Daily Archives

ସଇଁନ୍ତଲା ବ୍ଳକର ବିଭିନ୍ନ ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ଟୁକୁନି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଧରପଗଡ଼ ପଞ୍ଚାୟତ ପରିସରରେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ ଯୋଜନା ମାଧ୍ୟମରେ ୧୦ ଜଣଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଏଥିରେ ସ୍ଥାନୀୟ ବିଡିଓ ଦେବାଶିଷ ସାମଲ, ସିଡିପିଓ
Read More...

ସାଲେପାଲିର ବରିଷ୍ଠ କଳାକାର ଗୁରୁବାରୁ ଷାଣ୍ଢଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ବରିଷ୍ଠ ନାଟ୍ୟ କଳାକାର ତଥା ସ୍ୱେଛାସେବୀ ଗୁରୁବାରୁ ଷାଣ୍ଢ(୭୪)ଙ୍କ ଗତ ସୋମବାର ଦିନ ୧ଟା ସମୟରେ ପରଲୋକ ଘଟିଯାଇଛି । ସେ ଜଣେ କଳାକାର ଥିବା ସହ ସେବା କାର୍ଯ୍ୟ ପ୍ରତି ତାଙ୍କର ଅନେକ ଅବଦାନ ଥିଲା । ତାଙ୍କ ଶେଷ ସମୟରେ ତାଙ୍କ
Read More...

ବଜ୍ରପାତ ପ୍ରତି ସାବଧନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଜ୍ରପାତ ବା ବିଜୁଳି ମାରିବା ଯୋଗୁଁ ଅନେକ ଜୀବନ ହାନୀ ହେଉଅଛି । ଏହାକୁ ଲକ୍ଷ୍ୟ କରି ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ କାଲିଝରନ ଗ୍ରାମରେ ବଜ୍ରପାତ ପ୍ରତି ସାବଧାନ ସଚେତନତା କାର୍ଯ୍ୟକ୍ରମ ରେଡକ୍ରସ କର୍ମୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ରେଡକ୍ରସ କର୍ମୀ
Read More...

ଓଡ଼ିଶୀ ସଂକୀର୍ତ୍ତନ ଗୁରୁଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଗଡ଼ମୋଟରୀ ପଞ୍ଚାୟତ ଅନ୍ତର୍ଗତ କୁମୁଣ୍ଡାଳ ଗ୍ରାମର ସୁପୁତ୍ର ତଥା ସ୍ୱନାମଧନ୍ୟ ଓଡ଼ିଶୀ ସଂକୀର୍ତ୍ତନ ଗାୟକ ଦିବଂଗତ ସନାତନ ବେହେରାଙ୍କ ଚତୁର୍ଦ୍ଦଶ ଦିବସ ଉପଲକ୍ଷେ ତାଙ୍କ ନିଜସ୍ୱ ବାସଭବନ ପରିସରରେ ସ୍ୱର୍ଗୀୟ ଆତ୍ମାର ସଦ୍‌ଗତି
Read More...

ଆସନ୍ତା ଗାନ୍ଧୀ / ଶାସ୍ତ୍ରୀ ଜୟନ୍ତୀରୁ ଆୟୁଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ୨୦୦୭ ମସିହାରୁ ପ୍ରାୟ ୧୪ ବର୍ଷ ଧରି ପ୍ରାୟ ୧୧୫୦ ଜଣ ଆୟୁଷ ଡାକ୍ତର ପି.ଏଚ୍‌.ସି / ସି.ଏଚ୍‌.ସି. ଆଉଟଡୋରମାନଙ୍କରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି । ଚାକିରିର ସ୍ଥାୟୀ ନିଯୁକ୍ତି ପାଇଁ ସରକାରଙ୍କ ଠାରେ ବାରମ୍ବାର ଦାବୀ ଉପସ୍ଥାପନ
Read More...

ଜାତି ଜନ ଗଣନା ଦାବୀରେ ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ରାଷ୍ପ୍ରପତିଙ୍କୁ ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ବଲାଙ୍ଗିରଙ୍କ ମାଧ୍ୟମରେ ଓବିସି ଜାତି ଜନ ଗଣନା କରିବା ଉଦ୍ଦେଶ୍ୟରେ ଭାରତର ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ଓଡିଶା
Read More...

ପ୍ରେମୀଯୁଗଳଙ୍କ ନିଖୋଜ ଘଟଣା : ୩ ଦିନ ପରେ ମୃତଦେହ ଉଦ୍ଧାର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଧରମବନ୍ଦା ଥାନା ଗୋଧସ ଜଳ ପ୍ରପାତକୁ ଡେଇଁ ଗତ ୩ ଦିନ ହେବ ନିଖୋଜ ଥିବା ପ୍ରେମୀଯୁଗଳଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ୪୬ ଘଣ୍ଟା ପରେ ଆଜି ପ୍ରେମୀଯୁଗଳଙ୍କ ମୃତଦେହ ନୂଆପଡ଼ା ଅଗ୍ନଶମ ବିଭାଗ ଉଦ୍ଧାର କରିଛି । ମିଳିଥିବା ସୂଚନା ମୁତାବକ,
Read More...

ବିଶିଷ୍ଟ ହୋଟେଲ ବ୍ୟବସାୟୀ ରାଜେନ୍ଦ୍ର ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଂସାରୀପଡା ନିବାସୀ ତଥା ରାଜମହଲ ଓ ରାଜ ମନ୍ଦିର ହୋଟେଲର ସ୍ୱତ୍ତାଧିକାରୀ ରାଜେନ୍ଦ୍ର ସାହୁ (୬୪)ଙ୍କ ଗତକାଲି ରାତି ଘ.୮ଟାରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ହେଲା ସେ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର, ମୁମ୍ବାଇ ଓ ହାଇଦ୍ରାବାଦରେ
Read More...

ବୁଣାକାରଙ୍କ ସଚେତନତା ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ସମ୍ବଲପୁରୀ ବସ୍ତ୍ରାଳୟ ସ୍ଥିତ ରଙ୍ଗଘରଠାରେ ବୁଣାକାରମାନଙ୍କୁ ନେଇ ଆଜି ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ହସ୍ତତନ୍ତ ପୁଞ୍ଜି ବିକାଶ ଅନୁଷ୍ଠାନ (ସାଧକ) ଏବଂ ବରଗଡ଼ ଉପନିର୍ଦ୍ଦେଶକ ବୟନଶିଳ୍ପ କାର୍ୟ୍ୟାଳୟର ସହଯୋଗୀତାରେ ଆୟୋଜିତ
Read More...

ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କୁ ୱାର୍ଡରେ ଦିଆଯାଉ : ଆପ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାର ବୃଦ୍ଧବୃଦ୍ଧାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଏବେ ବ୍ୟାଙ୍କ ଖାତାକୁ ଦେବେ ବୋଲି କହି ଫେରେଇ ଦେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବହୁ ଅସହାୟ, ଦୁର୍ବଳ, ନିରକ୍ଷର, ବୟସ୍କ ମାନେ ବ୍ୟାଙ୍କ ଯାଇ ଟଙ୍କା ଉଠାଣ କରିବାକୁ ଅସମର୍ଥ ଅଟନ୍ତି ।
Read More...