Daily Archives

ଯୁବ କଳାକାର ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ଭଜନ ସନ୍ଧ୍ୟା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନରେ ଜ୍ୟୋତିରଂଜନଙ୍କ ସ୍ମୃତିରେ ଭଜନ ଓ ସ୍ମୃତି ସଭା ଆୟୋଜନ ହୋଇଯାଇଛି । ଯୁବ କଳାକାର ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ଶ୍ରୀକର ମିଶ୍ର ସଭା ପରିଚାଳନା କରିଥିବା ବେଳେ ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ସଂଗୀତା ଦାଶ ଓ
Read More...

ଗୋଁଣ୍ଡ ସମାଜର ନୂଆଁଖାଇ ଭେଟଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ରୁଷୁଡା ଗ୍ରାମରେ ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟଘାଟ୍‌ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଇଷ୍ଟଦେବ ବଡଦେଓଙ୍କ ପୂଜା ପରେ ମହିଳା ମାନଙ୍କ ଦ୍ୱାରା ନୂଆ ଧାନର ଚୁଡା ଓ ପିଠା କୁରେ ପତ୍ରରେ
Read More...

ସଇଁନ୍ତଲା ବିଇଓଙ୍କ କାର୍ଯ୍ୟାଳୟରେ ଶିକ୍ଷକ ମାନଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ବିଭିନ୍ନ ସମସ୍ୟାକୁ ନେଇ ଏବିଇଓଙ୍କ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିକ୍ଷା ବିଭାଗର ବିଭିନ୍ନ ସମସ୍ୟାକୁ ନେଇ ଜୋନାଲ ସମ୍ପାଦକ ତପନ କୁମାର ଦାସଙ୍କ ନେତୃତ୍ୱରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏବିଇଓ ନାରାୟଣ ଭୋଇଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି ।
Read More...

ରାଣୀସର୍ଡା ଗ୍ରାମର ପ୍ରସିଦ୍ଧ ମା’ ମାହେଶ୍ୱରୀ ମନ୍ଦିରରେ ଷୋଡଶ ପୂଜା ଆରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ଗ୍ରାମର ପ୍ରସିଦ୍ଧ ମା' ମାହେଶ୍ୱରୀ ମନ୍ଦିରରେ ଆଶ୍ୱିନ ମାସ ପବିତ୍ର ଅଷ୍ଟମୀ ତିଥିରେ ମା' ମାହେଶ୍ୱରୀଙ୍କର ଷୋଡଶ ପୂଜା ଆରମ୍ଭ ହୋଇଯାଇଛି । ଏହି ପୂଜା ପ୍ରତିବର୍ଷ ଆଶ୍ୱିନ ମାସ ପବିତ୍ର ଅଷ୍ଟମୀ
Read More...

ମରୁଡି ଅଞ୍ଚଳ ପରିଦର୍ଶନ କଲେ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଏକ ଚିର ମରୁଡି ପ୍ରପୀଡ଼ିତ ଅଞ୍ଚଳ ହୋଇଥିବାରୁ ବର୍ଷା ପାଣିର ଭରସାରେ ଚାଷୀ ଚାଷ କରିଥାଏ । ଲଗାତାର ଭାବେ ମରୁଡି ଦେଖା ଦେଉଥିବା ସତ୍ୱେ ଓଡିଶା ସରକାର ଗାଇସିଲେଟ ବ୍ଲକ ଚାଷୀମାନଙ୍କୁ ପାଣି ଯୋଗାଇ ଦେଇ ପାରୁନାହିଁ ।
Read More...

ତେଲି ସମାଜ ପକ୍ଷରୁ କବିଙ୍କ ଜନ୍ମ ମାଟିରେ କୋଶଲୀ ସଂସ୍କୃତି ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କବିଙ୍କ ଜନ୍ମ ମାଟି ସାନକଲାଙ୍ଗାପାଲି ଗ୍ରାମରେ କବି ଅର୍ଜୁନ ସାହୁ ଆହ୍ଵାନରେ କୋଶଲୀ ସଂସ୍କୃତି ଦିନ କୋଶଳ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ପ୍ରଥମେ କବିଙ୍କ ବାସଗୃହରେ ପାଣ୍ଡୁଲିପିକୁ ପୂଜାକରି
Read More...

ଅତାବିରା ଏବିଭିପି ନଗର ପ୍ରଭାରୀ ମନୋନୟନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ଏନ୍ଏସି ଏବିଭିପି ନଗର ଶାଖା ତରଫରୁ ନଗର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଅଚ୍ୟୁତ କୁମାର ମାଝୀ ମଞ୍ଚ ପରିଚାଳନା କରିଥିଲେ । ସଭାରେ ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶା ରାଜ୍ୟ ସହସମ୍ପାଦିକା ଯାଜ୍ଞସେନି ମହାପାତ୍ର,
Read More...

ବୁକୁରାମୁଣ୍ଡା ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତ୍ରିଦିବସୀୟ ପରିଚାଳନା କମିଟିର ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି, ଶିଶୁ ଶିକ୍ଷା ଅଧିକାର, ଗୋଷ୍ଠୀ ସମ୍ପୃକ୍ତି ସହ ବିଦ୍ୟାଳୟ ଉନ୍ନତିକରଣ ଏହି ତାଲିମ
Read More...

ସାମୁହିକ ବ୍ରତୋପୟନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସନ୍ଧ୍ୟାରେ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିରରେ ବାଧିତ ଜନବଂଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ସମିତିର ଏକ ବୈଠକ ସଭାପତି ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜନ୍ମ ଶତ ବାର୍ଷିକୀ ସମିତି ତରଫରୁ ନରସିଂହ ମନ୍ଦିର ଠାରେ ନଭେମ୍ବର
Read More...

ତୁରେକେଲା ବ୍ଲକ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକ ପ୍ରସଙ୍ଗ : ଚାକିରିରୁ ଇସ୍ତାଫା ଦେଲେ କର୍ଲାବାହାଲି ପ୍ରାଥମିକ ସ୍କୁଲର…

କଂଟାବାଂଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଜାଲ ସି.ଟି ଓ ଶିକ୍ଷାଗତ ସାର୍ଟିଫିକେଟ ବଳରେ ସଲାସୁତୁରା କରି ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଅଭିଯୋଗ ହେଲା ପରେ ଗୋଷ୍ଠୀ
Read More...