Daily Archives

ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବୀ ନେଇ ଦ୍ୱିତୀୟ ଦିନରେ ଅନିଶ୍ଚିତତା ଧାରଣା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବାକୁ ଅନିଶ୍ଚିତତା ଦାବୀ ଗୁରୁବାର ୨ୟ ଦିନରେ ପହଞ୍ଚିଛି । ଧାରଣା ନେତୃତ୍ୱ ନେଇଥିବା ବ୍ୟକ୍ତିମାନେ କହିଛନ୍ତି ଯେ, ଗୁରୁବାର ପ୍ରଶାସନ ପକ୍ଷରୁ କେହି ଆସି ନ ଥିବା ବେଳେ ଦେଓଗାଁ ବ୍ଳକର ବିଭିନ୍ନ ଗାଁକୁ ସହଯୋଗୀମାନେ
Read More...

ସୁବର୍ଣ୍ଣପୁର ଜିଲ୍ଲାର ମରୁଡି ଅଂଚଳ ପରିଦର୍ଶନ କଲେ ରାଜ୍ୟ ବିଜେପିର ପ୍ରତିନିଧି ମଣ୍ଡଳୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନିଅଣ୍ଟିଆ ବର୍ଷା ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲାର ଅଣ ଜଳସେଚିତ ଉଲୁଣ୍ଡା, ବୀରମହାରାଜପୁର, ତରଭା ସମେତ ସଦର ସୁବର୍ଣ୍ଣପୁର ବ୍ଲକରେ ମରୁଡି ଦେଖାଦେଇଛି । ସ୍ୱଳ୍ପ ବୃଷ୍ଟିପାତ ହେତୁ ଅନେକ ସ୍ଥାନରେ ରୁଆ, ବିହୁଡା କାର୍ଯ୍ୟ ହୋଇପାରିନଥିବା ବେଳେ
Read More...

ବୀରମହାରାଜପୁର ଠାରେ ୧୨ଘଣ୍ଟିଆ ବନ୍ଦ ପାଳନ କଲା କଂଗ୍ରେସ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁରର ବିଭିନ୍ନ ସମସ୍ୟା ଓ ଦାବୀକୁ ନେଇ ଆଜି ବୀରମହାରାଜପୁର ଠାରେ ୧୨ଘଣ୍ଟିଆ ବନ୍ଦ ପାଳିତ ହୋଇଯାଇଛି । କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ଏହି ଆନ୍ଦୋଳନରେ ବୀରମହାରାଜପୁର ଅଂଚଳକୁ ସମ୍ପୂର୍ଣ୍ଣ ମରୁଡି
Read More...

ବିଜେପି ପକ୍ଷରୁ ଦେଓଗାଁ ବ୍ଲକ ମରୁଡ଼ି ଅଞ୍ଚଳକୁ ପରିଦର୍ଶନ : ଧାନ କ୍ଷେତକୁ ଗଲେ, ଚାଷୀ ସହ ଆଲୋଚନା କଲେ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ୪ଟା ସମୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମରୁଡ଼ି ଅଞ୍ଚଳ ଦେଖିବା ପାଇଁ ଗଠନ କରାଯାଇଥିବା ଦଳ ଦେଓଗାଁ ବ୍ଳକରେ ହୋଇଥିବା ଭୟାବହ ମରୁଡ଼ି ଅଞ୍ଚଳକୁ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ପୂର୍ବ
Read More...

ନୂଆଁଖାଇରେ ଯୁକ୍ତ ୩ ନାମଲେଖା : ବିରୋଧ କଲେ ଏଭିବିପି ଏବଂ କୋଶଳ ସେନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଆସନ୍ତା ୧୧ ତାରିଖ ପାଳନ କରାଯିବ । ଏହି ଦିନ ଯୁକ୍ତ ୩ ନାମଲେଖା ଆରମ୍ଭ ହେଉଥିବାରୁ ଏହାକୁ ନେଇ ଛାତ୍ର ସଂଗଠନ ଏଭିବିପି ଏବଂ କୋଶଳ ସେନା ବିରୋଧ କରିଛନ୍ତି । ନୂଆଁଖାଇରେ ନାମଲେଖାକୁ ବିରୋଧ କରି ଆଜି
Read More...

ଲୋକ ଦେଖାଣିଆ ସାଂସଦଙ୍କ ମରୁଡି ସମୀକ୍ଷା : ଟିକ୍ରାପଡ଼ା ଅଞ୍ଚଳର ମୁରୁଡ଼ି ଅଞ୍ଚଳକୁ ପରିଦର୍ଶନ କଲେ ରାଜ୍ୟ ବିଜେପି ଦଳ,…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଚଳିତ ବର୍ଷ ବର୍ଷାର ଘୋର ଅଭାବ ଦେଖା ଦେଇଥିବାରୁ ଅନେକ ଚାଷୀ ଏବେ ଭାଙ୍ଗି ପଡିଛନ୍ତି । ଚାଷୀମାନେ ଧାର କରଜ କରି ଚାଷ କରିଥିଲେ । ହେଲେ ବର୍ଷାର ଅଭାବ ରହିଥିବା ବେଳେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଳକକୁ ମରୁଡି ଘୋଷଣା କରିବା
Read More...

ରାଜ୍ୟରେ ସାର ଯୋଗାଇ ଦେବା ଦାବୀରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

ନୂଆପଡା, (ନିରାକାର ମେହେର) : ଆଜି ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଚାଷୀଙ୍କ ସ୍ୱାର୍ଥକୁ ଦୁଷ୍ଟିରେ ରଖି କେନ୍ଦ୍ର ସରକାର ସାର ଯୋଗାଇ ଦେବାରେ ବିଫଳ ହୋଇଛନ୍ତି । ଚାଷୀ ରୁଆ ବେଉଷଣ ସରିବା ପରେ ସାର ଯୋଗାଇବାରେ ନିଅଣ୍ଟ ହୁଏ । ତେବେ ଲାଭ କ'ଣ ବୋଲି
Read More...

ଅର୍ଥନୈତିକ ବିକାଶ ଓ କୃଷି ଭିତ୍ତିକ ନିଯୁକ୍ତି ସୃଷ୍ଠି କରିବା ଅସଲି ଜନ ପ୍ରତିନିଧିର କର୍ତ୍ତବ୍ୟ ଅର୍କେଶ 

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ବୈଦିପାଲି ପଞ୍ଚାୟତ ବରଗାଁ ପଡିଆ ଠାରେ ବଲାଙ୍ଗିର ସଦର ବ୍ଲକ ଜିଲ୍ଲାପରିଷଦ ଜୋନ ୨୩ର ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ପୂର୍ବତନ ସାସଂଦଙ୍କ ବ୍ଲକ ପ୍ରତିନିଧି ପ୍ରଦ୍ୟୁମ୍ନ କୁମାର ହୋତାଙ୍କ
Read More...

ଚାଷୀ ବଞ୍ଚାଅ ଆନ୍ଦୋଳନରେ ସାମିଲ ହେଲେ ହଜାର ହଜାର ଚାଷୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଜୟ କିଷାନ ମଜଦୁର ସଂଗ୍ରାମ ପକ୍ଷରୁ ହଜାର ହଜାର ଚାଷୀ ଏକତ୍ରିତ ହୋଇ ଚାଷୀ ବଞ୍ଚାଅ ଅଭିଯାନରେ ସାମିଲ ହୋଇ ବିରାଟ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନା ଅନୁସାରେ କୋମନା ବ୍ଲକ ଅନ୍ତର୍ଗତ କୁରୁମପୁରୀ ଗ୍ରାମ ଜାତୀୟ ରାଜପଥ
Read More...

ଯୁଗଯାତ୍ରୀ ସାହିତ୍ୟ ସଂସଦର ନୂଆଁଖାଇ ଭେଟ ପ୍ରସ୍ତୁତି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସାହିତ୍ୟର ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ଆଜି ନୂଆଁଖାଇ ଭେଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ସମ୍ପାଦକ ହେମନ୍ତ ସାହୁ ପୂର୍ବ ବୈଠକର ବିବରଣୀ ପଠନ ପରେ ଆଲୋଚନା ଆରମ୍ଭ ହେଇଥିଲା । ବୈଠକର ନିଷ୍ପତି ଅନୁଯାୟୀ
Read More...