Daily Archives

କପିଲାଭଟାରେ ଗଣେଶ ପୂଜା ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁର ବସ୍ତିପଡ଼ାଠାରେ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ତୁଲେଶ୍ୱର ହଂସ ଦାୟିତ୍ବ ତୁଲାଇ ଥିବା ବେଳେ ପୂଜକ ଭାବେ ସାନମୁଲା ଗାଁର ଗଣେଶ ମିଶ୍ର
Read More...

ଡେଲାଙ୍ଗରେ ବିଘ୍ନ ବିନାଶକ ଶ୍ରୀ ଗଣେଶ ପୂଜା ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମରେ ଆଜି ଗଣେଶ ଚତୁର୍ଥୀ ଅବସରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ, କ୍ଲବ, ଯୁବକ ସଂଘ, ମହିଳା ସମିତିଗୁଡିକରେ କୋଭିଡ କଟାକଣା ମଧ୍ୟରେ ଆଜି ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ
Read More...

ଭଟଲି ଦଧିବାମନ କଲେଜର ନୂତନ କୋଠା ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଶ୍ରୀ ଗଣେଷ ପୂଜା ଉପଲକ୍ଷେ ଭଟଲି ସ୍ଥିତ ଦଧିବାମନ ମହାବିଦ୍ୟାଳୟର ନୂତନ କୋଠାକୁ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦ୍‌ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ପାଣ୍ଠିରୁ ନିର୍ମିତ ଉକ୍ତ କୋଠାଘରକୁ ଉଦ୍‌ଘାଟନ ପରେ ସେଠାରେ ରାଜ୍ୟ
Read More...

ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲିଠାରେ ପବିତ୍ର ଶ୍ରୀ ଗଣେଷ ଚତୁର୍ଥୀ ତିଥିରେ ବରଗଡ଼ ବିଜୁ ମହିଳା ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ସହାୟତାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ
Read More...

ପ୍ରଭୂ ଗଣେଶଙ୍କ ପୂଜନୋତ୍ସବ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଜି ଭାଦ୍ରବ ଶୁକ୍ଳ ଚତୁର୍ଥୀ । ବିଦ୍ୟାର ଦେବତା ଆଦିଦେବ ଅଗ୍ରପୂଜ୍ୟ ପ୍ରଭୂ ଶ୍ରୀ ଗିରିଜାନନ୍ଦନଙ୍କ ପୂଜା । ହିନ୍ଦୁଧର୍ମରେ ଗଣେଶ ଚତୁର୍ଥୀ ଏକ ପ୍ରମୂଖ ପର୍ବ । ଓଡିଶାର ପୁରପଲ୍ଲୀରେ ଏହିପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ ।
Read More...

ଲାୟନ୍ସ କ୍ଲବ ନୟାପାଲିରେ ଗଣେଶ ପୂଜା ପାଳିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମରେ ବାବା କାଞ୍ଚନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଲାୟନ୍ସ କ୍ଲବ ତରଫରୁ ଗଣେଶଙ୍କ ପୂଜା ପାଳନ କରାଯାଇଛି । ଏଥିରେ କ୍ଲବର ସଦସ୍ୟ ଚନ୍ଦନ କୁମାର ପାତ୍ର, ମୃତ୍ୟୁଞ୍ଜୟ ପାତ୍ର, ସତ୍ୟଗୋପାଳ ପାତ୍ର,
Read More...

ସବୁ ବେଳେ ଅସହାୟଙ୍କ ସେବାରେ ଉତ୍ସରଗୀକୃତ ନିଷ୍ଠା ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ଗତ ୭ ତାରିଖ ଦିନ ତେନ୍ତେଲ ଶିରା, କର୍ଲାଜୁରି ଠାରେ ଝୁଲନ୍ତା ଅବସ୍ଥାରେ ଏକ ଶବ ଉଦ୍ଧାର କରିଥିଲେ ଭଟଲି ପୋଲିସ । ସୂଚନା ଅନୁସାରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ଆନୁମାନିକ ବୟସ ପାଖାପାଖି ୪୦ରୁ ୪୫ ବର୍ଷ ହେବ । ତାଙ୍କ ମୃତ ଶରୀର ସମ୍ପୂର୍ଣ୍ଣ ପଚି
Read More...

ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପଡିଛି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ବରଗଡ, (ନିରୋଜ କୁମାର ପାଣୀ) : ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପଡିଛି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ସୂଚନା ଅନୁସାରେ ଯୁଆଡେ ଦେଖିବେ କୁଢ କୁଢ ଅଳିଆ । ଚିକିତ୍ସାଳୟରୁ ବାହାରୁଥିବା ଆବର୍ଜନା ସବୁକୁ ଏକ ନିର୍ଦ୍ଧିଷ୍ଟ ଜାଗାରେ ନଷ୍ଟ କରିବା କଥା କାରଣ ତାହା ବିଭିନ୍ନ ରୋଗୀ
Read More...

ଓସାକା ହାଇଦ୍ରାବାଦ ପକ୍ଷରୁ ନବପ୍ରଭାତ ଗୁରୁକୁଳ ଆଶ୍ରମକୁ ପୁସ୍ତକ ବଣ୍ଟନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ନୂଆଁଖାଇ ଅବସରରେ ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ସଂଗଠନ ପଶ୍ଚିମ ଓଡିଶା ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ‘ଓସାକା’ର କର୍ମକର୍ତ୍ତା ମାନେ ବରଗଡ ଜିଲ୍ଲାର ନୂଆଁପାଲି (କନ୍‌ସିଂହା) ସ୍ଥିତ ନବପ୍ରଭାତ ଗୁରୁକୁଳ ଆଶ୍ରମ
Read More...

ଜିଲ୍ଲାପାଳଙ୍କ ଦ୍ଵାରା ମମତା ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ରାଜ୍ୟ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲାରୁ ପ୍ରତିନିଧିତ୍ଵ କରିଥିବା ମହିଳା ଆଥଲେଟ୍ ମମତା ପ୍ରଧାନ କୃତୀତ୍ବ ହାସଲ କରିଥିବାରୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଆଜି ତାଙ୍କୁ ଉପଢ଼ୌକନ ଦେଇ
Read More...