Daily Archives

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ନେଇ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ନିର୍ବାଚନ ମଣ୍ଡଳୀର ନେତୃ…

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗିର ଗସ୍ତକୁ ନେଇ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ନିର୍ବାଚନ ମଣ୍ଡଳୀର ନେତୃ ମଣ୍ଡଳୀଙ୍କୁ ନେଇ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଏକ ପ୍ରସ୍ତୁତି
Read More...

ବିଲେଇସର୍ଡା ହାଇସ୍କୁଲରେ ବିଶ୍ୱ ଓଜୋନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ସବୁଜିମା ଇକୋ କ୍ଲବ ତରଫରୁ ବିଶ୍ୱ ଓଜୋନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ ଚଳିତ ବର୍ଷର ସ୍ଲୋଗାନ “ମଣ୍ଟ୍ରିଲ
Read More...

ପାଇକମାଲ ୟୁକୋ ବ୍ୟାଙ୍କ ସାମନା ବିଜୁ ଏକ୍ସପ୍ରେସ ୱେ ରାସ୍ତା ମରଣଯନ୍ତା ସାଜିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ମୁଖ୍ୟ ଛକଠାରୁ ୟୁକୋ ବ୍ୟାଙ୍କ ସମ୍ମୁଖ ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ରାସ୍ତା ମରଣଯନ୍ତା ସାଜିଛି । ସୂଚନା ଅନୁସାରେ ଏହି ରାସ୍ତା ଗଢାଣିଆ ହୋଇଥିବାରୁ ହମ୍‌ସ ମଧ୍ୟ ରାସ୍ତାରେ ନାହିଁ । ଜନବହୁଳ ବସତି ଥିବା ହେତୁ ଆଖପାଖରେ ଘୁଷୁରି ପାଳନ
Read More...

ରାଉରକେଲାଠାରେ ଓଡିଶା ସାହିତ୍ୟ ଏକାଡେମୀର ଅମୃତ ମହୋତ୍ସବ

ରାଉରକେଲା : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ରାଉରକେଲା ସହର କୋଏଲନଗର ସ୍ଥିତ ଅବସର ଭବନ, ଭଂଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର, ପ୍ରଗତି ଉତ୍କଳ ସଂଘ ଓ ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟଠାରେ
Read More...

ପ୍ରଶଂସନୀୟ କାର୍ଯ୍ୟ କଲେ ବରଗଡ଼ ଟ୍ରାଫିକ ହାବିଲଦାର ଯତୀନ କୁମାର ଶତପଥୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ଛକରେ ଆଜି ସନ୍ଧ୍ୟା ୬ଟା ସମୟରେ କୌଣସି ଏକ ଗାଡି ଧକାରେ ଗୋଟିଏ ବାଛୁରୀ ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ବୁଲୁଥିବା ଦେଖି ସେଠାରେ କାର୍ଯ୍ୟରତ ଟ୍ରାଫିକ ହାବିଲଦାର ଯତୀନ କୁମାର ଶତପଥୀ ନିଜର ମାନବିକତାର ପରିଚୟ ଦେଇଥିଲେ । ଆହତ ବାଛୁରୀଟିକୁ
Read More...

ଚାଷୀନେତା ଲକ୍ଷ୍ମଣ ପ୍ରଧାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ଜଣେ ବରିଷ୍ଠ ଚାଷୀ ସଂଗଠକ ତଥା ସମାଜବାଦୀ ନେତା ଲକ୍ଷ୍ମଣ ପ୍ରଧାନଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗୁରୁବାର ଗୋବିନ୍ଦପାଲି ପଲ୍ଲଭ ପେଲେସଠାରେ ଅନୁଷ୍ଠିତ ହୋଇଯାଇଛି । ସୂଚନାମତେ ଗତ ୧୪ ତାରିଖରେ ମଙ୍ଗଳବାର ଭୋର ସକାଳୁ ତାଙ୍କ ହୃଦଘାତରେ
Read More...

ଜଗତୁଗୁଡା ସ୍କୁଲ ମିଶ୍ରଣକୁ ବିରୋଧ କରି ଦାବୀପତ୍ର ପ୍ରଦାନ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଗତୁଗୁଡା ଗ୍ରାମର ଗ୍ରାମବାସୀ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣକୁ ବିରୋଧ କରି ନବରଙ୍ଗପୁର ଜିଲ୍ଲାପାଳଙ୍କୁ କୋଷାଗୁମୁଡା ବିଡ଼ିଓଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।
Read More...

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ତରଫରୁ ସ୍ୱଚ୍ଛତା ପକ୍ଷ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱଚ୍ଛତା ହିଁ ଧର୍ମ, ସ୍ୱଚ୍ଛତା ହିଁ କର୍ମକୁ ପାଥେୟ କରି ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ତରଫରୁ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଜୁନିୟର
Read More...

ମାୟାବତୀ ନଦୀରୁ ଅଜଣା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହରକୁ ଦେଇ ଲମ୍ବି ଯାଇଥିବା ମାୟାବତୀ ନଦୀ କୁଳର ବରପଦର ପିଏଚ୍‌ଡି ପାଣି ଟାଙ୍କି ନିକଟରେ ଏକ ଅଜଣା ଯୁବତୀଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଛି । ପୋଲିସକୁ ଖବର ଦେବା ପରେ । ଘଟଣାସ୍ଥଳରେ ପାଟଣାଗଡ଼ ପୁଲିସ ପହଞ୍ଚି, ତେବେ ଏହି ଶବ କାହାର କେଉଁଠି
Read More...

ଅନାଥ ଶିଶୁଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ କଲେ ସମାଜସେବୀ ଯଶୋବନ୍ତ ରଣା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବ୍ରାହ୍ମଣୀଗୁଡା ଗାଁରେ ରହୁଛନ୍ତି ତିନି ଅସହାୟ ଭାଇ ଭଉଣୀ । ପିତା ଡମ୍ବରୁ ମାଝୀ ଓ ମା'ଙ୍କ ଦେହାନ୍ତ ପରେ ସେମାନେ ଏବେ ଅସହାୟ ଅବସ୍ଥାରେ ରହୁଛନ୍ତି । ନିଜର ବୋଲି ଘର ଖଣ୍ଡେ ନଥିବାରୁ ସେମାନେ ଟଙ୍କା ବୁଢ଼ୀ ଆଇଙ୍କ ଘରେ ରହୁଛନ୍ତି ।
Read More...