Daily Archives

ପୂଜା ପାଇଁ ଜାରି ହେଲା କରୋନା କଟକଣା : ଗଣେଶ ପୂଜା ହେବା ନେଇ ଦ୍ଵନ୍ଦରେ ମୂର୍ତ୍ତି କାରିଗର, ମୂର୍ତ୍ତି ନିର୍ମାଣ ସରି…

ଦେଓଗାଁ, (ମନୀଷ କୁମାର ସାହୁ) : ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ପାର୍ବଣ ଋତୁ । ଅଗ୍ରପୂଜ୍ୟ ଗଜାନନଙ୍କ ଠାରୁ ଆରମ୍ଭ କରି ବିଶ୍ୱକର୍ମା, ମାଁ ଦୁର୍ଗା, ମାଁ ଲକ୍ଷ୍ମୀ, ମାଁ କାଳୀଙ୍କ ପୂଜା ହେବ। ଗଣେଷ ପୂଜାକୁ ଆଉ କିଛି ଦିନ ବାକି ରହିଛି । ମୂର୍ତ୍ତି କାରିଗରମାନଙ୍କ
Read More...

ଉତ୍କଳ ଗୌରବ କଳାକାର ସଂଘର ସମ୍ବର୍ଦ୍ଧନା ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ କଲେଜ ରୋଡ଼ ସ୍ଥିତ ଉତ୍କଳ ଗୌରବ କଳାକାର ସଂଘ ପକ୍ଷରୁ ଆଜି ଓଡିଶା ସଂଗୀତ ନାଟକ ଏକାଡେ଼ମୀ ପକ୍ଷରୁ ସମ୍ମାନ ପ୍ରାପ୍ତ ନିର୍ଦ୍ଦେଶକ ହରିହର ମିଶ୍ର ଏବଂ ଅଭିନେତ୍ରୀ ସୁଶିଲା ନାୟାରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଂଘର ନିଜସ୍ଵ
Read More...

କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଶାଖାର କର୍ମକର୍ତ୍ତା ଘୋଷଣା : ଶିବ ତ୍ରିପାଠୀ ଜାତୀୟ ପରିଷଦ ସଦସ୍ୟ ମନୋନୀତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଉତ୍କଳ ସାମ୍ବାଦିକ ସଂଘ ଶାଖାର ନୂତନ କର୍ମକର୍ତ୍ତା ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ସ୍‌ସ୍ୱୀକୃତି ପରେ ବାଲିଗୁଡା ସ୍ଥିତ ପିଡବ୍ଲୁଡି ଡାକ ବଙ୍ଗଳା ପରିସରରେ ହୋଇଥିବା ବୈଠକରେ ଘୋଷଣା ହୋଇଯାଇଛି । ଜିଲ୍ଲା ସଭାପତି
Read More...

ଆଗାମୀ ନିର୍ବାଚନ ପାଇଁ ବିଜେଡି ମହିଳା ଶାଖାର କାର୍ଯ୍ୟକାରିଣୀ ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : କିଛି ମାସ ପରେ ପଞ୍ଚାୟତ ନିର୍ବାଚନ । ତେବେ ବିଜେଡି ଦଳ ପକ୍ଷରୁ ଅନେକ ସାଂଗଠନିକ ସଭା ସମେତ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ମହିଳା ଶାଖାକୁ ଆଗାମୀ ଦିନରେ ସୁଦୃଢ କରିବା ପାଇଁ ଆଜି
Read More...

ବିଶିଷ୍ଟ ସମାଜସେବୀ ବିପିନ ବିହାରୀଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଚାଁଇପୁର ଗ୍ରାମ ପଞ୍ଚାୟତ ଏକ ମୁରବୀଙ୍କୁ ହରାଇବା ଖବର ଯୋଗୁଁ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସଡାଙ୍ଗୋଇ ଗ୍ରାମର ବିପିନ ବିହାରୀ ପରିଡା ୮୪ ବର୍ଷ ବୟସରେ ଆଜି ପୂର୍ବାହ୍‌ହ୍ନ ୧୦.୧୫ ସମୟରେ ଦେହତ୍ୟାଗ କରିଛନ୍ତି ।
Read More...

ଡୁମେରପିଟା ପଞ୍ଚାୟତରେ ଜୀବନବୀମା ଭୁକ୍ତ କାର୍ଯ୍ୟକ୍ରମ ମହିଳାଙ୍କ ଆର୍ଥିକ ଅନ୍ତର୍ଭୁକ୍ତ ସୁବିଧା ପାଇଁ ଲକ୍ଷ୍ୟ

ଦେଓଗାଁ, (ମନୀଷ କୁମାର ସାହୁ) : ଡୁମେରପିଟା ପଞ୍ଚାୟତରେ ସ୍ଵୟଂ ସହାୟକ ଗୋଷ୍ଠୀର ମା'ମାନଙ୍କୁ ନେଇ ବୀମାଭୁକ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ମା'ମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏବେ ଶତ ପ୍ରତିଶତ ଭାବେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବୀମାଭୁକ୍ତ
Read More...

ଶିଳାନ୍ୟାସ କରି ଭୁଲି ଗଲେ ନେତା ବ୍ରିଜ ନିର୍ମାଣ କାମ, ଲାନ୍ଥ ନଦୀରେ ବ୍ରିଜ ନିର୍ମାଣ ଦାବୀରେ ଜଳ ସତ୍ୟାଗ୍ରହ କଲେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗମନାଗମନ ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଗ୍ରାମାଞ୍ଚଳରେ ଅନେକ ଉନ୍ନତି ହେଉଥିବା ଡିମ୍‌ ଡିମ୍‌ ପିଟୁଛନ୍ତି । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଏବେବି ଏମିତି ଅନେକ ଗାଁ ରହିଛି, ଯେଉଁ ଗାଁକୁ ଭଲ
Read More...

ନୂତନ ପୋଲିସ ଅଫିସ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପଛପଟେ ଏକ ନୂତନ ପୋଲିସ ଅଫିସ ଉଦ୍‌ଘାଟିତ ହୋଇଯାଇଛି । ଡିଜିପି ଅଭୟ ଭର୍ଚୁଏଲ ମୋଡରେ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏହି ସମୟରେ ଡିଆଇଜି ଡା. ଦୀପକ କୁମାର, ଜିଲ୍ଲାପାଳ ଚଂଚଲ ରାଣା, ପୋଲିସ ଆରକ୍ଷୀ
Read More...

ଖାଣ୍ଟି ଓଡିଆ ଖାଦ୍ୟ ଯୋଗାଇ ଦେବ ଓଟିଡିସିର ‘ନିମନ୍ତ୍ରଣ’ ରେଷ୍ଟୁରାଂଟ୍ : ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଆ ଖାଦ୍ୟର ପ୍ରସାର ପାଇଁ ଓଟିଡିସି ନୂଆ ପଦକ୍ଷେପ ନେଇଛି । ଓଡିଆ ପାରମ୍ପରିକ ଖାଦ୍ୟର ଲୋକପ୍ରିୟତା ବୃଦ୍ଧି ସହ ସୁବିଧାରେ ଏହାକୁ ଉପଲବ୍ଧ କରାଇବା ପାଇଁ ଓଟିଡିସି ପକ୍ଷରୁ ଭୁବନେଶ୍ୱର ସହିଦ ନଗରରେ 'ନିମନ୍ତ୍ରଣ'-ଖାଣ୍ଟି ଓଡିଆ ଖାଦ୍ୟ ରେଷ୍ଟୁରାଂଟ୍
Read More...

ଜିଏସଟି ଠକେଇ ଅଭିଯୋଗରେ ଚାର୍ଟାର୍ଡ ଆକାଉଟାଣ୍ଟ ସହ ଅନ୍ୟ ଅଭିଯୁକ୍ତ ଗିରଫ

ଝାରସୁଗୁଡା : ଜିଏସଟି ଠକେଇ ଅଭିଯୋଗରେ ଝାରସୁଗୁଡାର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରୱାଲକୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଅନ୍ୟ ଜଣେ ଅଭିଯୁକ୍ତ ସଚିନ୍ଦ୍ର କୁମାର ଯାଦବକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଆଜି ଅପରାହ୍ନରେ ଶ୍ରୀ
Read More...