Daily Archives

ଗୁଲାବ ବାତ୍ୟାର ଆଂଶିକ ପ୍ରଭାବରେ ମକାଚାଷୀ କ୍ଷତି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମ୍ଭାବ୍ୟ ଗୁଲାବ ବାତ୍ୟାର ପ୍ରଭାବକୁ ଆଖି ଆଗରେ ରଖି କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଗୁଲାବ ବାତ୍ୟାର ପ୍ରଭାବରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ସେମିତି କିଛି ଆଖି ଦୁର୍ଷିଆ କ୍ଷୟକ୍ଷତି
Read More...

ସ୍ୱର୍ଗୀୟା ଡା.ଉଷା ଅଗ୍ରୱାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାନିଟାଇଜର ଓ ମାସ୍କ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଛେତଗାଁ ହାଇସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ସାନିଟାଇଜର ଓ ମାସ୍କ ବଣ୍ଟନ କରାଯାଇଛି । ପାଇକମାଲ ସମାଜସେବୀ ଡା. ସୁରେଶ ଅଗ୍ରୱାଲ ସୋମବାର ତାଙ୍କର ସହଧର୍ମିଣୀ ସ୍ୱର୍ଗୀୟା ଡା. ଉଷା ଅଗ୍ରୱାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ
Read More...

ଟିକ୍ରାପଡା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ଓ ୪ ଲକ୍ଷ ଟଙ୍କା ଲୁଟ ଘଟଣା : ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଟିକ୍ରାପଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ ମାରିବା ସହ ଟଙ୍କା ଲୁଟ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ସଇଁନ୍ତଲା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତମାନେ ହେଲେ ଅଜିତ ବାଗ ଓ
Read More...

ଭାରତ ବନ୍ଦକୁ ଆମ୍ ଆଦମୀ ପାର୍ଟିର ସମର୍ଥନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କେନ୍ଦ୍ର ସରକାରଙ୍କ ତିନି କଳା କୃଷି ଆଇନକୁ ପ୍ରତ୍ୟାହାର ଦାବୀରେ ହୋଇଥିବା ଭାରତ ବନ୍ଦକୁ ଆମ୍ ଆଦମୀ ପାର୍ଟି ସମର୍ଥନ କରି ସ୍ଥାନୀୟ ଥାନା ଛକ ଠାରେ ବିରୋଧ ପ୍ରଦର୍ଶନ କରିଥିଲା । ଏହାପରେ ଏକ ବାଇକ ରାଲିରେ ବାହାରି ଅଗ୍ରସେନ ଛକ, ଭଟଲି ରୋଡ଼ ଭଟଲି ଛକ,
Read More...

ଚିନ୍ତାନାୟକ କିଶନ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ ସୌଖୀନ ରଙ୍ଗମଂଚଠାରେ ମହାନ ଚିନ୍ତାନାୟକ ତଥା ରାଜନେତା କିଶନ ପଟ୍ଟନାୟକଙ୍କ ୧୭ ତମ ଶ୍ରାଦ୍ଧବାର୍ଷିକୀ ଆଜି ସଂଧ୍ୟାରେ ପାଳିତ ହୋଇଯାଇଛି । କିଶନ ପଟ୍ଟନାୟକ ସମତା ଟ୍ରଷ୍ଟ ଦ୍ୱାରା ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଉତ୍ପନ୍ନ ଭୋଇ ସଭାପତିତ୍ୱ କରିଥିଲେ ।
Read More...

କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଲେଜ ଛକଠାରେ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ରଚନା ଆନୁକୂଲ୍ୟରେ ଯୁବକବି ମାନଙ୍କୁ ନେଇ ଏକ ସନ୍ଧ୍ୟାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବି ରତ୍ନମୟ ତ୍ରିପାଠୀଙ୍କ ସଂଯୋଜନାରେ କବି ମୄଗେଶ ବୈଷ୍ଣବ ପାଣିଗ୍ରାହୀ, ଅର୍ଜୁନ ସାହୁ,
Read More...

ସକାଳ ୫ଟାରୁ ପିକେଟିଂ ଆରମ୍ଭ କଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସକାଳେ ଘ.୫ଟାରୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ଓ ଛାତ୍ର ନେତା ଶୁଭେନ୍ଦୁ ସାହୁଙ୍କ ନେତୃତ୍ୱରେ ଟିଟିଲାଗଡ - କଳିକତା(ଇସ୍ପାତ) ଟ୍ରେନକୁ ଅଧାଘଣ୍ଟା ପର୍ଯ୍ୟନ୍ତ ଅଟକାଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି କରିଥିଲେ । ପରେ
Read More...

ବଲାଙ୍ଗିରରେ ଭାରତ ବନ୍ଦ ସଫଳ : କଳା କୃଷି ଆଇନ ପ୍ରତ୍ୟାହାର ନ ହେଲେ ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡିବ –…

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୃଷକ ସଂଗଠନ ମାନଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ବଲାଙ୍ଗିରରେ ମଧ୍ୟ ଭାରତ ବନ୍ଦ ଡାକରା ସଫଳ ହୋଇଛି । ଆନ୍ଦୋଳନକାରୀମାନଙ୍କ ପକ୍ଷରୁ କୁହାଯାଇଛି ଯେ, ଜନ ବିରୋଧୀ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସଂଖ୍ୟା ଗର୍ବରେ ବଧିରା
Read More...

ଆସନ୍ତାକାଲି ଜିଲ୍ଲାର ସୁବର୍ଣ୍ଣପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୪ଟି କେନ୍ଦ୍ରରେ ୧୮ରୁ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ଉଲୁଣ୍ଡା, ତରଭା, ବିନିକା, ସୋନପୁର,
Read More...

ସର୍ବ ଭାରତୀୟ ଆଞ୍ଚଳିକ ବ୍ୟାଙ୍କ ଧର୍ମଘଟ ଓ କଳାକୃଷି ଆଇନକୁ ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ଅଧିକାରୀ ଓ ସେବା ନିବୃତ୍ତ ସଂଘର ଶତାଧିକ ସଦସ୍ୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ବଲାଙ୍ଗିର ଆଗରେ ସର୍ବ ଭାରତୀୟ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ପାଞ୍ଚ ଦଫା ଦାବୀ ତଥା କୃଷକ ସଂଘର
Read More...