Daily Archives

ଗର୍ଭବତୀ ମହିଳାଙ୍କୁ ରକ୍ତ ଦେଇ ଜୀବନ ବଂଚାଇଲେ ଦୀନବନ୍ଧୁ ମେହେର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗର୍ଭବତୀ ମହିଳାଙ୍କୁ ରକ୍ତ ଦେଇ ଜୀବନ ବଂଚାଇଛନ୍ତି ଦୀନବନ୍ଧୁ ମେହେର । ସୂଚନା ଅନୁସାରେ ବଲାଙ୍ଗିର ଶାନ୍ତିପଡା ନିବାସୀ ଦୀନବନ୍ଧୁ ମେହେର । ଆଜି ସେ ବଲାଙ୍ଗିରରୁ ନିଜ କର୍ମସ୍ଥଳୀ ଲୋଇସିଂହାକୁ ଯାଉଥିବା ବେଳେ ତାଙ୍କୁ ହଠାତ୍‌ ଏକ ଫୋନ୍‌ ବଲାଙ୍ଗିର ରକ୍ତ
Read More...

ତାରରେ କପଡା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଆଈ, ନାତୁଣୀ ମୃତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସହର ନିବାସୀ ସହଦେବ ବାଗଙ୍କ ଝିଅ ରିତାରାଣୀ ବାଗ(୨୦) ନିଜ ମାମୁ ଘର ଛତିଶଗଡ଼ ମହାସମୁନ୍ଦ ଠାରେ ସୋମବାର ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ଆଈ(ନାନୀ ମା') ଉକିଆ ରାଣୀ
Read More...

ଦାଦନ ଶ୍ରମିକଙ୍କ ଶରୀର ଉପରେ ଜଲୁଥିବା ଇଟାଭାଟି ଖସି ନିଆଁରେ ଗୁରୁତର : ଚିକିତ୍ସା ଓ ଆବାସ ଗୃହ ପାଇଁ ଆକୁଳ ବିନତି

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ପଞ୍ଚାୟତ ବୋଟୋପାଲି ଗ୍ରାମର ଜଗବନ୍ଧୁ ସତନାମୀ(୨୭) ଗତ ତିନିମାସ ତଳେ ସ୍ତ୍ରୀ ଜେମନୀ ସତନାମୀ(୨୦) ଓ ୧୦ ମାସର ଝିଅ ଶିବିକା ସତନାମୀଙ୍କୁ ଧରି ଦାଦନ ଖଟିବାକୁ ଶିକାନ୍ଦ୍ରାବାଦର ସଙ୍ଗିଗୁଡା ଇଟା
Read More...

ଗୋଟିଏ ବର୍ଷାରେ ଧୋଇଗଲା ପାଞ୍ଚ ଲକ୍ଷ ଟଙ୍କାରେ ତିଆରି ହୋଇଥିବା ପୋଖରୀର ଆଡି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ମନରେଗା କାମରେ ଦୁର୍ନୀତି ହେଉଥିବା ଖବର ପ୍ରତ୍ୟେକ ଦିନ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ବେଳେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଲଖମରା ପଞ୍ଚାୟତ ଧୂମାଭଟା ଗାଁରେ ମଧ୍ୟ ସାମନାକୁ ଆସିଛି ମନରେଗା ଦୁର୍ନୀତିର ନଗ୍ନଚିତ୍ର । ସୂଚନା
Read More...

ନୂତନ ଥାନା ଅଧିକାରୀଙ୍କୁ ଛତ୍ରପୁର ପ୍ରେସକ୍ଲବ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ଅଭିନନ୍ଦନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଆଦର୍ଶଥାନା ଛତ୍ରପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ସତ୍ୟ ରଞ୍ଜନ ପ୍ରଧାନ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ଅବସରରେ ଛତ୍ରପୁର ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ କୁମାର ମହାରଣାଙ୍କ ନେତୃତ୍ୱରେ
Read More...

ଆରଟିଓ କାର୍ଯ୍ୟାଳୟକୁ ଅଚାନକ ଅନୁସନ୍ଧାନରେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ଅପରାହ୍ନରେ ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନ କରି ବିଭିନ୍ନ ନଥିପତ୍ର ଯାଞ୍ଚ କରିଛନ୍ତି । କାର୍ଯ୍ୟାଳୟର ସ୍ମାର୍ଟ କାର୍ଡ ସେଣ୍ଟର ଠାରୁ ଆରମ୍ଭ କରି ବିଭିନ୍ନ
Read More...

ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କ ଠାରୁ ୪ କୋଟି ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଭିଜିଲାନ୍ସର ୬ଟି ଟିମ୍‌ ୬ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦିଦି କବିତା ମଥାନଙ୍କ ଠାରୁ ୪ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି । ତାଙ୍କର
Read More...

ପୁଇଁନ୍ତଲା ବ୍ଲକରେ ବନ୍ୟା ବିତ୍ପାତ : ଭାସିଗଲେ ଛାତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଦୁଇ ଦିନ ହେଲା ବଲାଙ୍ଗିରରେ ପ୍ରବଳ ବର୍ଷା ହେଉଛି । ଜିଲ୍ଲାର ସମସ୍ତ ତଳି ଅଂଚଳ ବନ୍ୟା ବିତ୍ପାତର ସମ୍ମୁଖିନ ହୋଇଥିବା ବେଳେ ପୁଇଁନ୍ତଲା ବ୍ଲକ, ଭାଲେର ପଂଚାୟତ ଅନ୍ତର୍ଗତ ଫଟକରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଖେତରେ ଲାଗିଥିବା ପାଣିପମ୍ପ
Read More...

ମାହେଶ୍ୱରୀ ସଂଗଠନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେବା ପରମ ଧର୍ମ । ଏହାକୁ ପାଥେୟ କରି ମାହେଶ୍ୱରୀ ସଂଗଠନ ସେବା ଜାରି ରଖିଛି । ଆଜି ବଲାଙ୍ଗିର ସହରରେ ଗତ ରାତିରୁ ଲଗାଣ ବର୍ଷା ଯୋଗୁଁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ତଳି ଅଂଚଳରେ ଲୋକଙ୍କ ଘରେ ପାଣି ପଶିଥିବା ଯୋଗୁଁ ଅଂଚଳର ଲୋକେ
Read More...

୧୬ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଏଡିପିଏଚ୍‌ଓ ଡ.ନବକିଶୋର ବେହେରା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ୧୬ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଏଡିପିଏଚ୍‌ଓ) ଡ.ନବକିଶୋର ବେହେରା । ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ସିଏଚ୍‌ସି.ର ଭିଡିଡିଟିଏସ୍‌ଙ୍କୁ ତାଙ୍କ କନ୍‌ଟାକ୍‌ଚୁଆଲ
Read More...