Daily Archives

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଗର୍ଜିଲା କଂଗ୍ରେସ

ବଲାଙ୍ଗିରବାସୀଙ୍କ ୧୪ ଦଫା ଦାବୀ ପୁରଣ କରନ୍ତୁ ସରକାର - କଂଗ୍ରେସ ବଲାଙ୍ଗିର, (ଦେବଶିଷ ମିଶ୍ର) : ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ନେଇ ଆଜି ଜିଲ୍ଲା କଂଗ୍ରେସ ଏକ ବିରାଟ ପ୍ରତିବାଦ ସଭା ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜନ କରିଛି । ଏହି ପ୍ରତିବାଦ ସଭା ଜିଲ୍ଲା
Read More...

ସୁନ୍ଦରଗଡ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ ବଣ୍ଟନ ଏକ ପ୍ରହସନ : ଭାଜପା

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବ୍ଲକ, ପୌରପାଳିକା ଏବଂ ଗ୍ରାମ ପଞ୍ଚାୟତରେ ବଣ୍ଟନ କରାଯାଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ ଏକ ପ୍ରହସନରେ ପରିଣତ ହୋଇଛି ବୋଲି ଭାଜପା ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ଏକ ସାମ୍ବାଦିକ
Read More...

ଠାନ୍‌ଟେ ଶୁଇନ୍ ହେଇଗଲା

ଅଶୋକ କୁମାର ପୂଜାରୀ ଆପଣଙ୍କର ଠାନ ମେଲା କରି ଦେଲେ କାଏନ ? ଭାଷା ସାହିତ୍ୟର ବିକାଶ ଲାଗି ଦିନ ରାଏତ୍ ଏକ କରି ଦେଇଥିଲେ ଆପଣ । ଅଶୀ ବରଷ ବଏସେଁ ବି ଚାଲିଶ ବର୍ଷିଆ ଜୁଆନ ଥିଲେ ଆପଣ । ବରଗଡର ସବୁ ସଭା, ସାହିତ୍ୟର ହରେକ୍ କାର୍ଯ୍ୟକ୍ରମ କେ ଆପଣଙ୍କୁ ଦରକାର ପଡୁଥିଲା । ସ୍ଥାନୀୟ
Read More...

ବ୍ଲକସ୍ତରୀୟ ମେଗା ସମନ୍ୱୟ ମେଳା ଅନୁଷ୍ଠିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ଓ ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରି ରୋଜଗାର କ୍ଷମ କରିବା ଏକ ଅଭିନବ ପ୍ରୟାସ ଜାରୀ ରଖି ଆସିଛନ୍ତି । ଏହାକୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଋଣ ପ୍ରଦାନ କରାଯାଇ
Read More...

ବିଶ୍ୱକର୍ମା ପୂଜା କମିଟିର ସଂସ୍କୃତିକ କାର୍ଯ୍ୟକ୍ରମ ବର୍ଷା ଯୋଗୁଁ ବନ୍ଦ ପଡିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ୍ ବ୍ଲକ ଅନ୍ତର୍ଗତ ଭୁତିବାହାଲ ଗ୍ରାମରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ଦୁଲର୍ଭ ସାହୁ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଗାଁ ସରପଞ୍ଚ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୦ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା୨୩/୦୯/୨୧ରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ଉଲୁଣ୍ଡା, ତରଭା, ବିନିକା, ସୋନପୁର,
Read More...

ବିଲେଇସର୍ଡାରେ ଅନନ୍ତ ବ୍ରତ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଠାରେ ଭାଦ୍ରବ ପୂର୍ଣ୍ଣିମା ଦିନ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନନ୍ତ ବ୍ରତ ପାଳନ କରାଯାଇଅଛି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାରଙ୍କ ଗାଇଡ୍‌ ଲାଇନକୁ ମାନି ଏହି ପୂଜା ଅନୁଷ୍ଠିତ ହୋଇଯାଇଛି । ପୂଜକ
Read More...

ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ସଦର ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ସଦର ବ୍ଲକ ମାୟାବର୍ହା, ଭୂଣ୍ଡିମୁହାଣ, ଚୁଡାପାଲି, ତୁଷରା ବାହାଲ ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ କରିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ତାଙ୍କ ସହିତ
Read More...

କଂଟାବାଂଜି ଓ ତୁରେକେଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଂଟନ

କଂଟାବାଂଜି, (ମନିଷ କୁମାର ହଂସ) : ଓଡିଶା ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବୁଧବାର ଦିନ ପଶ୍ଚିମ ଓଡିଶାରୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । ଏହା ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗିରରୁ ଶୁଭାରମ୍ଭ କରି
Read More...

ପାରା ବ୍ୟାଟମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ବରଗଡ଼ ଠାରେ ଭବ୍ୟ ସମ୍ବର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅତାବିରାର ପାର ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ବ୍ୟାଟମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଆଜି ବରଗଡ଼ ସଦର ମହକୁମା ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ନାଗରିକ କମିଟି ଗୁଡିକ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
Read More...