Daily Archives

୨୭ ତାରିଖ ଭାରତ ବନ୍ଦକୁ ବଲାଙ୍ଗିର ଜିଲ୍ଲା କଂଗ୍ରେସର ସମର୍ଥନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ୩ଗୋଟି କଳା କୃଷି ଆଇନ ପ୍ରତ୍ୟାହାର ଦାବୀରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆସନ୍ତା ତା.୨୭.୦୯.୨୦୨୧ଦିନ ଭାରତ ବନ୍ଦର ଡାକରା ଦିଆଯାଇଛି । ଏହି ବନ୍ଦକୁ ଭାରତୀୟ ଜାତୀୟ କଂଗ୍ରେସ ସମେତ ଦେଶର
Read More...

ଚାଲିଗଲେ ସୁରେନ୍ଦ୍ର ନାଏକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କନ୍ଧପାଲିପଡା ନିବାସୀ ସୁରେନ୍ଦ୍ର ନାଏକ (୭୩)ଙ୍କ ଆଜି ସନ୍ଧ୍ୟା ୭.ଟାରେ ଦେହାନ୍ତ ହୋଇଥିବା ଖବର ମିଳିଛି । ସେ ଜଣେ ପରପୋକାରୀ ବ୍ୟକ୍ତି ଭାବରେ ଅଂଚଳରେ ବେଶ୍‌ ଜଣାଶୁଣା ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
Read More...

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଦୁର୍ଗାମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି ମାଣ୍ଡୋସିଲ ମଣ୍ଡଳ ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଝାରବନ୍ଧ ମଣ୍ଡଳ ଜିଲ୍ଲା ପ୍ରତିନିଧି ଡା.
Read More...

ଜଗଦଲପୁର ମଣ୍ତଳରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗଦଳପୁର ମଣ୍ଡଳର ନିଳଜୀପତ୍ରା ଠାରେ ମଣ୍ଡଳ ସ୍ତରୀୟ, ସ୍ୱର୍ଗୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା
Read More...

ଯୁବ ସାମ୍ବାଦିକ ଅରିନ୍ଦମଙ୍କ ଅକାଳ ବିୟୋଗରେ ସଇଁନ୍ତଲା ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ସଭା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜନ୍ମ ମୃତ୍ୟୁ କେବେ ଓ କେଉଁ ସମୟରେ ହେବ କେହିଁ କହି ପାରନ୍ତି ନାହିଁ । ମଣିଷ ଜୀବନରେ କେତେବେଳେ କେଉଁ ଘଟଣା ଘଟିବ ତାହା ମଧ୍ୟ କହି ହେବ ନାହିଁ । କିନ୍ତୁ ଓଟିଭିର କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଗତକାଲି ଘଟିଥିବା ବେଳେ
Read More...

ପାଖେଇ ଆସୁଛି ଉପନିର୍ବାଚନ : ଡେଲାଙ୍ଗରେ ଜମୁଛି ପ୍ରଚାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ବିଭିନ୍ନ ପଂଚାୟତରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ସରଗରମ ହେଉଥିବା ଦେଖାଦେଇଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି ଡେଲାଙ୍ଗ ବ୍ଲକର ସାଉରିଆ, ଘନିପୁର, ମୁନିନ୍ଦା, ଶ୍ରୀପୁରୁଷତମପୁର ଓ
Read More...

ବରିକେଲ ମଣ୍ଡଳରେ ମାର୍ଗଦର୍ଶକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ବରିକେଲ ମଣ୍ଡଳ ଭେଉଁରିଆ ଠାରେ ମଣ୍ଡଳ ସଭାପତି ସୌକିଲାଲ ସାହାଙ୍କ ନେତୃତ୍ୱରେ ସମସ୍ତଙ୍କ ମାର୍ଗଦର୍ଶକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳନ କରାଯାଇଛି । ଭେଉଁରିଆରେ ଥିବା ଶୈବପୀଠ ଠାରେ "ସେବା ଓ ସମର୍ପଣ"
Read More...

ବିଭିନ୍ନ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ସ୍ମାର୍ଟ ହେଲଥ୍‌ କାର୍ଡ ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଜି ବିଜୁ ସ୍ୱାସ୍ଥ୍ୟ ବୀମା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ବିଭିନ୍ନ ପଞ୍ଚାୟତରେ ଗୃହ ଓ ଶକ୍ତି ମନ୍ତ୍ରୀ କ୍ୟାପଟନେ ଦିବ୍ୟଶଙ୍କର ମିଶ୍ରଙ୍କୁ
Read More...

ଚିଫ୍‌ ରିପୋଟର ଅରିନ୍ଦମ ଦାସଙ୍କର ଆତ୍ମାର ସଦଗତି କାମନା କରି ଶାନ୍ତି ପ୍ରାର୍ଥନା

କଟକ : ଚିଫ୍‌ ରିପୋଟର ଅରିନ୍ଦମ ଦାସଙ୍କର ଆତ୍ମାର ସଦଗତି କାମନା କରି ରୁମାନ ଟେକ୍ନୋଲୋଜି ପ୍ରା.ଲି . ସି.ଡି.ଏ, କଟକ, ଡିଡିୟୁ-ଜିକେୱାଇର ଛାତ୍ର-ଛାତ୍ରୀ ଓ କର୍ମକର୍ତ୍ତା ବୃନ୍ଦଙ୍କ ଦ୍ୱାରା ମହମବତୀ ଅର୍ପଣ ସହିତ ଶାନ୍ତି ପ୍ରାର୍ଥନା କରାଯାଇଛି ।
Read More...

ସଂଯୁକ୍ତ କିସାନ ମୋର୍ଚ୍ଚାର ପ୍ରସ୍ତୁତି ବୈଠକ : ଜୋରଦାର ହେବ ଅନ୍ଦୋଳନ, ବଲାଙ୍ଗିର ହେବ ସମ୍ପୂର୍ଣ୍ଣ ବନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଭାରତ ବନ୍ଦକୁ ବଲାଙ୍ଗିରରେ ସଫଳ କରିବା ପାଇଁ ସଂଯୁକ୍ତ କିସାନ ମୋର୍ଚ୍ଚା ତରଫରୁ ଆହ୍ୱାନ କରାଯାଇଛି । ସହରର ସମସ୍ତ ଛୋଟ ବଡ ସଂଗଠନ ଏହି ବନ୍ଦରେ ତାଙ୍କର ସମର୍ଥନ ପ୍ରଦାନ କରିଛନ୍ତି । ସମସ୍ତଙ୍କ ସମର୍ଥନ କ୍ରମେ ସୋମବାର
Read More...