍ରୀ ସାହିତ୍ୟ ସଂସଦର ନୂଆଁଖାଇ ଭେଟ ପ୍ରସ୍ତୁତି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସାହିତ୍ୟର ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ଆଜି ନୂଆଁଖାଇ ଭେଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ସମ୍ପାଦକ ହେମନ୍ତ ସାହୁ ପୂର୍ବ ବୈଠକର ବିବରଣୀ ପଠନ ପରେ ଆଲୋଚନା ଆରମ୍ଭ ହେଇଥିଲା । ବୈଠକର ନିଷ୍ପତି ଅନୁଯାୟୀ
Read More...

୨ଜଣ କର୍କଟ ରୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ଅଚଂଳର ଦୁଇ ଜଣ ମହିଳା କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇ,
Read More...

କିସ୍ ପକ୍ଷରୁ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ମ.ରାମପୁର, (ହେମନ୍ତ ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକର ଗୌଡ କରଲାଖୁଣ୍ଟା ଠାରେ କିସ୍ ଭୂବନେଶ୍ୱରରେ ପାଠ ପଢୁଥିବା ଆଦିବାସୀ ଛାତ୍ର ଛାତ୍ରୀଙ୍କୁ କିସ୍ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ବର୍ତ୍ତମାନ କରୋନା ମହାମାରୀ ସମୟ ହୋଇଥିବା ବେଳେ ପିଲାମାନେ ଘରେ
Read More...

ପିକ୍‌ଅପ୍‌ ଗାଡି ସହ ଶାଳପଟା ଜବତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ରେଂଜ ଉର୍ଳାଦାନୀ ଗ୍ରାମ ନିକଟରେ ଏକ ପିକ୍‌ଅପ୍‌ ଗାଡି ସହ ୩୦ ଖଣ୍ଡ ଶାଳପଟା ଜବତ ହୋଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ରାତିରେ ମ.ରାମପୁର ରେଂଜ ଅଧିକାରୀ ଅସିତ କୁମାର ଦାଶଙ୍କ
Read More...

ଜିଲ୍ଲାରେ ମରୁଡି ପରିସ୍ଥିତିରୁ ନଜର ହଟେଇବା ପାଇଁ ବିଜେଡି ସାର ଆନ୍ଦୋଳନ କରୁଛି : ଆପ୍

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କୃଷି ପାଇଁ ବ୍ୟବହୃତ ରାସାୟନିକ ସାରର ଅଭାବୀ ପରିସ୍ଥିତିକୁ ନେଇ ଶାସକ ବିଜୁ ଜନତା ଦଳ ଏବେ କେନ୍ଦ୍ରକୁ ଦାୟୀ କରି ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଥିବା ବେଳେ ଜିଲ୍ଲାରେ ମରୁଡି ପରିସ୍ଥିତି ଏବେ ସାଙ୍ଘାତିକ ହେବାକୁ ଯାଉଥିବାରୁ ଶାସକ ଦଳ ଲୋକଙ୍କ ନଜର
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୧ରୁ ୨ ଏବଂ ୧୫ରୁ ଜଣେ ସଂକ୍ରମିତ ହୋଇଥିବା ବେଳେ ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ଜଣେ ଆକ୍ରାନ୍ତ ହୋଇଥିବା ସୂଚନାରେ
Read More...

ଅହେତୁକ ବିଳମ୍ବ : ଛତ୍ରପୁରର ଲୱେର ବସଷ୍ଟାଣ୍ଡର ବିଡିଏ-ମାର୍କେଟ କମ୍ପ୍ଲେକ୍ସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର ସହରାଞ୍ଚଳକୁ ନେଇ ବ୍ରହ୍ମପୁର ଉନ୍ନୟନ କତ୍ତୃପକ୍ଷ ବା ବିଡିଏ ଗଠନ ହୋଇଥିଲା । ସୂଚନା ଅନୁସାରେ ଅଧୂନା ଏହି ତିନି ଗୋଟି ସହରାଞ୍ଚଳରେ ଯେଉଁସବୁ ଉନ୍ନୟନ
Read More...

କର୍ଲାମୁଣ୍ଡା କୃଷକ କଲ୍ୟାଣ ମଞ୍ଚର ଚାଷୀଙ୍କ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଚଳିତ ଖରିଫ ଋତୁରେ କର୍ଲାମୁଣ୍ଡା ବ୍ଲକରେ ଅନାବୃଷ୍ଟି ହେତୁ ଭାଦ୍ରବ ମାସରେ ବି ଚାଷୀ ଧାନ ରୁଆ କି ବିହୁଡା କରିପାରି ନାହିଁ । ଯେଉଁମାନେ ଆଗ ବର୍ଷାରେ ଧାନ ରୁଆ କି ବିହୁଡା କରିଛନ୍ତି ସେହି ଜମିରେ ଜଳାଭାବ ଯୋଗୁଁ ମାଟି ଫାଟି ଆଁ କଲାଣି, ଧାନଗଛ ଗୁଡିକ
Read More...

ପାଣି ସମସ୍ୟାକୁ ନେଇ ଯନ୍ତ୍ରୀଙ୍କୁ ଘେରାଉ କଲେ ଗ୍ରାମବାସୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଜଳ ଯୋଗାଣ ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କାର ବ୍ୟୟ କରୁଛନ୍ତି ହେଲେ ପ୍ରଶାସନ ଅବହେଳା ଯୋଗୁଁ ଲୋକେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା
Read More...

ପୁଷ୍ଟିଶସ୍ୟ ପୋଷଣ ସଚେତନା ରଥର ଶୁଭାରମ୍ଭ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସମ୍ମୁଖରେ ଓଡିଶା ମିଲେଟ୍‌ ମିଶନ, ଆତ୍ମା ବଲାଙ୍ଗିର, ୱ।ଇସିଡ଼ିଏ ଅନୁଷ୍ଠାନର ମିଳିତ ଉଦ୍ୟମରେ ପୁଷ୍ଟିଶସ୍ୟ ପୋଷଣ ରଥର ଶୁଭାରମ୍ଭ ହୋଇଯାଇଛି । ଶୁଭାରମ୍ଭ ଉତ୍ସବରେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ, ଏଡ଼ିଓ
Read More...