Daily Archives

ରାଜ ବୋଡାସମ୍ବର ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡସମ୍ୱର ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ଭାବେ ଧର୍ମକୁମାର ଶତପଥୀ (ଓଇଏସ୍‌- ଆଇଆଇ) ଯୋଗଦାନ କରିଛନ୍ତି । ଶ୍ରୀ ଶତପଥୀ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଲୁଥୁରବନ୍ଧରେ ସିନିୟର୍ ଏସ.ଇ.ଏସ ଭାବେ
Read More...

ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟରେ ନିଆଁ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟରେ ନିଆଁ ଲାଗିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ବିଦ୍ୟୁତ ସଟ ସର୍କିଟ ଯୋଗୁଁ ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ କାର୍ୟ୍ୟାଳୟର ଗ୍ରାମୀଣ ଗୃହ ପ୍ରକୋଷ୍ଠ କାର୍ଯ୍ୟାଳୟରେ ନିଆଁ ଲାଗି ଯାଇ କମ୍ପ୍ୟୁଟର ସହିତ ବିଭିନ୍ନ ଜରୁରୀ
Read More...

ପେଟ୍ରୋଲିଂ ସମୟରେ ଦୁଇ ଚୋରଙ୍କୁ କାବୁ କଲା ପଦ୍ମପୁର ପୋଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୋଲିସ ପକ୍ଷରୁ ପଦ୍ମପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ଓ ତାଙ୍କ ଟିମ ରାତ୍ରୀକାଳୀନ ପେଟ୍ରୋଲିଂ ସମୟରେ ପଦ୍ମପୁର ବଜାରପଡାର ବଲିଆର ମଲ୍ଲିକ ଓ ରଜାପଡାର ଦୀପକ ପଧାନ ନାମକ ଦୁଇ ଜଣ ଯୁବକ ବୁଲୁଥିବା ଦେଖି ଯୁବକ ମାନଙ୍କୁ ପଚରା ଉଚରା କରିଥିଲେ
Read More...

ଗୁରୁମୁନି ଗାଁକୁ ରାଜସ୍ୱ ମାନ୍ୟତା ଦାବୀରେ ତହସିଲଦାର ଓ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଗୁରୁମୁନି ଗାଁକୁ ରାଜସ୍ୱ ମାନ୍ୟତା ମିଳିନଥିବା ବେଳେ ଆଜି ଏନେଇ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲ ଓ ତହସିଲଦାର ଯୁଗେଶ୍ଵର ଧରୁଆଙ୍କୁ ଏକ ଦାବୀପତ୍ର ପ୍ରଦାନ
Read More...

୨୦୨୧ ଜାତି ଭିତ୍ତିକ ଗଣନାରେ ଓବିସି ସମ୍ପ୍ରଦାୟର ଜନଗଣନା କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ‘ଜନଗଣନା ୨୦୨୧’ରେ (ଓବିସି) ଅନ୍ୟାନ୍ୟ ପଛୁଆ ବର୍ଗ ସହ ଜାତି ଭିତ୍ତିକ ଜନଗଣନାକୁ ଅନ୍ତର୍ଭୁକ୍ତ କରାଯିବା ନିମନ୍ତେ ଶନିବାର ଗଞ୍ଜାମ ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭାରତର
Read More...

ରାଜ୍ୟସଭା ସାଂସଦ ସୁବାସ ସିଂଙ୍କ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ଗୁଗୁଲ ମିଟ୍

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ଘ.୧୧ ସମୟରେ ବଲାଙ୍ଗିର ପୁଇଁନ୍ତଲା ବ୍ଲକ ଅଧୀନସ୍ଥ ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ଏକ ଗୁଗୁଲ ମିଟ୍ କାର୍ଯ୍ୟକ୍ରମ ବିଦ୍ୟାଳୟର ଆଲୁମିନୀମାନଙ୍କ ସହ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର
Read More...

ଦକ୍ଷିଣାଞ୍ଚଳ ରାଜସ୍ୱ ସ୍ତରୀୟ ଇ -ଫାଇଲିଂଗ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ସମ୍ମିଳନୀ କକ୍ଷଠାରେ ଶନିବାର ଇ-ଫାଇଲିଂଗ, ଇ-ପେମେଣ୍ଟ ବ୍ୟବସ୍ଥା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼. ଏସ. ମୁରଲୀଧର ଏହି କର୍ମଶାଳର ଉଦ୍‌ଘାଟନ
Read More...

ଚାଷୀ ଅତ୍ମହତ୍ୟା ପ୍ରସଙ୍ଗ : ପୀଡିତାଙ୍କୁ ଭେଟିଲା ଜିଲ୍ଲା କଂଗ୍ରେସ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଘୁନେସ ପଂଚାୟତ ଅନ୍ତର୍ଗତ କାଦୋବେଡା ଗାଁରେ ଗୁରୁବାର ରାତିରେ ଆତ୍ମହତ୍ୟା କରିଥିବା ରିଚେକ ବନ୍‌ଛୋରଙ୍କ ପତ୍ନୀ ପାର୍ବତୀ ବନ୍‌ଛୋର ଓ ତାଙ୍କ ପରିବାରକୁ ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦିଲିପ
Read More...

ଯୌତୁକ ଜନିତ ହତ୍ୟା ଅଭିଯୋଗ

କଂଟାବାଂଜି, (ମନୀଶ କୁମାର ହଂସ) : ତୁରେକେଲା ଥାନା କନ୍ଦେଇ ପଂଚାୟତର ଟିକ୍ରାପଡାରେ ଜଣେ ବିବାହିତା ମହିଳାଙ୍କୁ ତାର ସ୍ୱାମୀ ଯୌତୁକ ଦାବୀ କରି ହତ୍ୟା କରିଥିବା ମହିଳାଙ୍କ ପରିବାର ତରଫରୁ ଅଭିଯୋଗ ହୋଇଛି । ତୁରେକେଲା ଥାନାରୁ ମିଳିଥିବା ସୂଚନା ଅନୁସାରେ ଏହିି ଥାନାର ବାଂଜିପାଲି ଗାଁର
Read More...

ଓଏସ୍‌ଏସ୍‌ସି ମହାଦୁର୍ନୀତି : ଛାତ୍ର କଂଗ୍ରେସ ତରଫରୁ ଦସ୍ତଖତ ଅଭିଯାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସ୍ଟାଫ୍‌ ସିଲେକ୍ସନ୍‌ କମିଶନ୍‌ରେ ଚାକିରି ପାଇଁ ଦୁର୍ନୀତି ହୋଇଥିବା ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ବିଧାନ ସଭାରେ ତୁମ୍ଭୀ ତୋଫାନ ହେବା ପରେ, ଛାତ୍ର କଂଗ୍ରେସ ତରଫରୁ ରାଜ୍ୟ ବ୍ୟାପି ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି । ସେହି ପରିପ୍ରେକ୍ଷୀରେ
Read More...