Daily Archives

ଶିକ୍ଷକ ପର୍ବର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

● ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରମୁଖ ଯୋଜନାର କଲେ ଶୁଭାରମ୍ଭ● ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଶୁଭାରମ୍ଭ କରାଯାଇଥିବା ନୂତନ ଯୋଜନାଗୁଡ଼ିକ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ ଏବଂ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଶ୍ବ ସ୍ତରରେ ସ୍ବତନ୍ତ୍ର ପରିଚୟ ଦେବ : ପ୍ରଧାନମନ୍ତ୍ରୀ● ଆମେ
Read More...

ପାଇକମାଲ ଥାନାରେ ସାମ୍ବାଦିକ ସମ୍ମିଳନୀ : ୩ଟି ଚୋରି କେସରେ ୮ ଜଣ ଗିରଫ

୧ଲକ୍ଷ ୧୦ ହଜାର ଟଙ୍କାର ସାମଗ୍ରୀ ଉଦ୍ଧାର ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନାରେ ୩ଟି ଚୋରି କେସର ତଦନ୍ତ କରି ପାଇକମାଲ ପୋଲିସ ୮ ଜଣଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଛି । ମଙ୍ଗଳବାର ଏନେଇ ପାଇକମାଲ ଥାନାରେ ପଦ୍ମପୁର
Read More...

ବିଧାନସଭାରେ ପ୍ରଶ୍ନ ରଖିଲେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଜେଏମ୍ଏଫସି କୋର୍ଟ ପ୍ରତିଷ୍ଠା ଓ ସହରାଞ୍ଚଳରେ ପାନୀୟ ଜଳ ସମସ୍ୟା ନେଇ ବିଧାନ ସଭାରେ ପ୍ରଶ୍ନ ରଖିଲେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗଞ୍ଜାମ ସହରରେ ୨୦୧୯ ମସିହାରେ ଅନୁଷ୍ଠିତ ହୋଇଥିବା
Read More...

ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀ ଅଭିଯୋଗ, ୮୦ ବର୍ଷ ବୟସ୍କ ବୃଦ୍ଧବୃଦ୍ଧାଙ୍କ ସମେତ ୧୦ଜଣ ଆମରଣ ଅନଶନରେ : ଆଲୋଚନା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ନଦେବାରୁ ଆଜି ଦିନ ୧୧ ଘଣ୍ଟାରୁ ୧୦ ଜଣ ହିତାଧିକାରୀ ପାଇକମାଲ ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ
Read More...

ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ, (ବଂଶୀଧର ମାଝୀ) : ବିଜେପି ରାଜ୍ୟ ସାଧାରଣ ସଂପାଦିକ ଲେଖାଶ୍ରୀ ସାମନ୍ତସିଂହାର ମଙ୍ଗଳବାର ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ପ୍ରଥମେ କଣ୍ଟାମାଳ ବ୍ଲକରେ ପହଞ୍ଚିଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା, ଲଣ୍ଡାଗାଁ ଠାରେ କାର୍ଯ୍ୟକ୍ରମ ସାରି ସିଧା ସଳଖ ଆମ୍ବଗାଁ ଠାରେ
Read More...

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୧୧୬ତମ ପ୍ରତିଷ୍ଠା ଦିବସ ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବରଗଡ଼ ଶାଖାର ୧୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ବରଗଡ଼ ଶାଖାଠାରେ ଏକ ରକ୍ତଦାନ ଶିବିର
Read More...

ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଆଉ ଏକ ନିଆରା ପ୍ରୟାସ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରତ୍ୟେକ ଦିନ ନୂଆ ନୂଆ ପ୍ରୟାସ ଜାରି ରଖିଛନ୍ତି । ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ସଂସ୍କୃତି ସଂପନ୍ନ ବୌଦ୍ଧ ଜିଲ୍ଲା ନାମିତ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଦ୍ଧଙ୍କ
Read More...

ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଶା ଚୟନରେ ଦୁର୍ନୀତି ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତ କିଛି ଦିନ ତଳେ ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀନରେ କିଛି ଆଶା ପଦବୀ ଚୟନ ପାଇଁ ଦରଖାସ୍ତ ପକାଯାଇଥିଲା । ହେଲେ ଚୟନ ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ବଲାଙ୍ଗିର ସ୍ୱେଛାସେବୀ ସଂଗଠନର ସଦସ୍ୟ ଗୋବିନ୍ଦ ଶତପଥୀ,
Read More...

ତ୍ରିଶକ୍ତି କୋଚିଂ ସେଣ୍ଟରରେ ଗୁରୁଦିବସ ପାଳିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଖରିଦପିପଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖରିଦପିପଳଠାରେ ତ୍ରିଶକ୍ତି କୋଚିଂ ସେଣ୍ଟର ତରଫରୁ ଗୁରୁଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସେଣ୍ଟରର ମୁଖ୍ୟ ଭାସ୍କର ଚନ୍ଦ୍ର ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସମାଜସେବୀ
Read More...

ଦୁବାଇ (ୟୁଏଇ) ନୂଆଁଖାଇ ପରିବାର ପକ୍ଷରୁ ଏ ବର୍ଷ ମଧ୍ୟ ନବାନ୍ନ ଉତ୍ସବ ପାଳନ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁବାଇ, ୟୁଏଇ ମଧ୍ୟରେ ବସବାସ କରୁଥିବା ପଶ୍ଚିମ ଓଡିଶାର ବିଭିନ୍ନ ବର୍ଗରେ କର୍ତ୍ତବ୍ୟରତ ପରିବାର ସମୂହ ପଶ୍ଚିମ ଓଡିଶାର ଗଣପର୍ବ ନବାନ୍ନ ଭକ୍ଷଣ(ନୂଆଁଖାଇ)କୁ ମହାସମାରୋହରେ ପାଳନ କରିଆସୁଛନ୍ତି ଏବଂ ଏ ବର୍ଷ ମଧ୍ୟ ଏହାକୁ କୋଭିଡ-୧୯ ସୀମା ଓ ନିୟମାନୁସାରେ
Read More...